ସବୁ ସମୟ ଖବର ସାଥିରେ

General Knowledge -ଭାରତର ବର୍ତମାନ ରାଷ୍ଟ୍ରପତି କିଏ ? 99 % ବ୍ୟକ୍ତି ଏହାର ଉତ୍ତର ଜାଣନ୍ତିନି…

0 5

ଆପଣ ମାନେ ଜାଣିଥିବେ କି ଆମ ଭାରତରେ ଏମିତି କିଛି କଥା ରହିଛି ଯାହାକୁ ଆମକୁ ଜାଣିବାର ଆବଶ୍ୟକତା ରହିଛି, ଯାହା ଆଗକୁ ଆମକୁ ସାହାଯ୍ୟ କରିଥାଏ | ଆମ ଦେଶ ବିଦେଶ ରେ ଅନେକ ପ୍ରକାରର କଥା ଜାଣିବା ର ଅଛି | ଆଉ ଯେଉଁଠି ଓଡିଶା ବିଷୟ ଠାରୁ ଆରମ୍ଭ କରିକି ଚାରିଆଡେ ବିଭିନ୍ନ ପ୍ରକାରର କଥା ଜାଣିବା ର ଆବଶ୍ୟକତା ରହିଥାଏ ଆଜିର ଭବିଷ୍ୟତ ମାନଙ୍କ ପାଇଁକି | ଆଉ ଯାହା କୁହାଯାଉଛି କି ସେ ସବୁ ବିଷୟରେ ଆମେ ମାନେ ଜାଣିବା ର ଆବଶ୍ୟକତା ରହିଛି ଯାହା ଫଳରେ ଆମର ଆଗକୁ ବଢୁଥିବା ଜେନେରେସନ ପାଇଁ ସାହାଯ୍ୟ କରିଥାଏ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆମ ଦେଶ ଓ ଆମ ରାଜ୍ୟ ର ଜିକେ ସମ୍ବଧୀୟ କିଛି ପ୍ରଶ୍ନ ଆଉ ଉତ୍ତର ବିଷୟରେ ଆଜି ଆମେ ଆଲୋଚନା କରିବା |

ତେବେ ଆଗରୁ ବିଭିନ୍ନ ପ୍ରକାରର ବହି କୁ ପଢି ପିଲା ମାନେ ବିଭିନ୍ନ ପ୍ରକାରର ଦେଶ ଭିତରର ଓ ବାହାରର କଥା କୁ ଜାଣି ପାରିଥିଲେ ଆଉ ଜ୍ଞାନ ହାସଲ କରିପାରୁଥିଲେ | ତେବେ ବର୍ତ୍ତମାନ ଅନଲାଇନ ରେ ବିଭିନ୍ନ ପ୍ରକାରର ପ୍ରଶ୍ନ ର ଉତ୍ତର ପାଇପାରୁଛନ୍ତି ପିଲାମାନେ ଆଉ ବିଭିନ୍ନ ପ୍ରକାରର ଜିକେ ବିଷୟରେ ଜ୍ଞାନ ମଧ୍ୟ ପାଇପାରୁଛନ୍ତି | ତାହେଲେ ଆସନ୍ତୁ କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା |


ପ୍ରଶ୍ନ -1:-ବର୍ତ୍ତମାନ ଓଡିଶା ର ମୁଖ୍ୟମନ୍ତ୍ରୀ କିଏ?
ଉତ୍ତର :-ନବୀନ ପଟନାୟକ

ପ୍ରଶ୍ନ -2:-ବର୍ତ୍ତମାନ ଓଡ଼ିଶାର ଉଚ୍ଚ ନ୍ୟାୟ ଳୟ ର ବିଚାରପତି କିଏ?
ଉତ୍ତର :-ଡ଼. ଏସ ମୁରଲୀଧର

ପ୍ରଶ୍ନ -3:-ବର୍ତ୍ତମାନ ଓଡିଶା ବିଧାନସଭା ର ବାଚସ୍ପତି କିଏ?
ଉତ୍ତର :-ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

ପ୍ରଶ୍ନ -4:-ବର୍ତ୍ତମାନ ଓଡିଶା ର ଅର୍ଥମନ୍ତ୍ରୀ କିଏ
ଉତ୍ତର :- ଶ୍ରୀ ନିରଞ୍ଜନ ପୂଜାରୀ

ପ୍ରଶ୍ନ -5:-ବର୍ତ୍ତମାନ ଓଡିଶା ର ଶିକ୍ଷା ମନ୍ତ୍ରୀ କିଏ
ଉତ୍ତର :- ସୌମ୍ୟ ରଞ୍ଜନ ଦାସ

ପ୍ରଶ୍ନ -6:-ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ
ଉତ୍ତର :- ଦ୍ରୌପଦୀ ମୁର୍ମୁ
ପ୍ରଶ୍ନ -7: ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ କିଏ ଅଛନ୍ତି?

ଉତ୍ତର :-ନରେନ୍ଦ୍ର ମୋଦି

ପ୍ରଶ୍ନ -8: ବର୍ତ୍ତମାନ ଭାରତର ସୋର୍ବୋଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାର ପତି କିଏ?
ଉତ୍ତର :-ଶ୍ରୀ ଏମ ଭି ରାମନା
ପ୍ରଶ୍ନ -9:-ବର୍ତ୍ତମାନ ଭାରତର ମୁଖ୍ୟ ନିର୍ବାଚନ ଆଯୁକ୍ତା କିଏ?
ଉତ୍ତର :- ଶ୍ରୀ ସୁଶୀଲ ଚନ୍ଦ୍ରା
ପ୍ରଶ୍ନ -10:-ଭାରତର ବର୍ତ୍ତମାନ ଶିକ୍ଷା ମନ୍ତ୍ରୀ କିଏ
ଉତ୍ତର :- ଧର୍ମେନ୍ଦ୍ର ପ୍ରଧାନ
ପ୍ରଶ୍ନ -11:-ବର୍ତ୍ତମାନ ଭାରତର ସୁରକ୍ଷା ପ୍ରଦର୍ଶନ ଦାତା କିଏ?
ଉତ୍ତର :-ଶ୍ରୀ ଅଜିତ ଡବାଲ
ତେବେ ଏହା ଥିଲା Gk ସମ୍ବଧୀୟ କେତେକ ପ୍ରଶ୍ନ ଆଉ ଉତ୍ତର ଯାହା ବିଷୟରେ ଜାଣି ରଖିଲେ ତାହା ଆମ ଜୀବନରେ ବହୁତ ଆଗକୁ ଯିବାରେ ସାହାଯ୍ୟ କରିଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।