ସବୁ ସମୟ ଖବର ସାଥିରେ

17 September -ଆଜି ( ବିଶ୍ୱକର୍ମା ପୂଜା ) ଏହି 4ଟି ରାଶିରେ ଚମତ୍କାର, Viswakarma puja 2022

0 25

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରକୁ ଖୁବ୍ ପ୍ରାଧାନ୍ୟ ଦିଆ ଯାଇଥିଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶି ନକ୍ଷତ୍ର ମାନେ ମନୁଷ୍ୟ ଜୀବନ ସହିତ ଜଡିତ ହୋଇ ରହିଥାନ୍ତି। ତେବେ ଗ୍ରହ ମାନଙ୍କ ଚଳନରେ ପରିବର୍ତ୍ତନ ହେବା ପାଇଁ ଯାଉଛି ଯାହା ଫଳରେ ସମସ୍ତ ବ୍ୟକ୍ତି ମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବା ପାଇଁ ଯାଉଛି। ଯଦି ଆପଣଙ୍କ ରାଶିରେ ଗ୍ରହ ମାନଙ୍କ ଚଳନ ଠିକ୍ ରହିଥାଏ ତେବେ ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ। କିନ୍ତୁ ଯଦି ଆପଣଙ୍କ ରାଶିରେ ଗ୍ରହ ମାନଙ୍କ ଚଳନ ଠିକ୍ ରହି ନଥାଏ ତେବେ ସେହି ବ୍ୟକ୍ତି ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ସେମାନଙ୍କ ଜୀବନକୁ ବିଭିନ୍ନ ପ୍ରକାର ସମସ୍ୟା ମାଡ଼ି ଆସିଥାଏ। ସେଥି ପାଇଁ ବ୍ୟକ୍ତି ଜୀବନରେ ରାଶି ଓ ନକ୍ଷତ୍ର ମାନଙ୍କର ବହୁତ୍ ମହତ୍ତ୍ୱ ରହିଥାଏ।
ତେବେ ଚଳିତ ବର୍ଷ ବିଶ୍ଵକର୍ମା ପୂଜା ୫ ଟି ରାଶି ପାଇଁ ନେଇ ଆସୁଛି ଶୁଭ ସମୟ। ମା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ମା ଲକ୍ଷ୍ମୀଙ୍କ ବିଶେଷ କୃପା ଦୃଷ୍ଟି ଏମାନଙ୍କ ଉପରେ ପଡ଼ିବା ପାଇଁ ଯାଉଛି। ତେବେ ଆସନ୍ତୁ ସେହି ୫ ଗୋଟି ରାଶି ବିଷୟରେ ଜାଣିବା ଏବଂ ସେମାନଙ୍କ ଭାଗ୍ୟରେ କଣ ସବୁ ବଡ ପରିବର୍ତ୍ତନ ହେବା ପାଇଁ ଯାଉଛି ତା ବାବଦରେ ମଧ୍ୟ ଜାଣିବା।
୧. ବୃଷ ରାଶି:-ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ଲାଭ କରିବେ। ତା ସହିତ ଏହି ସମୟ ଆପଣଙ୍କ ପାଇଁ ଖୁବ୍ ଶୁଭ ଖବର ନେଇ ଆସିବ। ବ୍ୟବସାୟୀ ମାନେ ଖୁବ୍ ଲାଭବାନ ହେବା ପାଇଁ ଯାଉଛନ୍ତି। ପାରିବାରିକ ଜୀବନରେ ସୁଖ ଶାନ୍ତି ଲାଗି ରହିବ। ଜୀବନ ସାଥୀ ସହିତ ଖୁସିରେ ରହିବେ।
୨. କନ୍ୟା ରାଶି:-ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମଧ୍ୟ ମା ଲକ୍ଷ୍ମୀଙ୍କ ବିଶେଷ କୃପା ଲାଭ ହେବ। ମା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କୁ ଅଚାନକ ଗୁପ୍ତ ଧନ ପ୍ରାପ୍ତି ହୋଇପାରେ। ଏମାନଙ୍କ ଜୀବନ ସୁଖମୟ ହେବା ପାଇଁ ଯାଉଛି। ଏମାନଙ୍କ ଭାଗ୍ୟର ଚାବିକାଠି ଖୋଲିବା ପାଇଁ ଯାଉଛି।
୩. ତୁଳା ରାଶି:-ତୁଳା ରାଶି ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷ ଆଗକୁ ଏକ ବଡ ପ୍ରୋଜେକ୍ଟ ମରେ କାମ କରିବାର ସୁଯୋଗ ପାଇ ପାରନ୍ତି ଯାହା ଫଳରେ ସେମାନଙ୍କ ପାଖରେ ଧନର ଅଭାବ ରହିବ ନାହିଁ। ଏମାନେ ସଦାସର୍ବଦା ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆଢ଼ୁଆଳରେ ରହିବେ।

୪. ସିଂହ ରାଶି:-ଏହି ସିଂହ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନ ସାଥୀ ସହିତ ପ୍ରେମର ସମୟ ଅତିବାହିତ କରିବେ। ବ୍ୟବସାୟୀ ମାନେ ଆଶା ଠାରୁ ଅଧିକ ଲାଭବାନ ହେବେ।୫. କୁମ୍ଭ ରାଶି:-ମା ଲକ୍ଷ୍ମୀଙ୍କ ବିଶେଷ କୃପା ପାଇ ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଆପଣ ନିଜ ଇଚ୍ଛା ଅନୁସାରେ କାମ କରିବେ ଯାହା ଆପଣଙ୍କୁ ସଫଳତା ଆଣିଦେବ। ଅଚାନକ ବହୁତ ବଡ ଖୁସି ଖବର ମିଳିପାରେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।