
ଦେଖନ୍ତୁ VIRAL ଭିଡିଓ ! ବିହାରରେ ଡବଲ ସ୍ପାଇଡର ମ୍ୟାନ୍ ଛୋଟ ଝିଅଟି କରୁଛି ଖତରନାକ ଷ୍ଟ୍ରଣ୍ଡ , କାନ୍ଥରେ ଚଢିଯାଉଛି ଛୋଟ ଝିଅ….
ସମାଜରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ବହୁତ ଖୁସି ଲାଗିଥାଏ। ଦୁନିଆଁରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଗୁଣ ଦେଇ ଥାଆନ୍ତି। ବିଶେଷ କରି ବଡ଼ ଲୋକ ମାନଙ୍କ ପାଖରୁ ଛୋଟ ପିଲା ମାନଙ୍କ ପାଖରେ ଅଧିକ ମାତ୍ରାରେ ଭଲ ଗୁଣ ରହି ଥାଏ। ଭଗବାନ ଛୋଟ ଛୁଆଙ୍କୁ ଏଭଳି ଏକ ବର ଦାନ ଦେଇଥାନ୍ତି ଯେ,ସେମାନେ ଏମିତି କିଛି କାର୍ଯ୍ୟ କରି ଥାନ୍ତି, ଯାହା ଭାବିବା ମଧ୍ୟ ବାଞ୍ଛନିୟ ହୋଇ ପଡିଥାଏ। ଦୁନିଆଁରେ ଏଭଳି ପିଲା ମଧ୍ୟ ଅଛନ୍ତି ଯେ ତାଙ୍କ କଳା ବା ଭଲ ଗୁଣକୁ ସମସ୍ତଙ୍କ ନିକଟରେ ପରିବେଷଣ କରି ପାରନ୍ତି ,ଯାହା ଫଳରେ କି ସେମାନେ ଚର୍ଚ୍ଚାରେ ରହି ଥାଆନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଥାଏ।
ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ।ତେବେ ଘଟଣାଟି ହେଉଛି ଜଣେ ଛୋଟ ଝିଅଟି ବିନା ସୁରକ୍ଷା ସାହାଯ୍ୟରେ ହାତ ଓ ଖାଲି ପାଦରେ କାନ୍ଥକୁ ଚଢି ଯାଉ ଥିବାର ସୂଚନା ମିଳିଛି। ଯାହାକି ଏହା ଏକ ଖୁସିର କଥା ଅଟେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁଯାୟୀ, ଗୋଟେ 5-6ବର୍ଷର ଛୋଟ ଝିଅଟି ନିଜ ଘରର କୋଠରିରେ ଥିବା ପିଲର୍ ଉପରକୁ ହାତ ଓ ଖାଲି ପାଦର ବ୍ୟବହାର କରି ଉପରକୁ ଚଢି ଯାଉଛନ୍ତି ଓ ପୁଣି ତଳକୁ ଓହ୍ଲେଇ ଆସୁଛନ୍ତି । ଯାହାକି ଏହା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ। ଏତେ କମ ବୟସରୁ ଏଭଳି କାର୍ଯ୍ୟ କରିବା ଛୋଟ ପିଲାଙ୍କ ପାଇଁ ବହୁତ କଷ୍ଟ କର ଅଟେ।
ସେହି ଛୋଟ ପିଲାଟି ପାଖରେ ବହୁତ ଟ୍ୟାଲେଣ୍ଟ ଭର୍ତ୍ତି ହୋଇ ରହିଛି । ତେବେ ସେହି ଛୋଟ ଝିଅଟିର ଏଭଳି ଷ୍ଟଣ୍ଟ ଦେଖି ତାଙ୍କ ପରିବାର ଲୋକ ମାନେ ବହୁତ ଖୁସି ହୋଇ ଯାଇଛନ୍ତି ଓ ସେ ତାଙ୍କ ପରିବାରରେ ଗର୍ବ ଓ ଗୌରବ ଆଣି ଦେଇଛି। ସେ ଏଭଳି କାର୍ଯ୍ୟ କରି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି ।
ଝିଅଟିର ପରିବାର ଲୋକଙ୍କ କହିବା କଥା ତାଙ୍କ ଝିଅ ପିଲାଟି ଦିନରୁ ବିନା କୌଣସି ସାହାଯ୍ୟରେ ପିଲର ଉପରକୁ ଚଢି ଯାଉଥିଲେ, ତେଣୁ ସେମାନେ ତାଙ୍କୁ ମନା କରୁଥିଲେ କାରଣ ତଳେ ପଡିଯିବାର ଡର ଥିଲା । କିନ୍ତୁ କୁନିଝିଅ ବାପା-ମାଁଙ୍କୁ ଲୁଚେଇ ଏସବୁ କରୁଥିଲେ ଏବଂସାନ ଭଉଣୀ ମଧ୍ୟ ତାଙ୍କ ଠାରୁ ଇନସ୍ପାୟାର ହୋଇ ସେହି କାମ କରୁଥିଲେ । ତେବେ ଝିଅଟିର ଇଚ୍ଛା ବଡ ହୋଇ ସେ ପର୍ବତଆରୋହୀ ବେହେ , ଏଥିପାଇଁ ଯଦି ତାଙ୍କୁ କିଛି ଟ୍ରେନିଂ ମିଳି ପାରିବ ତେବେ ସେ ବହୁତ ଖୁସି ହେବେ ବୋଲି କହିଛନ୍ତି ।
ସେହି ଛୋଟ ଝିଅଟିକୁ ବହୁତ ଲୋକ ମାନେ ମଧ୍ୟ ପ୍ରଶଂସା କରିଛନ୍ତି। ଆଉ ପରିବାର ଲୋକମାନେ ମଧ୍ୟ ଝିଅର ଏମିତି ଷ୍ଟର୍ଣ୍ଣ ଦେଖି ବହୁତ ଖୁସି ହୋଇଛନ୍ତି । କୁନି ଝିଅଟି ପିଲାଟି ଦିନରୁ ଟିଭିରେ ସ୍ପାଇଡରମ୍ୟାନ ଦେଖି ଏସବୁ ନିଜେ କରିପାରିବେ ବୋଲି ମନବଳ ବଢାଇଥିଲେ ଏବଂ ଆଜି ସେ ସଫଳ ହୋଇଥିବା କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।