ସବୁ ସମୟ ଖବର ସାଥିରେ

Gk Question – ଭାରତର କେଉଁ ରାଜ୍ୟରେ ଗରିବ ଲୋକଙ୍କ ସଂଖ୍ୟା ସର୍ବାଧିକ ? ଏହାର ଉତ୍ତର ୯୯% ଲୋକ ଜାଣନ୍ତିନି…

0 36

କୁହାଯାଏ ମଣିଷର ସାଧାରଣ ଜ୍ଞାନ ହେଉଛି ସବୁଠାରୁ ବଡ଼ ନିଜର | ଯାହାର ନିଜର ରାଜ୍ୟ ତଥା ଦେଶ ବିଷୟରେ ଜ୍ଞାନ ଥିବ ଆଉ ଅନେକ କଥା ଜାଣିଥିବ ତାହାର ଜ୍ଞାନ ଅଧିକ ହୋଇଥାଏ ଓ ବୁଦ୍ଧିର ବିକାଶ ର ମାତ୍ର ମଧ୍ୟ ସେମାନଙ୍କର ଅଧିକ ଥାଏ ବୋଲି କୁହାଯାଉଛି | ତେବେ ଆଜି ଆମେ ଆମ ଭାରତରେ ତଥା ଆମ ଓଡିଶା ବିଷୟରେ ଜାଣିବାକୁ ଥିବା କେତେକ ସୋସିଆଲ ସାଇନ୍ସ ବିଷୟରେ ପ୍ରଶ୍ନ ଉତ୍ତର | ଯାହା ବିଷୟରେ ଜାଣିବା ଯୋଗୁ ଆମେ ଦେଶ ବିଦେଶରେ ଅନେକ କଥା ଜାଣି ପାରିଥାଉ ଓ ଆମର ଜ୍ଞାନ ର ବିକାଶ ମଧ୍ୟ ହୋଇଥାଏ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ସେହି ଭଳି କେତେକ ପ୍ରଶ୍ନ ଉତ୍ତର ବିଷୟରେ ଆଜି ଆମେ ଆଲୋଚନା କରିବା ଯାହା ଆମର ଜ୍ଞାନ ର ବିକାଶ କରିଥାଏ |

ପ୍ରଶ୍ନ 1:-କୃଷି ର ଉନ୍ନତି ପାଇଁ ଜାତୀୟ ସ୍ତରରେ କେଉଁ ବ୍ୟାଙ୍କ କାମ କରୁଛି?

ଉତ୍ତର :-ନାବାଡ଼

ପ୍ରଶ୍ନ 2:- 1946 ମସିହାରେ ଭାରତରେ କେତୋଟି ପ୍ରଦେଶ ଥିଲା?
ଉତ୍ତର :-11 ଟି

ପ୍ରଶ୍ନ 3:-କେବେ ଓଡିଶା ରେ ପ୍ରଥମ କରି ରେଳଗାଡି ଚଳାଚଳ ହେଲା?
ଉତ୍ତର :-1897

ପ୍ରଶ୍ନ 4:-ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କେବେ ମାନବ ବୋମା ରେ ନିଜର ପ୍ରାଣ ହରାଇଥିଲେ?
ଉତ୍ତର :-1991

ପ୍ରଶ୍ନ 5:-ମୋରାଜିଦେସାୟୀ ଙ୍କ ମନ୍ତ୍ରୀ ମଣ୍ଡଳରେ କିଏ ବୌଦେଶିକ ମନ୍ତ୍ରୀ ଥିଲେ?
ଉତ୍ତର :-ଅଟଳ ବିହାରୀ ବାଜପେୟୀ

ପ୍ରଶ୍ନ 6:-କେଉଁ ରାଜ୍ୟ କୁ ଏକ ସ୍ୱତନ୍ତ୍ର ରାଜ୍ୟ ର ମାନ୍ୟତା ଦିଆଯାଇଛି?
ଉତ୍ତର :-ଦିଲ୍ଲୀ

ପ୍ରଶ୍ନ 7:-ବହୁରାଷ୍ଟ୍ରୀୟ କମ୍ପାନୀ ମାନେ ଚୀନ ରେ ତାଙ୍କର ଜିନିଷ ଉତ୍ପାଦନ କରିବା ର କାରଣ କଣ?
ଉତ୍ତର :-ଚୀନ ରେ ବୌଦେଶିକ ଜ୍ଞାନ କୌସଳ ଉନ୍ନତ

ପ୍ରଶ୍ନ 8:-ଆମ ରାଜ୍ୟ ର ଖାଉଟି କମିଶନ ଙ୍କ କାର୍ଯ୍ୟାଳୟ କେଉଠାରେ ଅଛି?
ଉତ୍ତର:-ବ୍ରହ୍ମପୁର

ପ୍ରଶ୍ନ 9:-ଶିକ୍ଷାଗତ ଯୋଗ୍ୟତା ଥାଇ କର୍ମ ନିଯୁକ୍ତି ଅଭାବରୁ କେଉଁ ପ୍ରକାର ବେକାରୀ ସୃଷ୍ଟି ହୁଅନ୍ତି?
ଉତ୍ତର :-ପ୍ରବୀଧିକ ବେକାରୀ

ପ୍ରଶ୍ନ 10:-ଭାରତର କେଉଁ ରାଜ୍ୟ ରେ ଗରିବୀ ସଂଖ୍ୟା ଅଧିକ?
ଉତ୍ତର :-ଉତ୍ତରପ୍ରଦେଶ

ପ୍ରଶ୍ନ 11:-ରବର ଚାଷ କେଉଁ ଅଞ୍ଚଳରେ ଅଧିକ ପରିମାଣରେ ଦେଖା ଯାଇଥାଏ?
ଉତ୍ତର :-ବିଷୁବ ମଣ୍ଡଳ ଅଞ୍ଚଳରେ

ପ୍ରଶ୍ନ -12:-କେଉଁ ପ୍ରକ୍ରିୟା ଦ୍ୱାରା ଜଳ ନିୟନ୍ତ୍ରଣ,ନବୀକରଣ ଓ ଭରଣ ହୋଇ ପାରିବ?
ଉତ୍ତର :-ଜଳଚକ୍ର

ପ୍ରଶ୍ନ -13:-ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପାଇଁ ପ୍ରସ୍ତାପ କେଉଁଠାରେ ଗୃହୀତ ହୋଇଥିଲା?
ଉତ୍ତର :-ଲାହୋର

ତେବେ ଏହା ଥିଲା ଆମର ଓଡିଶା ସମେତ ଭାରତରେ ପ୍ରଚଳିତ ଥିଲା ସୋସିଆଲ ସାଇନ୍ସ ବିଷୟରେ କିଛି ପ୍ରଶ୍ନ ଉତ୍ତର ଯାହା ଆମ ସାଧାରଣ ଜ୍ଞାନ କୁ ବଢ଼ାଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।