
viral audio call – ଘରେ କେହି ନାହାନ୍ତି ଏବେ ଆସ ମୋ ସହ ରାତିରେ ଯାହା କରୁଛ କର କିନ୍ତୁ ବାଓରେ ମୋର ମାର୍କ ଦରକାର ଏମିତି କହି କଲେଜ ଛାତ୍ରୀ ଡାକୁଛନ୍ତି ସାରଙ୍କୁ !ଦେଖନ୍ତୁ video ..
ଗୁରୁଙ୍କୁ ଜ୍ଞାନର ଗନ୍ତାଘର କୁହା ଯାଇଥାଏ କାରଣ ଗୁରୁଙ୍କ ପାଖରୁ ସଠିକ ଜ୍ଞାନ ଆହୋରଣ କରି ପିଲା ମାନେ ସତ ପଥରେ ଯାଇ ଥାନ୍ତି | ହେଲେ ଆଜି କାଲି ଗଣ ମାଧ୍ୟମରେ ଗୁରୁଙ୍କ ସମ୍ପର୍କରେ ବିଭିନ୍ନ ପ୍ରକାର ଖବର ଦେଖି ବାକୁ ମିଳୁଛି | କୋଉଁଠି ସ୍କୁଲରେ ଖାଇବା ନେଇ ଅଭିଯୋଗ ହେଉଛି ତ କୋଉଁଠି ଗୁରୁଙ୍କ ପାଠ ପଢାକୁ ନେଇ ଅଭିଯୋଗ ହେଉଛି | ଗୁରୁ ଶିଷ୍ୟାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ମଧ୍ୟ ଦେଖିବାକୁ ମିଳୁଛି | କେତେ ବେଳେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠି ଲାଣି ତ କେତେ ବେଳେ ଗୁରୁ ଶିଷ୍ୟାଙ୍କୁ ବିବାହ ମଧ୍ୟ କରୁ ଥିବାର ବିଭିନ୍ନ ଖବର ଦେଖିବାକୁ ମିଳୁଛି | ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ ଜଣାଇବାକୁ ଯାଉ ଅଛୁ |
ଜଣେ ଶିକ୍ଷକ ଓ ତାଙ୍କର ଛାତ୍ରୀଙ୍କ ମଧ୍ୟରେ ହୋଇ ଥିବା କଥା ବାର୍ତା ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି | ଏହି ଅଡିଓ ରେକର୍ଡିଙ୍ଗ ଶୁଣି ଲୋକ ମାନଙ୍କର ଶିକ୍ଷକ ମାନଙ୍କ ଉପରୁ ବିଶ୍ୱାସ ଉଠି ଯିବାକୁ ବସିଲାଣି ଓ ଆଜି କାଲିର ପିଲା ମାନଙ୍କ ଭିତରେ ଶିକ୍ଷକ ମାନଙ୍କ ପ୍ରତି ଥିବା ସମ୍ମାନ ଓ ପାଠ ପଢା ପ୍ରତି ଥିବା ଭଲ ପାଇବା ବିଷୟରେ ସ୍ପଷ୍ଟ ବାରି ହେଉଛି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଏହି ଓଡିଓରେ ଶୁଣିବାକୁ ମିଳୁଛି ଯେ ଜଣେ ଛାତ୍ରୀ ତାଙ୍କର ସ୍କୁଲ ଶିକ୍ଷକଙ୍କ ସହିତ ଫୋନ ଯୋଗେ କଥା ହେଉଛନ୍ତି |
ଏବଂ କହୁଛନ୍ତି କି ତାଙ୍କର ଜୀବ ବିଜ୍ଞାନ ବିଷୟରେ ମାର୍କ ବଢ଼ାଇ ଦେବା ପାଇଁ | କାରଣ ତାଙ୍କର ସେହି ବିଷୟରେ ମାର୍କ କମି ଯିବାର ଭୟ ରହି ଅଛି | ଏବଂ ଏହା ବଦଳରେ ସେ ଶିକ୍ଷକଙ୍କୁ ତାଙ୍କ ଘରକୁ ରାତିରେ ତାଙ୍କ ବାପା ମାଆଙ୍କ ଅନୁପସ୍ଥିତିରେ ଆସିବା ପାଇଁ କହୁଛନ୍ତି | ଆ ନେଇ ଶିକ୍ଷକ ଜଣଙ୍କ ମଧ୍ୟ ରାଜି ହୋଇ ଯାଇ କହୁ ଛନ୍ତି ଯେ ମୁଁ ତମ ଘରକୁ ଗଲେ ମୋର କଣ ଲାଭ ହେବ | ଛାତ୍ରୀ ଜଣଙ୍କ ପରୋକ୍ଷ ଭାବରେ ତାଙ୍କ ସହ ସମ୍ପର୍କ ରଖିବା ପାଇଁ କହୁଛନ୍ତି |
ଏହି କଥାରେ ମଧ୍ୟ ଶିକ୍ଷକ ଜଣଙ୍କ ରାଜି ହୋଇ ଯାଉ ଛନ୍ତି ଓ କହୁଛନ୍ତି କି ଜୀବ ବିଜ୍ଞାନର ମାର୍କ ବିଷୟରେ ଚିନ୍ତା ନ କରିବା ପାଇଁ | ଅପର ପକ୍ଷରେ ଶିକ୍ଷକ ଜଣଙ୍କ ବିବାହିତ ଓ ତାଙ୍କର ଜଣେ ପିଲା ମଧ୍ୟ ଅଛି | ଏ ନେଇ ଛାତ୍ରୀ ଜଣଙ୍କ ଶିକ୍ଷକଙ୍କୁ କହୁଛନ୍ତି ଯେ ଆପଣ ବିବାହିତ ବୋଲି ଜଣା ପଡୁ ନାହାନ୍ତି |ଏହା ପରେ ଶିକ୍ଷକ ଜଣଙ୍କ ଛାତ୍ରୀଙ୍କୁ ତାଙ୍କ ଘରର ଲାଇଭ ଲୋକେସନ ହ୍ୱାଟ୍ସଅପ ମାଧ୍ୟମରେ ପଠାଇବା ପାଈଁ କହୁଛନ୍ତି ଓ ସେ ଯିବା ପାଇଁ ରାଜି ମଧ୍ୟ ହୋଇ ଗଲେ |
ଏମିତି ଏକ ଖବର ସାରା ଶିକ୍ଷକ ଓ ଛାତ୍ର ସମାଜରେ କଳଙ୍କ କହିଲେ ଅତ୍ୟୁକ୍ତି ହେବ ନାହିଁ | ଏହି ଭଳି ଯଦି ଶିକ୍ଷା ସମାଜ ହୋଇ ଯିବ ତାହେଲେ ପିଲା ମାନେ କଣ ଶିଖିବେ ଓ ଏହାର ସମାଜ ଉପରେ ବହୁତ ଖରାପ ପ୍ରଭାବ ପଡିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।