
Big Update – ପୁଣି ଶଶୂର ବୋହୁ ସମ୍ପର୍କରେ ଲାଗିଲା କଳଙ୍କର ଦାଗ….ପୁଅ ମରିବା ପରେ ବୋହୂ କୁ ବିବାହ କଲା ଶଶୂର ଣ କହୁଛନ୍ତି ଏହି ଯୁବତୀ… ଦେଖନ୍ତୁ Video
ଆପଣ ମାନେ ସମସ୍ତେ ଦୁନିଆ ଆପଣ ରେ ଅନେକ ପ୍ରକାରର ନ୍ୟୁଜ୍ ଦେଖୁଥିବେ ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆପଣ ଦୁନିଆରେ ଦେଖିଥିବେ ବା ଶୁଣିଥିବେ । ଏମିତି ଅନେକ ପ୍ରକାରର ଘଟଣା ଆପଣ କେବେବି ଶୁଣିନୋଥିବେ ଶଶୁର ବୋହୂ କୁ ସମାଜ ରେ ବାପା ଝିଅ ଙ୍କ ର ଆଖ୍ୟା ଦିଆଯାଇଥାଏ । କିନ୍ତୁ ଏହି ପବିତ୍ର ସପର୍କ କୁ ମଧ୍ୟ ବାଦ୍ ଦେଲେନି। କିଛିଲୋକ ଦୁନିଆରେ ଅଛନ୍ତି ଯେଉଁମାନେ ନିଜ ଇଜ୍ଜତ ମହତ ଭୁଲି ଏମିତି କିଛି ଲଜ୍ୟାଜନକ କାର୍ଯ୍ୟ କରିଥାନ୍ତି ଯାହା ବହୁତ ନିନ୍ଦନୀୟ ଅଟେ ।
ବୋହୂର ବୟସ ୨୫ ବର୍ଷ ହୋଇଥିବା ବେଳେ ଶଶୁରର ବୟସ ୪୫ ବର୍ଷ ଶଶୁର ବୋହୂ କୁ ବିବାହ କରିଛନ୍ତି ଆଉ ଶଶୁର ଜଣକ କହିଛନ୍ତି ମୋ ବୋହୂର ଆଗକୁ ପଛକୁ କେହି ନାହାନ୍ତି ଆଉ ମୋର ବି ଆଗକୁ ପଛକୁ କେହି ନାହାନ୍ତି । ସେହି ବ୍ୟକ୍ତି ଜଣଙ୍କର ପୁଅ ମୃ-ତ୍ୟୁବରଣ କରିଛି ଆଉ ତାପରେ ବୋହୂ ଏକା ହୋଇଯାଇଛି । ଆଉ ତାଙ୍କର ଶାଶୁ ମଧ୍ୟ ନାହାନ୍ତି ଆଉ ସେଥିପାଇଁ ବୋହୂକୁ ବିବାହ କରିଛନ୍ତି ଶଶୁର ଜଣକ ।
ଶଶୁର ଆଉ ବୋହୂ ଏକ ମନ୍ଦିରରେ ବିବାହ କରିଛନ୍ତି ଆଉ ସେମାନେ ବିବାହ କରି ଫେରୁଥିବା ବେଳେ କିଛି ଲୋକ ଏହାର ଭିଡିଓ କରିଛନ୍ତି ଆଉ ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି । ଆଉ ସେ ଏହି ବିବାହ ବିଷୟରେ ଶଶୁର ଆଉ ବୋହୂଙ୍କୁ ପଚାରିଲେ । ସେଥିପାଇଁ ଆମେ ବିବାହ କରିଲୁ ଆଉ ଆମେ ଦୁଇଜଣ ନିଜ ଇଚ୍ଛାରେ ବିବାହ କରିଛୁ । ବୋହୂ ଜଣକ କହିଛନ୍ତି ମୋତେ କେହି ବାଧ୍ୟ କରିନାହାନ୍ତି ।
ଯଦି ବୋହୂ ଏକା ତ ବିବାହ କରିବା କଣ ଦରକାର ଥିଲା ସମାଜ ରେ ବାପା ଝିଅ ହେଇ ରହିଥାନ୍ତେ ବିବାହ କରି ସମାଜ ରେ ଯଉ ବାପା ଝିଅ ଙ୍କ ପବିତ୍ର ବନ୍ଧନ ଥିଲା ତାହା ଆଜି କିଛି ଲୋକ ଙ୍କ ପାଇଁ ଅପବିତ୍ର ପାଲଟିଯାଇଛି । ଶଶୁର କହିଛନ୍ତି ଯେ ବିବାହ କରିସାରିଲା ପରେ ଆମ ଘର ମାମଲା ଆମେ ରଖିବୁ ଆପଣ ମନକୁ ଜଣେ ଇ କି କଣ ଲାଭ । ବୋହୂ କହିଲେ କୁ ମୋତେ nକେହିବି ବାଧ୍ୟ କରିନାହାନ୍ତି ମୁ ମୋ ନିଜ ଇଚ୍ଛାରେ ବିବାହ କରିଛି ବୋହୂ ମୋରୋ ଆଗରେ ପଛରେ କେହିବି ନାହାନ୍ତି ,ସେଇଥି ପାଇଁ ମୁଁ ମୋର ଶଶୁର ଙ୍କୁ ବିବାହ କରିଲି । ତାପରେ ଶଶୁର କହିଛନ୍ତି ଯେ ମୋର ବହୁତ ଟଙ୍କା ଓ ପଇସା କିଛି ବି ଅସୁବିଧା ହବନି । ସେ ବହୁତ ଖୁସିରେ ରହିବ ।
ଏହି ଘଟଣା ଟି ଶଶୁର ବୋହୂ ଙ୍କ ବିଷୟରେ ଶଶୁର ବୋହୂଙ୍କୁ ବିବାହ କରିଲେ ଏହି ବାଲି ଲଜ୍ୟା ଜଣକ ଘଟଣା ଆଉ କଣ ହେଇପାରିବ । ସୁବି ନାହାନି ଓ ପୁଅ ବି ନାହାନ୍ତି । ସେହି ସୁଜଗ ରେ ଶଶୁର ବୋହୂ କୁ ବିବାହ କରି ଘରକୁ ନେଇଯାଇଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।