
Jyotish Shastra : ଭଗବାନ ଶିବଙ୍କ ପ୍ରିୟ ହୋଇଥାନ୍ତି ଏହି 6ଟି ନାମର ଲୋକ …କଣ ଆପଣଙ୍କ ନାମ ଅଛି କି ?
ହଁ ଦର୍ଶକ ବନ୍ଧୁ କେତେଗୁଡିଏ ନାମ ଏମତି ଅଛି ଯାହା ପ୍ରଭୁ ଭଳା ନାଥ ଙ୍କୁ ବହୁତ ଭଲ ଲାଗିଥାଏ ଓ ସେଥିପାଇଁ ତାଙ୍କର ଆଶୀର୍ବାଦ ସବୁବେଳେ ଏହି ନାମ ମାନ ଙ୍କରେ ଥିବା ବ୍ୟକ୍ତି ଉପରେ ରହିଥାଏ ତାହାଲେ ଆସନ୍ତୁ ସେଇ 6 ଟି ନାମ ର ବ୍ୟକ୍ତି ବିଷୟରେ କିଛି ଜାଣିବା ସହିତ ଭଗବାନ ଶିବ ଙ୍କ କେମିତି ପ୍ରିୟ ଏହି ବ୍ୟକ୍ତି ମାନେ ସେ ବିଷୟରେ ମଧ୍ୟ ଜାଣିବା,
(1) ରେ A ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶିବ ଙ୍କର ଆଶୀର୍ବାଦ ସବୁବେଳେ ରହିଥାଏ ଏମାନେ ଯେଉଁ କାର୍ଯ୍ୟ କରିଥାନ୍ତି ସେମାନଙ୍କୁ ଭଗବାନ ଶିବ ଙ୍କ ଆଶୀର୍ବାଦ ରୁ ତାହା ସଫଳ ହେଇଥାଏ
(2) ରେ C ଅକ୍ଷର ରେ ରହିଥିବା ବ୍ୟକ୍ତି ମାନେ ଏମାନଙ୍କ ପ୍ରଭୁ ଶିବ ଙ୍କର ଆଶୀର୍ବାଦ ସଦାସର୍ବଦା ରହିଥାଏ ଏମାନେ ସଦାସର୍ବଦା ପର ର ହିତ ପାଇଁ କାର୍ଯ୍ୟ କରିଥାନ୍ତି ସେଥିପାଇଁ ପ୍ରଭୁ ଶିବ ଏମାନଙ୍କ ଉପରେ ନିଜର କୃପା ଦୃଷ୍ଟି ରଖିଥାନ୍ତି |
(3) ରେ J ଏହି ଅକ୍ଷର ରେ ଥିବା ବ୍ୟକ୍ତି ବିଶେଷ ଙ୍କ ଉପରେ ପ୍ରଭୁ ଭଳା ନାଥ ଙ୍କର କୃପା ଦୃଷ୍ଟି ରହିଥାଏ ଏମାନେ ଯେଉଁ କାର୍ଯ୍ୟ କରିଥାନ୍ତି ତାହା ତାହା ସଫଳ ହେବା ସହିତ, ସମାଜ ର ହିତ ପାଇଁ ମଧ୍ଯ କାର୍ଯ୍ୟ କାରୀ ହେଇଥାଏ |
(4) P ଅକ୍ଷର ରେ ଥିବା ବ୍ୟକ୍ତି ମାନଙ୍କୁ ଭଗବାନ ଶିବଙ୍କ ଆଶୀର୍ବାଦ ଟିକେ ଅଧିକ ରହିଥାଏ ଓ ଏମାନଙ୍କୁ ପ୍ରଭୁ ଶିବ ଙ୍କ ଆଶୀର୍ବାଦ ରୁ ସହଜରେ ସଫଳ ମିଳିଥାଏ |
(5) V ଅକ୍ଷର ଥିବା ବ୍ୟକ୍ତି ପାଖରେ ଶିବଙ୍କ ଆଶୀର୍ବାଦ ରହିଥାଏ ଆମେ ଶୀଘ୍ର ନିଜର ଇଚ୍ଛା ପୂରଣ କରିଥାନ୍ତି ଓ ଅନ୍ୟ ମାନଙ୍କୁ ସାହାଯ୍ୟ କରିଥାନ୍ତି, ସେଥିପାଇଁ ଭଗବାନ ଶିବ ଙ୍କ ଆଶୀର୍ବାଦ ଏହି ଅକ୍ଷର ଉପରେ ରହିଥାଏ |
(6) S ଏହି ଅକ୍ଷର ପ୍ରଭୁ ଭଳା ନାଥ ଙ୍କର ଅତି ପ୍ରିୟ ହେଇଥାଏ ଯାହା ଫଳ ରେ ଏମାନେ ଅତି ସହଜରେ ସୁନ୍ଦର ଭାବରେ ଜୀବନ ଯାପନ କରିଥାନ୍ତି, ଏମାନଙ୍କ ଜୀବନରେ ଖୁବ କମ ପରିମାଣ ରେ ଦୁଃଖ ଆସିଥାଏ | ଏହା ଥିଲା ପ୍ରଭୁ ଭଳା ନାଥ ଙ୍କ ର ଅତି ପ୍ରିୟ 6 ଟି ନାମ ଯାହା ଙ୍କ ପାଖରେ
ପ୍ରଭୁ ଭଳା ନାଥ ଙ୍କ ଆଶୀର୍ବାଦ ସଦାସର୍ବଦା ରହିଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।