ସବୁ ସମୟ ଖବର ସାଥିରେ

🛑EXCLUSIVE :ମୁଁ ବିଧବା ହେବିନି ମୁଁ ମୋ ପ୍ରେମିକ ସହ ନୂଆ ସଂସାର ଗଢିବି,ଆଉ ତା ସହିତ ରାତିରେ ! ଶୁଣନ୍ତୁ ତାଙ୍କ ମୁହଁ ରୁ…. ଦେଖନ୍ତୁ Video

0 20

ପ୍ରତ୍ୟେକ ଦିନ ସମାଜରେ ଏକ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି ଯାହାକୁ ଦେଖିଲେ ସାଧାରଣ ମଣିଷ ବିଶ୍ୱାସ କରି ପାରିବ ନାହିଁ | କଳି ଯୁଗର ଶେଷ ପର୍ଯ୍ୟାୟ ଆସି ଥିବାର ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଛି | ଏହି ସବୁ ଘଟଣା ସୋସିଆଲ ମିଡିଆରେ ବହୁଳ ପରିମାଣରେ ଭାଇରଲ ହେବାରେ ଲାଗିଛି | ମଣିଷ ନିଜର ସଭ୍ୟତା, ସଂସ୍କାର, ପରମ୍ପରା, ଭକ୍ତି, ସମ୍ମାନ ଆଦି ସମସ୍ତ ଗୁଣ ଭୁଲି ଯାଉଛି | ଏହି ସବୁ ଗୁଣ ଭୁଲି ସେ ହିଂସା ପରାୟଣ ହୋଇ ଯାଉଛି |
ନିଜର ଚରିତ୍ର ମଧ୍ୟ ଭୁଲି ନଷ୍ଟ ଚରିତ୍ର ହୋଇ ଯାଉଛି | ଆଜି ଏମିତି ମଧ୍ୟ ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ଯାହା ଆପଣ କେବେ ହେଲେ ଭାବି ନ ଥିବେ | ଏକ ସ୍ତ୍ରୀ ତାର ସ୍ୱାମୀଙ୍କ ମୃତ୍ୟରେ ଆଖିରୁ ଲୁହ ଟୋପେ ମଧ୍ୟ ନ ଝରେଇ ନିଜର ପ୍ରେମିକ ପାଇଁ ସିନ୍ଦୂର ପିନ୍ଧିବ ବୋଲି କହୁ ଅଛି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ହିନ୍ଦୁ ରୀତି ନୀତି ଅନୁସାରେ ମହିଳା ମାନଙ୍କର ବିବାହ ପରେ ସ୍ୱାମୀଙ୍କୁ ଦେବତା ରୂପରେ ପୂଜା କରିଥାନ୍ତି | ତାଙ୍କର ଶଙ୍ଖା ସିନ୍ଦୂରକୁ ବଜ୍ର କରିବା ପାଇଁ କେତେ କଣ ବାର ବ୍ରତ କରି ଥାନ୍ତି | ସ୍ୱାମୀଙ୍କୁ ଇହ କାଳ ଓ ପର କାଳର ଦେବତା ରୂପରେ ଗ୍ରହଣ କରି ଥାନ୍ତି | ଗୋଟିଏ ଜନ୍ମରେ ବିବାହ ହେଲେ ସାତ ଜନ୍ମ ପରେ ତାଙ୍କୁ ହିଁ ବିବାହ କରିବା ପାଇଁ ଭଗବାନଙ୍କ ପାଖରେ କାମନା କରିଥାନ୍ତି |

ହେଲେ ଆଜି ଏକ ଭିଡିଓରେ ଦେଖିବାକୁ ମିଳିଛି କି ଜଣେ ମହିଳାଙ୍କର ସ୍ୱାମୀଙ୍କ ମୃତ୍ୟ ଘଟିଛି କିନ୍ତୁ ସ୍ତ୍ରୀଙ୍କ ମନରେ ଦୁଃଖ ନାହିଁ | କାରଣ ସ୍ୱାମୀଙ୍କ ପରେ ସେ ତାଙ୍କର ପ୍ରେମିକଙ୍କ ସହିତ ରହିବାର ନିଷ୍ପତି କରି ସାରିଛନ୍ତି | ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କର ପ୍ରେମିକ ଆସି ତାଙ୍କ ଶାଶୂଘର ଆଗରେ ପରିଚୟ ଦେଇଛି କି ମୁଁ ତାର ସ୍ୱାମୀ |

ମହିଳା ଜଣଙ୍କ ସ୍ୱାମୀଙ୍କ ଥିବା ସମୟରେ ତାଙ୍କ ସହ ସମ୍ପର୍କରେ ଥିଲେ ଏବଂ ଏବେ ବିଧବା ହେବାକୁ ମନା କରୁଛନ୍ତି | ଏହି ମହିଳାଙ୍କ ନାମ ରତ୍ନାମଣୀ ଦାସ | ସ୍ୱାମୀ ମୃତ୍ୟୁ ପରେ ସେ ହଜି ଯାଇଥିବା ନେଇ ଏକ ଅଭିଯୋଗ ଥାନାରେ କରି ଥିଲେ | କିନ୍ତୁ ତାଙ୍କର ସ୍ୱାମୀ ଆଉ ଏ ଦୁନିଆରେ ନ ଥିଲେ |

ତାଙ୍କର ଦୁଇ ଜଣ ପୁଅ ଓ ଝିଅ ଥିଲା ବେଳେ ସେ ପ୍ରେମିକ ସହିତ ରହିବେ ବୋଲି କହିଛନ୍ତି | ଘରେ ତାଙ୍କୁ ଯଦି କେହି ନ ରଖିବେ ତାହେଲେ ସେ ତାଙ୍କ ପ୍ରେମିକଙ୍କ ସହ ରହିବେ ବୋଲି କହିଛନ୍ତି | ସେ ପିଲା ଛୁଆ ଛାଡି ପ୍ରେମିକ ସହିତ ଏକ ନୂଆ ସଂସାର ଗଢିବେ ବୋଲି କହି ଛନ୍ତି | ମହିଳାଙ୍କର ପର ପୁରୁଷ ସହିତ ସମ୍ପର୍କ ଥିବାରୁ ତାଙ୍କର ନିଜ ପିଲା ମାନେ ମଧ୍ୟ ତାଙ୍କୁ ଘୃଣା କରୁଛନ୍ତି ଓ ତାଙ୍କ ସହିତ ରହିବା ପାଇଁ ମନା କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।