
ପୁଣି ମାର୍ଚ୍ଚ 27 ତାରିଖରେ ହେବ ଭାରତ ବନ୍ଦ – ଜାଣନ୍ତୁ କ’ଣ ପାଇଁ ଭାରତ ବନ୍ଦ ହେଉଛି ଏବଂ କ’ଣ ରହିବ ଖୋଲା ଓ ବନ୍ଦ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….
ଆମ ଭାରତ ସ୍ୱାଧୀନ ହେବା ପରେ ଲୋକେ ନିଜ ଇଛା ରେ ସବୁକିଛି କରୁଛନ୍ତି। ଯଦି କିଛି ଅସୁବିଧା ହୋଇଥିଏ ତେବେ ଲୋକ ଭାରତ ବନ୍ଦ ଡାକରା ଦେଇଥାନ୍ତି। ତେବେ ବର୍ତ୍ତମାନ ର ସବୁଠାରୁ ବଡ଼ ସୂଚନା ରହିଛି କି ମାର୍ଚ୍ଚ ମାସ ଶେଷ ଅର୍ଥାତ ମାର୍ଚ୍ଚ ୨୮ ଏବଂ ୨୯ ରେ ଭାରତ ବନ୍ଦ ହେବାକୁ ଯାଉଛି। ତେବେ ଆପଣ ସମସ୍ତେ ଜାଣିଛନ୍ତି କି ଆମ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଅଟେ ,ଆଉ ଏଠାରେ ଲୋକଙ୍କ ହାତରେ ସମସ୍ତ କ୍ଷମତା ରହିଥାଏ।
ତେବେ କେବଳ ଲୋକଙ୍କ ପାଖରେ ନୁହେଁ ବରଂ କେତେକ ସଙ୍ଗଠନ ମଧ୍ୟ ରହିଛନ୍ତି, ଯେଉଁ ମାନେ ସରକାର ଙ୍କୁ ତାଙ୍କର ତଥା ଗୋଟିଏ ନିର୍ଦ୍ଦିଷ୍ଟ ସମସ୍ୟା କୁ ନେଇ ଦାବି ରଖିପାରନ୍ତି ବୋଲି। ତେବେ ଯେତେବେଳେ ସରକାର ତାଙ୍କର ଏହି ଦାବି କୁ ପୂରଣ କରିପାରନ୍ତି ନାହିଁ କିମ୍ବା ତାଙ୍କର ଯୋଜନା ଦ୍ବାରା ଲୋକମାନେ ସମସ୍ୟା ରେ ପଡ଼ିଥାନ୍ତି।ସେତେବେଳେ ସେମାନେ ଭାରତ ବନ୍ଦ ଡାକରା ଦେଇଥାନ୍ତି।
ତେବେ ମାର୍ଚ୍ଚ ୨୮ ଓ ୨୯ ତାରିଖ ରେ ବିଶ୍ୱ କୃଷି ସଂଘ ତରଫ ରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ଭାରତ ବନ୍ଦ ଡାକରା ରେ ଭାରତ ର ଭିନ୍ନ ଭିନ୍ନ ରାଜ୍ୟ ରୁ କୃଷି ସଂଗଠନ ଗୁଡ଼ିକ ଏକତ୍ରିତ ହୋଇ ସରକାର ଙ୍କର ନୂଆ ନିୟମ ବିରୋଧ ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ତେବେ ଆମେ ଆପଣ ଙ୍କୁ ଏହି ଭାରତ ବନ୍ଦ ଡାକରା ରେ କଣ କାରଣ ରହିଛି ଏବଂ ଏଥିରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ ସେ ନେଇ ସମ୍ପୂର୍ଣ୍ଣ ସୂଚନା ଜଣେଇବୁ।
ତେବେ ଏହି ଭାରତ ବନ୍ଦ ଡାକରା ରେ ସମସ୍ତ କୃଷି ମାନଙ୍କ ର ସମସ୍ୟା ତଥା ସରକାର ଙ୍କ ଦ୍ଵାରା ପ୍ରଚଳିତ ଥିବା ନୂଆ କୃଷି ଆଇନ ବିରୋଧ ରେ କୃଷକ ମାନେ ସ୍ଵର ଉତ୍ତୋଳନ କରିଛନ୍ତି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଭାରତ ସରକାର ପ୍ରାୟ ଦୁଇ ବର୍ଷ ହେବ କୃଷି ଆଇନ ରେ ସଂଶୋଧନ ଆଣିଥିଲେ। ମାତ୍ର କୃଷି ଆଇନ କୁ ସଂଶୋଧନ କରିବା ପରେ ଯେଉଁ ନୂଆ ନିୟମ ଲାଗୁ କରାଯାଇଥିଲା ତାହା କୃଷକ ମାନଙ୍କ ର ବିରୋଧୀ ଥିଲା। ତେଣୁ ସେମାନେ ଏନେଇ ସରକାର ଙ୍କୁ ଦାବି କରିଥିଲେ କିନ୍ତୁ ସରକାର ନଶୁଣିବା ରୁ ବର୍ତ୍ତମାନ ଭାରତ ବନ୍ଦ ଡାକରା ଦେଇଛନ୍ତି।
ତେବେ ଏହି ଭାରତ ବନ୍ଦ ଡାକରା ରେ ସବୁଠାରୁ ଅଧିକ ସମସ୍ୟା ର କଥା ଏହା କି ଦେଶ ର ସମସ୍ତ ବ୍ୟାଙ୍କ ଏହି ଭାରତ ବନ୍ଦ ଡାକରା କୁ ନେଇ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା ର ସୂଚନା ରହିଛି। ତେବେ ମାର୍ଚ୍ଚ ୨୬ ରୁ ୨୯ ଯାଏ ଦେଶ ର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ତେବେ କୃଷି ସଂଗଠନ କୁ ସବୁ ଆଡେ ସମର୍ଥନ ମିଳିଛି। ତେବେ କିନ୍ତୁ ଏହି ଦୁଇ ଦିନିଆ ଭାରତ ବନ୍ଦ ଡାକରା ରେ ସାଧାରଣ ଲୋକେ ଅନେକ ସମସ୍ୟା ର ସମୁଖୀନ ହେବା ନେଇ ଆଶଙ୍କା କରାଯାଇଛି।