ସବୁ ସମୟ ଖବର ସାଥିରେ

ଭାଇର ଆସିବା ବାଟକୁ ଅନେଇ ବସିଛି କୁନି ଭଉଣୀ, ଆଉ ଶେଷରେ ତାର ଭାଇ କୁ ପାଇଁ କୁଣ୍ଢାଇ ପକାଇଛି ,ଆଉ ତାପରେ ଘଟିଲା ….ଦେଖନ୍ତୁ ଏହି viral ଭିଡ଼ିଓ

0 13

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ପ୍ରତେକ ଦିନ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିଵାର ତ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓଟିର ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ | ଆଉ ଭଉଣୀ ପ୍ରତି ଥିବା ଭାଇର ଭଲ ପାଇବା ଓ ଭାଇ ପ୍ରତି ଥିବା ଭଉଣୀ ର ଭଲ ପାଇବା କୁ ପ୍ରସଂଶା ନ କରିକି ରହିପାରିବେ ନାହିଁ | ତେବେ ସେମିଟୁ ଏକ ଭିଡ଼ିଓ ଟି ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆରେ | ଆଉ ଯେଉଁଠି ଭାଇ ର ଆସିବା ବାଟକୁ ଅନେଇ ବସିଛି ଭଉଣୀ ଆଉ ରାସ୍ତା ଉପରେ ଭାଇ ର ସ୍କୁଲ ଗାଡି କୁ ଅପେକ୍ଷା କରିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ଉପରେ ଟିକିଏ ନଜର ପକାଇବା |
ତେବେ ଆମେ ଜାଣିଛୁ ସଂସାରରେ ଭାଇ ଆଉ ଭଉଣୀ ଙ୍କ ମଧ୍ୟରେ ଥିବା ସ୍ନେହ ଓ ପବିତ୍ର ସମ୍ପର୍କ ଭଳି ଆଉ କିଛି ନାହିଁ | ତେବେ କୁହାଯାଏ କି ଭଉଣୀ ହେଉଛି ଭାଇ ର ଅତି ଗେଲ୍ହା | ଆଉ ଭାଇ ଆଉ ଭଉଣୀ ଦୁଇ ଜଣ ଦୁଇଜଣଙ୍କର ବହୁତ ଭଲ ସାଙ୍ଗ ମଧ୍ୟ ହୋଇଥାନ୍ତି | ଆଉ ଯିଏ କି ସୁଖରେ ଦୁଃଖରେ ଓ ଭଲରେ ମନ୍ଦ ରେ ସବୁ କାମରେ ସାହାଯ୍ୟ କରିଥାନ୍ତି ପରସ୍ପର ପରସ୍ପର ଙ୍କୁ | ଆଉ ଏହି ଭଲ ପାଇବା ହିଁ ସେମାନଙ୍କର ସମ୍ପର୍କ କୁ ଆହୁରି ସୁଦୃଢ କରି ଦେଉଥାଏ |

ଆଉ ସେହି ପାଇଁ ତ ପ୍ରତି ବର୍ଷ ଭାଇ ହାତରେ ଭଉଣୀ ଟିଏ ରାକ୍ଷୀ ବାନ୍ଧିଥାଏ , ସେମାନଙ୍କର ବନ୍ଧନ କୁ ଦୃଢ଼ କରିବା ସହିତ ସମସ୍ତ ପ୍ରକାରର ବିପଦ ରୁ ଭାଇ ଭଉଣୀ ଙ୍କୁ ରକ୍ଷା କରିଦେଇଥାଏ | ତାହେଲେ ସେହିଭଳି ଏକ ଭଲ ପାଇବା ର ସମ୍ପର୍କ ଏହି ଭିଡିଓତିରେ ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖା ଯାଉଛି କି ଭାଇ ଟି ଯାଇଛି ପାଠ ପଢିବା ପାଇଁ | ଆଉ ପାଠ ପଢିବା ପାଇଁ ଗଲା ପରେ କୁନି ଭଉଣୀ ଟି ତାର ଭାଇ କୁ ମିସ କରୁଛି | ଆଉ ରାସ୍ତା ପାଖକୁ ଦୌଡ଼ି ଆସିଛି କେତେବେଳେ ତାର ଭାଇ ଆସିବ | ଆଉ ଦୁଇଜଣ ମିଶିକି ଖେଳ ଖେଳିବେ |

ଆଉ ଚାହୁଁ ଚାହୁଁ ଯେତେବେଳେ ବସ ଟି ଆସିକି ଭଉଣୀ ଆଗରେ ଛିଡା ହେଉଛି ଆଉ ବସ ଭିତରୁ ଭାଇ ଅଲ୍ହାଇ ଆସୁଛି ସେତେବେଳେ କୁନି ଭଉଣୀ ଟି ଭାଇ ପାଖକୁ ଦୌଡ଼ି ଯାଉଛି | ଆଉ ଗଲା ପରେ ସେଠାରେ ତାର ଭାଇ କି କୁଣ୍ଢାଇ ଧରୁଛି | ଆଉ କେତେ କଥା କହିଯାଉଛି | ସତରେ ସେହି ଭଲ ପାଇବା ର ଦୃଶ୍ୟ ଭାଇ ଆଉ ଭଉଣୀ ଙ୍କର ଯିଏ ବି ଦେଖିବ ଖୁସି ହେଇଯିବ | ଆଉ ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । |