ସବୁ ସମୟ ଖବର ସାଥିରେ

Intresting GK Question – ଭାରତର ଜାତୀୟ ଖେଳ କଣ ?

0 84

ତେବେ ଆମ ଓଡ଼ିଶାରେ ଅନେକ କଳା ଆଉ ସଂସ୍କୃତି ରେ ପରିପୂର୍ଣ୍ଣ ହୋଇକି ରହିଛି|ଆଉ ଯାହାକୁ ଆମେ gk ବା ସାଧାରଣ ଜ୍ଞାନ ବୋଲି କହିଥାଉ, ତେଣୁ ଏହି gk ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ବେଶ ଆଗ୍ରହ ମଧ୍ୟ ଥାଏ | କାରଣ ଆମର ଜ୍ଞାନ କୁ ବୃଦ୍ଧି କରିବାରେ ସେହି ଭଳି କିଛି gk ସମ୍ବଧୀୟ ପ୍ରଶ୍ନ ଉତ୍ତର ଗୁଡିକ ଆମକୁ ଆମର ଜୀବନରେ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଥାଏ | ତାହା ସହିତ ଆମର ଜ୍ଞାନ କୁ ଅଭିବୁଦ୍ଧି କରାଇବା ସହିତ ଆମକୁ ଆମର ଦେଶ ଓ ଦେଶ ବାହାର ବିଷୟରେ ବିଭିନ୍ନ କଥା ଜାଣିବାରେ ମଧ୍ୟ ସାହାଯ୍ୟ କରିଥାଏ | ତାହେଲେ ଆଜି ଆମେ ଯାହା ବିଷୟରେ ଆଲୋଚନା କରିବାକୁ ଯାଉଛେ ତାହା ହେଉଛି ଜାତୀୟ ସ୍ତରୀୟ କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ଯାହା ଆମକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିଥାଏ |ତାହେଲେ ଆସନ୍ତୁ ସେହିଭଳି କିଛି gk ବିଷୟରେ ଆଲୋଚନା କରିବା |

ପ୍ରଶ୍ନ 1:-ଭାରତର ଜାତୀୟ ନଦୀର ନାମ କଣ?

ଉତ୍ତର :-ଗଙ୍ଗା ନଦୀ

ପ୍ରଶ୍ନ 2:-ଭାରତର ଜାତୀୟ ଗୀତ ର ନାମ କଣ?
ଉତ୍ତର :-ବନ୍ଦେ ମାତରମ

ପ୍ରଶ୍ନ 3:-ଭାରତର ଜାତୀୟ ଜୀବିକା କଣ?
ଉତ୍ତର :-କୃଷି

ପ୍ରଶ୍ନ 4:-ଭାରତର ଜାତୀୟ ନୀତି କଣ ରହିଛି?
ଉତ୍ତର :-ଅହିଂସା

ପ୍ରଶ୍ନ 5:-ଭାରତର ଜାତୀୟ ପୋଷାକ କଣ?
ଉତ୍ତର :-ଖଦଡ଼

ପ୍ରଶ୍ନ 6:-ଭାରତର ଜାତୀୟ ଉପାଧି କଣ?
ଉତ୍ତର :- ଭାରତ ରତ୍ନ

ପ୍ରଶ୍ନ 7:-ଭାରତର ଜାତୀୟ ପକ୍ଷୀ ର ନାମ କଣ?
ଉତ୍ତର :-ମୟୁର

ପ୍ରଶ୍ନ 8:-ଭାରତର ଜାତୀୟ ପଶୁ କିଏ?
ଉତ୍ତର :-ବାଘ

ପ୍ରଶ୍ନ 9:-ଭାରତର ଜାତୀୟ ପତାକା ର ନାମ କଣ ରହିଛି?
ଉତ୍ତର :-ତ୍ରିରଙ୍ଗା ପତାକା

ପ୍ରଶ୍ନ 10:-ଭାରତର ଜାତୀୟ ଖେଳ କଣ?
ଉତ୍ତର :-ହକି

ପ୍ରଶ୍ନ 11:-ଭାରତର ଜାତୀୟ ପୁଷ୍ପ ର ନାମ କଣ ରହିଛି?
ଉତ୍ତର :-ପଦ୍ମ

ପ୍ରଶ୍ନ -12:-ଭାରତର ଜାତୀୟ ନେତା କିଏ?
ଉତ୍ତର :-ମହାତ୍ମା ଗାନ୍ଧୀ

ପ୍ରଶ୍ନ -13:- ଭାରତର ଜାତୀୟ ମୁଦ୍ରା ର ନାମ କଣ?
ଉତ୍ତର :-ଇଣ୍ଡିଆନ ରୂପି

ପ୍ରଶ୍ନ -14:-ଭାରତର ଜାତୀୟ ସରୀସୃପ ର ନାମ କଣ ରହିଛି?
ଉତ୍ତର :-ଅହିରାଜ

ପ୍ରଶ୍ନ -15:-ଭାରତର ଜାତୀୟ ସଂକେତ ର ନାମ କଣ?
ଉତ୍ତର :- ଅଶୋକ ସ୍ତମ୍ଭ

ପ୍ରଶ୍ନ -16:-ଭାରତର ଜାତୀୟ ପରିବାର ନାମ କଣ?
ଉତ୍ତର :-କଖାରୁ

ପ୍ରଶ୍ନ -17:-ଭାରତର ଜାତୀୟ ବାକ୍ୟ ର ନାମ କଣ?
ଉତ୍ତର :- ସତ୍ୟ ମେବ ଜୟତେ

ପ୍ରଶ୍ନ -18:-ଭାରତର ଜାତୀୟ ଅସ୍ତ୍ର ର ନାମ କଣ?
ଉତ୍ତର :- ତରବାରି

ତେବେ ଏହା ଥିଲା ଆମ ଓଡ଼ିଶାରେ ପ୍ରଚଳିତ ଥିବା ତଥା ଆମ ଭାରତରେ ଜାଣିବାକୁ ଥିବା କେତେକ ଜାତୀୟ ସମ୍ବଧୀୟ ପ୍ରଶ୍ନ ଯାହା ଆମ ସାଧାରଣ ଜ୍ଞାନ କୁ ବଢ଼ାଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।