ସବୁ ସମୟ ଖବର ସାଥିରେ

Intresting GK Question – ଭାରତରେ ସୂର୍ଯ୍ୟଙ୍କ ପହିଲି କିରଣ ସର୍ବ ପ୍ରଥମେ କେଉଁ ରାଜ୍ୟରେ ପଡିଥାଏ ? 99% ଉତ୍ତର ଦେବାରେ ଫେଲ

0 32

ବନ୍ଧୁଗଣ ଆପଣ ସମସ୍ତେ ଜାଣିଥିବେ ନିଶ୍ଚିତ ବର୍ତମାନ ପ୍ରଶାସନିକ କ୍ଷେତ୍ରରେ ବହୁତ ପିଲା ଚାକିରୀ କରିବା ପାଇଁ ବହୁତ କଷ୍ଟ କରି ପାଠ ପଢୁଛନ୍ତି |ମାତ୍ର ଯେତେ କଷ୍ଟ କରି ଦିନ ରାତି ପାଠ ପଢିଲେ ମଧ୍ୟ୍ୟ ସେମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚି ପାରୁନାହାନ୍ତି, ନିଜର ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ହେଲେ ସେମାନଂକୁ 🥳ଦିନ ରାତି ବହୁତ ପରିଶ୍ରମ କରି ନିଜ ମନକୁ ସ୍ଥିର ରଖି ପାଠ ପଢିବାକୁ 🥳ହେବ |ମୁଁ ଆଜି ଆପଣକୁ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ବିଭିନ୍ନ ପ୍ରଶ୍ନ ବିଷୟରେ କହିବି, ଯାହାକି ଆପଣ ଜାଣିଲେ କିମ୍ବା ପଢିଲେ ଆପଣକୁ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ବହୁତ ସହଜ ହୋଇଥାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ପରି କିଛି ପ୍ରଶ୍ନ ଗୁଡିକ ବିଷୟରେ ଜାଣିବା |

1-ଭାରତରେ ସୂର୍ଯ୍ୟଙ୍କ ପହିଲି କିରଣ ସର୍ବ ପ୍ରଥମେ କେଉଁ ରାଜ୍ୟରେ ପଡିଥାଏ ?
ଉତ୍ତର :-ଅରୁଣାଚଳ ପ୍ରଦେଶ

2-ଭଗବାନ ବୁଦ୍ଧଙ୍କୁ କେଉଁ ଠାରେ ଜ୍ଞାନ ପ୍ରାପ୍ତି ହେଉଥିଲା ?
ଉତ୍ତର :-ବୁଦ୍ଧ ଗୟା

3-ଭାରତରେ କେଉଁ ରାଜ୍ୟରେ ସର୍ବାଧିକ ଅଂଚଳରେ ଅରଣ୍ୟ ରହିଛି ?
ଉତ୍ତର :-ଅରୁଣା ଚଳ ପ୍ରଦେଶ

4-କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର :-ଆସାମ

5-ଜବହାର ସାଗର ବନ୍ଧ ଓ ଡ୍ୟାମ କେଉଁ ନଦୀ ଉପରେ ଅବସ୍ତିତ?
ଉତ୍ତର :-ଚମ୍ବଲ ନଦୀ

6-ନାସିକର କେଉଁ ନଦୀ କୂଳରେ କୁମ୍ଭ ମେଳା ଅନୁଷ୍ଠିତ ହୁଏ ?
ଉତ୍ତର :-ଗୋଦାବରୀ ନଦୀ

7-ଭୌଗଳିକ ଦୃଷ୍ଟି କୋଣରୁ ଭାରତରେ ପ୍ରାଚୀନ ତମ ପର୍ବତ ଶୃଙ୍ଖଳ କିଏ ଅଟେ?
ଉତ୍ତର :-ଆରବଳୀ ପର୍ବତ ଶୃଙ୍ଖଳ

8-2019 ମସିହା ଫେବୃଆରୀ 14ତାରିଖ ଦିନ କାଶ୍ମୀର କେଉଁ ସ୍ଥାନରେ ସନ୍ତ୍ରଶବାଦୀ ଭାରତୀୟ ସେନାକୁ ଆକ୍ରମଣ କରିଥିଲେ?
ଉତ୍ତର :-ପୁଲୁୱାମ

9-କିଏ ଦକ୍ଷିଣ ଆଫ୍ରିକା ସଂଖ୍ୟା ଲଘୁ ଗୋରା ଶାସକଙ୍କର ବର୍ଣ୍ଣ ବୈଷ୍ଣବ ନୀତି ବିରୋଧରେ ସ୍ୱର ଉତ୍ତାଳନ କରିଥିଲେ ?
ଉତ୍ତର :-ଭାରତ

10-କେଉଁ ଠାରେ ରୁଷିଆ ସହଯୋଗରେ ତୈଳ ବିଶୋଧନାଗାର ନିର୍ମାଣ କରା ଯାଇଥିଲା ?
ଉତ୍ତର :-ବରଉନି

11-“ଆପକା ବ୍ୟାଙ୍କ, ଅପକା ଦ୍ଵାରା “ଏହା କେଉଁ ବ୍ୟାଙ୍କର ଟ୍ୟାଗ ଲାଇନ ?
ଉତ୍ତର :-ଆଇ. ପି. ପି. ବି

12-ଦର ନିମନ୍ତ୍ରଣ ପାଇଁ କେଉଁ ମୁଦ୍ରା ପ୍ରଚଳନକୁ ସଂକୁଚିତ କରିଥାଏ ?
ଉତ୍ତର :-ଭାରତୀୟ ରିଜର୍ଭ ବ୍ୟାଙ୍କ

13-ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡର କେତେ ପ୍ରତିଶତ ଲୋକ ତମାଖୁ ସେବନ କରିଥାନ୍ତି?
ଉତ୍ତର :-40%

14-ସ୍ୱଚ୍ଛ ସର୍ବେକ୍ଷଣ 2018 ରିପୋର୍ଟ ଅନୁସାରେ କେଉଁ ସହରକୁ ଏ ବର୍ଷବି ସ୍ୱଚ୍ଛ ସହରର ମାନ୍ୟତା ମିଳିଛି ?
ଉତ୍ତର :-ଇନ୍ଦୋର

15-କେଉଁ ଦେଶରେ ପୋଲିଓ ର ପ୍ରକୋପରେ ଏମାରଜେନସି ଲାଗୁ କରାଯାଇଥିଲା ?
ଉତ୍ତର :-ପାପୁଅ ନିଉ ଗୁଇନିଆ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।