ସବୁ ସମୟ ଖବର ସାଥିରେ

Viral ହେଲା ଭୟଙ୍କର ଭିଡିଓ ! ରାସ୍ତା ଉପରେ ଗୋଟିଏ ପୁରୁଷ ପାଇଁ ଦୁଇ ମହିଳା ହେଲେ ମୁହାଁମୁହିଁ,ଆଉ ତାପରେ ଯାହା ହେଲା…

0 8

ଆଜିର ସମାଜରେ କେତେବେଳେ ଯେ କଣ ଘଟି ଯାଉଛି ତାହା ଶବ୍ଦରେ ପ୍ରକାଶ କରି ହେବ ନାହିଁ | ଆଜି କାଲି ସମାଜରେ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି | କେତେବେଳେ କୋଉଠି ହତ୍ୟା, ଗଣ ଦୁଷ୍କର୍ମ ଓ ଚୋରି ଡକାୟତି ତ କେତେବେଳେ ପରକିଆ ପ୍ରୀତିକୁ ନେଇ ହେଇ ଯାଉଛି ହତ୍ୟା | ଏବଂ କେତେକ ସ୍ଥାନରେ ଦେଖିବାକୁ ମିଳୁଛି କି କମେଣ୍ଟ ଓ ରାଗିଂ ନେଇ ବିଭିନ୍ନ ସ୍ଥାନରେ ମାଡ଼ ଗୋଳ ଲାଗି ରହୁଛି |
ସୋସିଆଲ ମିଡ଼ିଆରେ ଏମିତି ବହୁତ କିଛି ଦେଖିବାକୁ ମିଳୁଛି | କୋଉଁଠି ପୁଅ ମାନେ ନିର୍ଯାତିତ ହେଉଛନ୍ତି ତ କୋଉଁଠି ଝିଅ ମାନେ ନିର୍ଯାତିତ ହେଉଛନ୍ତି |ଯାହାକି ଆମ ସମାଜକୁ କଳୁଷିତ କରି ସାରିଲାଣି | ଆମ ହିନ୍ଦୁ ରୀତି ଅନୁଯାୟୀ ସ୍ୱାମୀ ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପାଇଁ ହୋଇଥାଏ କିନ୍ତୁ ଏବେ ଏହି ସମ୍ପର୍କ ସାତ ଦିନ ବି ରହୁନାହିଁ | ଏହା ଦ୍ୱାରା ବହୁତ ଖରାପ ପ୍ରଭାବ ପଡୁଛି ଆମର ପରବର୍ତ୍ତୀ ପିଢ଼ି ଉପରେ | ଆଜି ଆମେ ଏମିତି ଏକ ଖବର ଆପଣଙ୍କୁ କହି ବାକୁ ଯାଉଛୁ | ଯୋଉଁଥି ପରକିଆ ପ୍ରୀତିକୁ ନେଇ ରାସ୍ତା ଉପରେ ମାରପିଟ ଓ ଗଣ୍ଡଗୋଳ ଚାଲିଥିବାର ଦେଖିବାକୁ ମିଳିଛି | ଆସନ୍ତୁ ଜାଣିବା ସେ ବିଷୟରେ |

ଏହି ଭିଡିଓରେ ଦେଖିବାକୁ ମିଳିଛି କି ଦୁଇ ଜଣ ମହିଳା ପରସ୍ପର ମଧ୍ୟରେ ଚପଲରେ ମାରିବା ପାଇଁ ଧମକ ଦେଉ ଥିବା ବେଳେ ଜଣେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରବଳ ମାରପିଟ ଚାଲିଛି | ବିଶେଷ ସୂତ୍ରରୁ ଜଣା ପଡିଛି ଯେ ଏହି ମହିଳା ଜଣଙ୍କ ପୁରୁଷଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ କରିଛନ୍ତି କିନ୍ତୁ ପୁରୁଷ ଜଣକ ଏହାକୁ ସ୍ପଷ୍ଟ ଭାବରେ ମନା କରୁଛନ୍ତି |

ଏହି ବ୍ୟକ୍ତିଙ୍କ ନାମ ହେଉଛି ଅକ୍ଷୟ ରଞ୍ଜନ ଦାସ | ସେ ପେଶାରେ ଜଣେ ସାମ୍ବାଦିକ |ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ଘର ପାଖରେ ରୁହନ୍ତି | ମହିଳା ଜଣକ ବିବାହିତ ହୋଇଥିବା ବେଳେ ସେ ଗୋଟିଏ ନର୍ସିଂ ହୋମରେ କାମ କରୁ ଥିଲେ | କିନ୍ତୁ ଅକ୍ଷୟ ରଞ୍ଜନ ଦାସ ତାଙ୍କୁ ସାମ୍ବାଦିକ କରିବାର ସ୍ବପ୍ନ ଦେଖାଇ ତାଙ୍କୁ ଜବ ଦେବେ ବୋଲି କହି ଥିଲେ |

କିନ୍ତୁ ଦୁଇ ହଜାର କୋଡିଏ ମସିହାରୁ ତାଙ୍କ ସହିତ ସମ୍ପର୍କ ରଖି ଆସୁଛନ୍ତି | ଏବଂ କିଛି ଅନ୍ତରଙ୍ଗ ମୁହୁର୍ତରେ ଫୋଟ ଦେଖାଇ ତାଙ୍କୁ ବ୍ଲାକମେଲ କରୁଛନ୍ତି ଯେ ଯଦି ସେ ତାଙ୍କୁ ଛାଡି ଦେବେ ତାହେଲେ ସେ ସବୁ ଫୋଟୋ ତାଙ୍କ ସ୍ୱାମୀଙ୍କୁ ଦେଖାଇ ଦେବେ |

ଏ ନେଇ ସେ ମହିଳାଙ୍କ ବାପା ମାଆଙ୍କୁ ମଧ୍ୟ ଧମକ ଦେଇ ଥିବାର କଥା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି | ତାଙ୍କର ଗାଡି ଭଙ୍ଗାରୁଜା କରିଛନ୍ତି | ମହିଳା ଜଣଙ୍କ ବିଭିନ୍ନ ହୋଟେଲରେ ତାଙ୍କ ସହ ରହିଥିବାର ଏବଂ ଗର୍ଭପାତ କରିଥିବାର କହିଛନ୍ତି |

ତାଙ୍କ ଠାରୁ ଏକ ଲକ୍ଷ ତାଙ୍କ ନେଇଛନ୍ତି ଏବଂ ଏହା ମହିଳା ଜଣକ ନିଜର ଗହଣା ପତ୍ର ମାଥୁର ଫାଇନାନ୍ସରୁ ଆଣି ଦେଇ ଥିବାର କହିଛନ୍ତି | ଅକ୍ଷୟ ଦାସ ନିଜର ଘର କରିବା ପାଇଁ ତାଙ୍କ ଠାରୁ କରଜ ନେଇ ଫେରେଇ ଦେବାର ପ୍ରତିଶୃତି ଦେଇ ଥିଲେ କିନ୍ତୁ ଏତେ ପର୍ଯ୍ୟନ୍ତ ଦେଇ ନ ଥିବା ବେଳେ ତାଙ୍କୁ ବ୍ଲାକମେଲ କରୁଥିବାର ଅଭିଯୋଗ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।