ସବୁ ସମୟ ଖବର ସାଥିରେ

ମୁହଁ ଖୋଲିଲେ ଭାଇରାଲ୍ ଦିଦି । ନିଆରା ଶୈଳୀରେ ପିଲାଙ୍କୁ ପାଠ ପଢାଉଥିବା ଭିଡିଓ ହୋଇଥିଲା ଭାଇରାଲ୍

0 11

ହଁ ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କି ସୋସିଆଲ ମିଡ଼ିଆରେ ସବୁବେଳେ କିଛି ଣା କିଛି ନୂଆ ନୂଆ ଭିଡ଼ିଓ ମାନ ଦେଖିବାକୁ ମିଳିଥାଏ | ଆଉ ଯେଉଁ ଭିଡ଼ିଓ ଦେଖିଲେ ଆମେ ଅନେକ କଥା ଶିଖିବାକୁ ମଧ୍ୟ ପାଇଥାଉ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମ ମନରେ ଖୁସି ଜାଗ୍ରତ ହୋଇଥାଏ ଓ ମନ ମଧ୍ୟ ଖୁସି ହେବାକୁ ଲାଗିଥାଏ | ତେବେ ସେହିଭଳି କିଛି ଭିଡ଼ିଓ ବର୍ତ୍ତମାନ କିଛି ଦିନ ଆଗରୁ ସାମ୍ନା କୁ ଆସୁଥିଲା ଯେଉଁଠି ପିଲା ଜଣଙ୍କ ସ୍କୁଲ ରେ ବଦମାସୀ କରିଥିଲା, ଆଉ ମାଡାମ ଜଣ ଙ୍କ ତାଙ୍କ ଉପରେ ରାଗି ଯାଇଥିଲେ | ଆଉ ଯେଉଁଥିପାଇଁ ପିଲା ଜଣଙ୍କ ମାଡାମ ଙ୍କୁ ମନେଇ ବାକୁ ଲାଗିଥିଲେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ କଣ କହିଛନ୍ତି ମାଡାମ ଜଣଙ୍କ ଜାଣିବା |
ତେବେ କିଛି ଦିନ ଆଗରୁ ସ୍କୁଲ ରେ ଥିବା କୁନି ପିଲା ଆଉ ମାଡାମ ଙ୍କର ଭିଡ଼ିଓ ଭାଇରାଲ ହୋଇଥିଲା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି କୌଣସି କାରଣ ଯୋଗୁଁ ମାଡାମ ଜଣଙ୍କ ସେ ପିଲା ଉପରେ ରାଗି ଯାଇଛନ୍ତି | କାରଣ ଛୋଟ ପିଲାଟି ଦୁଷ୍ଟାମୀ କରୁଛି | ଆଉ ଅନ୍ୟ ପଟେ ଦେଖିବାକୁ ମିଳିଥିଲା କି ମାଡାମ ଜଣ ଙ୍କ ରାଗି ଯିବାରୁ ମାଡାମ ଙ୍କୁ ମନେଇବାକୁ ଲାଗି ପଡିଛନ୍ତି କୁନି ପିଲା ଟି |

ଆଉ ଦେଖିବାକୁ ମିଳିଥିଲା କି ପିଲା ଟି କାନ ଧରିକି କହୁଛି ଆଉ ଏମିତି ଭୁଲ କରିବନି ବୋଲି | ଆଉ ତାହା ସହିତ କିସ ମଧ୍ୟ ଦେଉଛି ସେ ମାଡାମ ଙ୍କ ଗାଲ ରେ | ସେବେ ଏହି ଭିଡ଼ିଓ ଟିକୁ ଦିଦି ଜଣଙ୍କ ତାଙ୍କର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ କରିବା ପରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା | ଆଉ ସେ କହିଥିଲେ କି ସ୍କୁଲ ରେ ପିଲାମାନେ କେଉଁଭଳି ଭାବରେ ମିଶିବେ ଆଉ ସେମାନଙ୍କର ଏକ୍ଟିଭିଟି ଦେଖାଇବେ ତାହା ସେହି ସ୍କୁଲ ରେ କୁନି କୁନି ପିଲାମାନଙ୍କୁ ଶିଖା ଯାଇଥାଏ |ତାହା ବ୍ୟତୀତ ପିଲା ମାନଙ୍କର ଏକ୍ଟିଭିଟି କୁ ତାଙ୍କର ବାପା ମା ଙ୍କ ପାଖକୁ ଭିଡ଼ିଓ କରିକି ମଧ୍ୟ ପଠା ଯାଇଥାଏ |

ଆଉ ପିଲା ଟି ବଦମାସୀ କରିଥିବାରୁ ମନୋଉଥୁବା ବେଳେ ନିଶା ନାମକ ମାଡାମ ଜଣଙ୍କ ଏହି ଭିଡ଼ିଓ କୁ ଉଠାଇଥିଲେ | ଆଉ ମାଡାମ ଜଣଙ୍କ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରୁବା ପରେ ତାଙ୍କୁ ବହୁତ ଭଲ ଭଲ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଥିଲା , ଆଉ ଦିଦି ଜଣଙ୍କ ପୁରା ଭାଇରାଲ ଗେଇଯାଇଥିଲେ ବୋଲି କହିଛନ୍ତି ସେ ନିଜେ | ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।