ସବୁ ସମୟ ଖବର ସାଥିରେ

ଦେଖନ୍ତୁ ଭିଡ଼ିଓ : Live ଭିଜୁଆଲ ! ବିଚ୍ ରାସ୍ତାରେ ଷ୍ଟଣ୍ଟ..ରାସ୍ତାରେ ହଟାତ ଅଟକିଲା କାର୍..ତାପରେ ଯାହା ହେଲା ଦେଖନ୍ତୁ Record ହୋଇଥିବା CcTv ଭୟଙ୍କର ଆକ୍ରମଣ…

0 26

ତେବେ ବନ୍ଧୁଗଣ ଆପଣ ଜାଣିଥିବେ କି ବର୍ତ୍ତମାନ ଦୁର୍ଘଟଣା ରେ ଅଧିକାଂଶ ଲୋକଙ୍କ ର ମୃତ୍ୟୁ ହେଉଛି। ରାସ୍ତା ରେ ଯିବା ସମୟ ରେ ଟିକିଏ ଅସାବଧାନତା ହୋଇଗଲେ ଜୀବନ ଚାଲିଯାଉଛି।କେତେବେଳେ ଜଣେ ଡ୍ରାଇଭର ଙ୍କର ନିଜର ଭୁଲ ପାଇଁ ଜୀବନ ଯାଏ ତ କେତେ ବେଳେ ଅନ୍ୟ ବ୍ୟକ୍ତି ଙ୍କର ଜୀବନ ବଞ୍ଚାଇବା କୁ ଯାଇ ଦୁର୍ଘଟଣା ହୋଇଥାଏ।

ଆଉ କେତେ ବେଳେ ଏହିଭଳି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳେ ଗୋଟିଏ ଗାଡି ପାଇଁ ତଥା ତାଙ୍କର ଟିକିଏ ଭୁଲ ପାଇଁ ଅନେକ ଗାଡି କୁ ଦୁର୍ଘଟଣା ଗ୍ରସ୍ତ ହେବାକୁ ପଡିଥାଏ। ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏହିପରି ଏକ ଦୁର୍ଘଟଣା ର ଭିଡ଼ିଓ ଟି ଭାଇରାଲ ହେଉଛି।

ତେବେ ବନ୍ଧୁଗଣ ଭିଡ଼ିଓ ଟି କିଛି ଏହିପରି ରହିଛି ରାସ୍ତା ରେ ଗାଡି ଗୁଡ଼ିକ ସ୍ୱାଭାବିକ ଭାବରେ ଯିବା ଆସିବା କରୁଥିଲେ। ତେବେ ରାସ୍ତା ଟି ଏକ ହାଇୱେ ଥିଲା , ମାତ୍ର ଏଠାରେ ହଠାତ ଉପରେ ଏକ କାର ଟି କିଛି ଏହିପରି ଷ୍ଟାଣ୍ଡ କରିବା ଭଳି କାମ କରିଦେଲା ଯାହା କେହି ବି ଭାବି ପାରିବେ ନାହିଁ। ଆଉ କାର ଟିର ଏହି ଟିକିଏ ଭୁଲ ପାଇଁ ପଛ ରେ ଚାଲିଥିବା ଅନେକ ଗାଡି କୁ ଦୁର୍ଘଟଣା ଗ୍ରସ୍ତ ହେବାକୁ ପଡିଥିଲା। କାର ଟି କୁ ଦୁର୍ଘଟଣା ରୁ ବଞ୍ଚାଇବା କୁ ଯାଇ ଅନ୍ୟ ଗାଡି ଗୁଡିକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ।

ଆଉ ସବୁ ଠାରୁ ଆଶ୍ଚର୍ଯ୍ୟ କଥା ଏହା ଥିଲା କି ଯାହାକୁ ବଞ୍ଚାଇବା ପାଇଁ ଅନ୍ୟ ଗାଡି ଗୁଡିକ ଦୁର୍ଘଟଣା ଗ୍ରସ୍ତ ହେଲେ ସେ ସବୁ କୁ କେୟାର ନ କରି କାର ଟି ଆଗକୁ ଚାଲି ଯାଇଥିଲା। ତେବେ ଘଟଣା ଟି ଏମିତି ଥିଲା କି ରାସ୍ତା ରେ ଯାଉଥିବା ସମୟ ରେ ମଝି ରାସ୍ତା ରେ ହଠାତ ଏକ କାର ଟି ସାଇକ କୁ ମୁଡ଼ି ଯାଇ ଠିଆ ହୋଇଗଲା। ଆଉ ଏହାକୁ ଦେଖି ପଛ ରେ ଥିବା ଦୁଇଟି ଟ୍ରକ କଣ କରିବେ ଜାଣିପାରିଲେ ନାହିଁ ଏବଂ କାର ଟିକୁ ଦୁର୍ଘଟଣା ରୁ ରକ୍ଷା କରିବା ପାଇଁ ନିଜେ ସାଇଟ ଦେଇ ଯିବାକୁ ଚେଷ୍ଟା କରିଥିଲେ।


ତେବେ କାର ଟିକୁ ରକ୍ଷା କରିବା କୁ ଯାଇ ପଛ ରେ ଥିବା ଦୁଇଟି ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ତେବେ ଏହାକୁ ଦେଖିବା ପରେ ମଧ୍ୟ କାର ଟି ଚୁପଚାପ ସୁରକ୍ଷିତ ଭାବେ ରେ ସେହି ସ୍ଥାନ ରୁ ଚାଲି ଯାଇଥିଲା। ତାର ଭୁଲ ପାଇଁ ଏହି ଦୁଇ ଟି ଟ୍ରକ ଅଲଟି ପଡିଲା ମାତ୍ର ତାକୁ କିଛି ଫରକ ପଡିଲା ନାହିଁ ସେ ସେମିତି ଚାଲିଗଲା। ତେବେ ସମ୍ପୂର୍ଣ୍ଣ ଘଟଣା ଟି ସେଠାରେ ଥିବା ସିସିଟିଭି ରେ ରେକର୍ଡ ହୋଇଥିଲା ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି। ତେବେ ଏହିପରି ଭୁଲ କରନ୍ତୁ ନାହିଁ କାରଣ ଆପଣ ଙ୍କର ଟିକିଏ ଭୁଲ ପାଇଁ କାହାର ଜୀବନ ଯାଇ ପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।