
ବିଚକ୍ଷଣ ବୟସ ମାତ୍ର ୪ ବର୍ଷ ! ଏହି ଛୋଟ ବାଳକର Knowledge ଆଗରେ computer ବି ଫେଲ ମାରିବ…ଦେଖନ୍ତୁ Video ବୁଦ୍ଧି ଦେଖିଲେ ନବୀନ ପଟ୍ଟନାୟକ
ବୟସ ମାତ୍ର ୪ ବର୍ଷ କିନ୍ତୁ ତାଙ୍କର ଜ୍ଞାନ ଆଗରେ ଆପଣ ମାନେ ମଧ୍ୟ ଫିକା ପଡିଯିବେ। ତେବେ କଟକ ର ଏହି କୁନି ପୁଅ ଯାହାଙ୍କୁ ନିଜ ରାଜ୍ୟ, ଦେଶ ଓ ନିଜ ଜିଲ୍ଲା ଓ ସହର ବିଷୟ ରେ ଯାହା ପଚାରିଲେ ଏହିପରି ସ୍ପଷ୍ଟ ଭାବରେ ଉତ୍ତର ଦେଇଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ଯେଉଁ ବୟସ ରେ ଛୋଟ ପିଲା ମାନେ ଠିକ ଭାବରେ କଥା କହିପାରନ୍ତି ନାହିଁ ଆଉ ବଡ଼ ଲୋକଙ୍କୁ ଦେଖିଲେ ଭୟ କରନ୍ତି , ସେହି ବୟସ ରେ ସେ ନିଜର ଜ୍ଞାନ କୁ ନେଇ ନିଜର ଏଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି କୁନି ବିଚକ୍ଷଣ ପୁଅ ଙ୍କ ବିଷୟ ରେ।
ତେବେ ଅନେକ ସମୟରେ ସୋସିଆଲ ମିଡ଼ିଆ ରେ ପ୍ରାୟ ଛୋଟ ପିଲା ମାନେ ଚର୍ଚ୍ଚା ରେ ରହିଥାନ୍ତି ।କେତେବେଳେ ଛୋଟ ପିଲାଟି ତାର ସରଳତା କୁ ନେଇ ତ୍ କେତେବେଳେ ତାର କୁନି ଓଠ ର ସଂଗୀତ କୁ ନେଇ କେତେବେଳେ ନିଜର ସୁନ୍ଦର ହସ୍ତାକ୍ଷର କୁ ନେଇ ତ୍ କେବେବେଳେ ପୁଣି ନିଜର ଜ୍ଞାନ ଭଣ୍ଡାର କୁ ନେଇ। ତେବେ ଏହିଭଳି କୁନି ପିଲା ଟି ବିଷୟ ରେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଭିଡ଼ିଓ ଟି କିଛି ଏମିତି ରହିଛି କି ଜଣେ କୁନି ପିଲାଙ୍କ ର ଜ୍ଞାନ ଆଗରେ ସମସ୍ତେ ମୁଣ୍ଡ ନୁଆଇଁ ଦେଇଛନ୍ତି।
ତେବେ ସେହି କୁନି ପିଲା ଜଣଙ୍କ ହେଉଛନ୍ତି ମାତ୍ର ୪ ବର୍ଷ ର ପୁଅ ଯିଏକି କଟକ ରୁ ଅଟନ୍ତି। ତେବେ ଯେଉଁ ବୟସ ରେ ପିଲା ମାନେ ଠିକ ଭାବରେ କଥା କହି ପାରନ୍ତି ନାହିଁ ସେହି ବୟସ ରେ ନିଜ ରାଜ୍ୟ, ଜିଲ୍ଲା ଏବଂ ଦେଶ ବିଷୟରେ ଅଗାଢ଼ ଜ୍ଞାନ ସାଉଁଟିଛନ୍ତି କୁନି ପୁଅ।ତେବେ ଏହା ଜାଣିବା ପରେ ସେହି କୁନି ପିଲା ଟିକୁ ଏକ ଷ୍ଟେଜ କୁ ଡାକୁଛନ୍ତି ଆଉ ତାଙ୍କୁ କେତେକ ପ୍ରଶ୍ନ କରିଛନ୍ତି ନିଜ ରାଜ୍ୟ, ଦେଶ ଓ ତାଙ୍କର ଜିଲ୍ଲା କଟକ ବିଷୟ ରେ। ତେବେ କୁନି ପିଲା ଟି ଯେଉଁ ଭଳି ଭବରେ ସମସ୍ତ ପ୍ରଶ୍ନ ର ସଠିକ ସଠିକ ଉତ୍ତର ଦେଇଛନ୍ତି।
ଆଉ ତାଙ୍କର ଉତ୍ତର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ତେବେ ଏହି ଭିଡ଼ିଓ ଟିକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ସମସ୍ତେ ଏହାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ତେବେ ସତ ରେ କୁନି ପିଲା ର ଜ୍ଞାନ ଆଗରେ ବଡ଼ ବଡ଼ ଜ୍ଞାନୀ ଲୋକ ଓ ପାଠ ପଢା ପିଲା ମଧ୍ୟ ହାର ମାନି ଯିବେ। ତେବେ ଏହି କୁନି ପିଲା ଟିର ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।