ସବୁ ସମୟ ଖବର ସାଥିରେ

Odia Gk MCQ Part – 12 | ଭାରତର ଜାତୀୟ ପରିବା ର ନାମ କଣ ? ୯୯% ଲୋକ ଉତ୍ତର ଦେବାରେ ଫେଲ

0 9

ଦର୍ଶକ ବନ୍ଧୁ ଆଜିକାଲି ସମୟରେ ଛାତ୍ରଛାତ୍ରୀ ବା ଯୁବ ପିଢ଼ି ମାନଙ୍କ ଠାରେ କେବଳ ପୁସ୍ତକଗତ ଜ୍ଞାନ ରହିଛି ଯାହା ଆଜିର ସମୟରେ ଗୁରୁତ୍ୱ ଥିଲେ ବି ତାହା କୌଣସି ଚାକିରୀ କ୍ଷେତ୍ର ରେ କାମ ଦେଉନାହିଁ | ତେବେ ପୁସ୍ତକ ଗତ ଜ୍ଞାନ ପାଇଁ ଆଜିର ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଭଲ ନମ୍ବର ରଖୁଥିବା ବେଳେ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛି | ହେଲେ କୌଣସି ଚାକିରୀ କ୍ଷେତ୍ରରେ ହେଉଥିବା ଇଣ୍ଟର୍ଭିୟୁରେ ସେମାନେ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଯାହା ଦ୍ୱାରା ସେମାନେ ବିଫଳ ହେଉଛନ୍ତି | ତେବେ ଏହି ବିଫଳ ହେବାର ଏକ ମାତ୍ର କାରଣ ହେଉଛି ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି | ତେଣୁ ଆଜିକାଲିର ଦୁନିଆରେ ନିଜକୁ ପ୍ରମାଣ କରିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ମଧ୍ୟ ଆବଶ୍ୟକ |

ତାହାଲେ ଆସନ୍ତୁ ବନ୍ଧୁ ଗଣ ପରୀକ୍ଷା ରେ ପଡୁଥିବା କିଛି ଏମିତି ଜି. କେ ପ୍ରଶ୍ନ ଉତ୍ତର କଥା ଆମେ ଆପଣଙ୍କୁ କହିବୁ ଯାହା ଆପଣଙ୍କର ଜାଣିବା ନିହାତି ଆବଶ୍ୟକ ସେହି ସବୁ ସାଧାରଣ ଜ୍ଞାନ ବା ଜି. କେ. ର ପ୍ରଶ୍ନ ଉତ୍ତର ବିଷୟରେ ଆଲୋଚନା କରିବା |

ପ୍ରଶ୍ନ 1:- ଭାରତର ଜାତୀୟ ପରିବାର ର ନାମ କଣ ?
ଉତ୍ତର : ଆଳୁ

ପ୍ରଶ୍ନ 2:- ଓସ୍କାର ପୁରସ୍କାର କେଉଁ କ୍ଷେତ୍ର ପାଇଁ ଦିଆଯାଏ ?
ଉତ୍ତର: ସିନେମା |

ପ୍ରଶ୍ନ 3:- “ଗୀତ ଗୋବିନ୍ଦ ପୁସ୍ତକର ଲେଖକ କିଏ ?
ଉତ୍ତର: ଜୟଦେବ |

ପ୍ରଶ୍ନ 4:- କେଉଁ ଦେଶ ଉଡ଼ାଜାହାଜ ଆବିଷ୍କାର କରିଥିଲା ?
ଉତ୍ତର: ଆମେରିକା |

ପ୍ରଶ୍ନ 5:- ଓଡିଶାର ପ୍ରଥମ ଫ୍ଲିମର ନାମ କଣ ?
ଉତ୍ତର: ସୀତା ବିବାହ |

ପ୍ରଶ୍ନ 6:- ଓଡିଶାର ପ୍ରଥମ ରଙ୍ଗୀନ ଫ୍ଲିମର ନାମ କଣ ?
ଉତ୍ତର: ଗପ ହେଲେ ବି ସତ |

ପ୍ରଶ୍ନ 7:- ମନୁଷ୍ୟ ଶରୀରର ସବୁଠାରୁ ଛୋଟ ହାଡ କେଉଁଠି ଅଛି ?
ଉତ୍ତର: କାନ |

ପ୍ରଶ୍ନ 8:- “ତାଜମହଲ ” ରେ ସମୁଦାୟ କେତେଟି ରୁମ ଅଛି ?
ଉତ୍ତର-120 |

ପ୍ରଶ୍ନ 9ପ୍ରଶ୍ନ:- କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳେ ?
ଉତ୍ତର: ଅଷ୍ଟ୍ରେଲିଆ |

ପ୍ରଶ୍ନ 10 :-” ମାଉଣ୍ଟ ଏଭେରେଷ୍ଟ” ଉପରକୁ ଦୁଇ ଥର ଚଡିଥିବା ପ୍ରଥମ ମହିଳା ଜଣଙ୍କ ନାମ କଣ ?
ଉତ୍ତର: ସନ୍ତୋଷ ଯାଦବ |

ପ୍ରଶ୍ନ 11:-ଭାରତର ଜାତୀୟ ଖେଳ କଣ?
ଉତ୍ତର :-ହକି

ପ୍ରଶ୍ନ 12:-ଭାରତର ଜାତୀୟ ପୁଷ୍ପ ର ନାମ କଣ ରହିଛି?
ଉତ୍ତର :-ପଦ୍ମ

ପ୍ରଶ୍ନ 13:-ଭାରତର ଜାତୀୟ ନଦୀର ନାମ କଣ?
ଉତ୍ତର :-ଗଙ୍ଗା ନଦୀ

ତେବେ ଏହା ଥିଲା ଆମ ଭାରତରେ ପ୍ରଚଳିତ ଥିବା ଜି. କେ ସମ୍ବଧୀୟ କେତେକ ପ୍ରଶ୍ନ ଯାହା ଆମର ସାଧାରଣ ଜ୍ଞାନ କୁ ବଢ଼ାଇବାରେ ସାହାଯ୍ୟ କରିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।