ସବୁ ସମୟ ଖବର ସାଥିରେ

ଦେଖନ୍ତୁ viral ଭିଡ଼ିଓ -ollywod ହିରୋଇନ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀଙ୍କ ଦୀର୍ଘାୟୁ ଜୀବନ ଯାପନ ପାଇଁ ନିଜଳ ଉପବାସ କରି ପୂଜା କଲେ….

0 14

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନାଁ କିଛି ଭିଡିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେବେଳେ କିଛି ଏଭଳି ଘଟଣା ସାମ୍ନାକୁ ଆସିଥାଏ ଯାହା କୁ ଦେଖିଲେ ଖୁସି ଲାଗିଥାଏ | ତେବେ ଅନେକ ସମୟରେ ଆମେ ଅନେକ ହିରୋଇନ ମାନଙ୍କର ଭାଇରାଲ ହେଉଥିବା ଭିଡିଓ ମାନ ଦେଖିବାକୁ ପାଇଥାଉ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ବେଶ ଜଣା ଶୁଣା ଅଭିନେତ୍ରୀ, ଯାହାଙ୍କର ଅଭିନୟ ରେ ରହିଛି ଯାଦୁ, ଯାହାଙ୍କର ଜୀବନ୍ତ ଅଭିନୟ ସମସ୍ତ ଓଡ଼ିଆ ମାନଙ୍କର ହୃଦୟରର ଘର କରିଛି ଆମ ସମସ୍ତଙ୍କର ପ୍ରିୟ ବର୍ଷା ପ୍ରିୟଦର୍ଶିନୀ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ନଜର ପକାଇବା ବର୍ଷା ପ୍ରିୟଦର୍ଶିନୀ ଙ୍କର କଣ ସବୁ ଭିଡ଼ିଓ ମାନ ଭାଇରାଲ ହେଉଛି ସେ ସବୁ ଖବର ବିଷୟରେ |
ତେବେ ବର୍ଷା ଆଉ ଅନୁଭବ ଙ୍କ ଭଳି ଅଲିଉଡ ଇଣ୍ଡୋଷ୍ଟି ରେ କାମ କରୁଥିବା ହିଟ କରା ଯୋଡ଼ି ବିଷୟରେ କାହାକୁ ବା ଅଜଣା ଅଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବର୍ଷା ଆଉ ଅନୁଭବ ଖାଲି ଫ୍ଲିମ ରେ ନୁହଁ ସତରେ ସ୍ୱାମୀ ଓ ସ୍ତ୍ରୀ ଭାବରେ ସମ୍ପର୍କ ଗଢି ଉଠିଥିଲେ | ଆଉ କୌଣସି କାରଣ ରୁ ସେମାନଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥିଲା | ଆଉ ସେମାନଙ୍କ ର ବିଚ୍ଛେଦ ମଧ୍ୟ ହୋଇଯାଇଥିବା କଥା ଶୁଣିବାକୁ ମିଳଥିଲା | ତେବେ ଏଭଳି ଘଟଣା ଘଟିବା ପରେ ଦେଖିବାକୁ ମିଳିଛି ବର୍ଷା ଙ୍କର ଏକ ଭିଡ଼ିଓ | ଆଉ ଯେଉଁ ଭିଡ଼ିଓ ରେ ବର୍ଷା ପୂଜା କରିବାକୁ ଲାଗିଛଛି ମା ଙ୍କ ପାଖରେ |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ବର୍ତ୍ତମାନ ଭାଇରାଲ ହେଉଛି ବର୍ଷା ପ୍ରିୟଦର୍ଶିନୀ ଙ୍କର ଭିଡ଼ିଓ ଆଉ ଯେଉଁ ଭିଡ଼ିଓ ରେ ବର୍ଷା ସ୍ୱାମୀଙ୍କ ମଙ୍ଗଳ କାମନା କରୁଥିବାର ଦେଖିବାକୁ ମିଳିଛି | ତାହା ସହିତ ସେ ଶଙ୍ଖା ସିନ୍ଦୁର ମଧ୍ୟ ପିନ୍ଧି ମା ଙ୍କର ପୂଜା ଅର୍ଚନା କରୁଛନ୍ତି ଆଉ ସ୍ୱାମୀ ଅନୁଭବ ଙ୍କର ମଙ୍ଗଳ ଆଉ ଉନ୍ନତି ପାଇଁ ମଧ୍ୟ କାମ କରିବା ପାଇଁ ଲାଗିଛନ୍ତି ବୋଲି କୁହାଯାଉଛି | ଆଉ ଦୁଇ ଜଣଙ୍କ ର ବିଚ୍ଛେଦ ପରେ ଏଭଳି ଏକ ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କୋରେଇଛି |

ଆଉ ଯାହା ଦେଖିବାକୁ ମିଳିଛି କି ଏତେ ସବୁ ଅସୁବିଧା ଆଉ ଏତେ ସବୁ ବିବାଦ ପରେ ମଧ୍ୟ ବର୍ଷା ଙ୍କ ମନରେ ତାଙ୍କର ସ୍ୱାମୀ ଅନୁଭବ ଙ୍କ ପାଇଁକି ରହିଛି ଅଜସ୍ର ଭଲ ପାଇବା ଆଉ ଭକ୍ତି ଯାହା ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ଆଉ ଯାହାକୁ ଦେଖିବା ପରେ ଲୋକ ମାନେ ମଧ୍ୟ ବେଶ ଖୁସି ହେଉଥିବାର ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।