ସବୁ ସମୟ ଖବର ସାଥିରେ

Best Scene ଓଡିଶା ସୁପରଷ୍ଟାର ମିହିର ଦାସ ( Mihir Das ) ମଲା ପରେ ମୁହଁରେ ନିଆଁ ଦବ… ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ….

0 9

ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଥିବା ଅନେକ ଫ୍ଲିମ ବିଷୟରେ ଆପଣ ମାନେ ଜାଣିଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ସେହିଭଳି ଏକ ଫ୍ଲିମ ଦେଖିବାକୁ ମିଳିଛି ଆଉ ଯେଉଁଥିରେ ଅଲିଉଡ ର ବେଶ ଜଣା ଶୁଣା ଅଭିନେତା ମିହିର ଦାସ ଓ ଚକଲେଟ ହିରୋ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ବାବୁସାନ ମହାନ୍ତି ଙ୍କର ଅଭିନୟ ର ଝଲକ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଥିରେ ସୁନ୍ଦର ଭାବରେ ଦୁଇ କଳାକାର ଅଭିନୟ କରିବାକୁ ଲାଗିଛନ୍ତି | ତାହା ସହିତ ସେହି ଦୁଇ କଳାକାର ଙ୍କର ଜୀବନ୍ତ ଅଭିନୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଇଥିବେ ଅଲିଉଡ ର ନାମିଦାମୀ କଳାକାର ତଥା ଆମ ସମସ୍ତ ଙ୍କର ପ୍ରିୟ କଳାକାର ମିହିର ଦାସ ଙ୍କ ଦ୍ୱାରା ପ୍ରକାଶିତ ଅନେକ ଫ୍ଲିମ ବିଷୟରେ | ଆଉ ଯେଉଁଠି ମିହିର ଦାସ ଙ୍କର ଅଭିନୟ ର ଯାଦୁ ସମସ୍ତ ଓଡ଼ିଆ ଙ୍କର ହୃଦୟକୁ ବେଶ ଆକୃଷ୍ଟ କରେଇଥିବାର ମଧ୍ୟ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ମିହିର ଦାସ ଙ୍କ ଭଳି ବର୍ତ୍ତମାନ ବାବୁସାନ ମଧ୍ୟ ତାଙ୍କର ଅଭିନୟ ର ଝଲକ ଦେଖାଇ ସମସ୍ତଙ୍କର ପାଖରେ ବେଶ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଉଭୟ ବାବୁସାନ ଓ ମିହିର ଦାସ ଙ୍କ ଦ୍ୱାରା ପ୍ରକାଶିତ ଏକ ନୂଆ ଫ୍ଲିମ “ପ୍ରେମ ଅଢେଇ ଅକ୍ଷର ” ର ଏକ ଜବରଦସ୍ତ ସିନ | ଆଉ ଯେଉଁଥିରେ ବାପା ଙ୍କ କେରେକ୍ଟ ର ରେ ମିହିରଦାସ ଅଭିନୟ କରିଥିବା ବେଳେ ପୁଅ ହୋଇଛନ୍ତି ବାବୁସାନ | ଆଉ ତାହା ସହିତ ଏକ ସୁନ୍ଦର ଲଭ ଷ୍ଟୋରି ସହିତ ବାପା ଓ ପୁଅ ଙ୍କର ଇମୋସନ କୁ ନେଇକି ଏହିଭଳି ଏକ ସୁନ୍ଦର ଫ୍ଲିମ ଟି ପ୍ରକାଶିତ ହୋଇଛି |ଆଉ ସୁଧାକର ବସନ୍ତ ଙ୍କ ନିର୍ଦେଶନା ପ୍ରକାଶିତ ହୋଇଥିବା ଏହି ଫ୍ଲିମ ରେ ଆଜି କାଲିଆ ପୁଅ ମାନଙ୍କୁ ବାପା ଙ୍କର ମୂଲ୍ୟ ବିଷୟରେ ମିହିରଦାସ ସୁନ୍ଦର ଭାବରେ ଅଭିନୟ ମାଧ୍ୟମରେ ବୁଝାଇଛନ୍ତି |

ଆଉ ଯେଉଁଠି ଅଭିନୟ ମାଧ୍ୟମରେ ମିହିର ଦାସ ବୁଝାଇଛନ୍ତି କି ବାପା ମା ପିଲା ମାନଙ୍କୁ ଯେତେ ଗାଳି କରିଲେ ମଧ୍ୟ ତାଙ୍କର ଭଲ ପାଇବା ଯେଉଁ ପିଲା ମାନଙ୍କ ପାଇଁ ରହିଛି ତାହା କେବେ ସରେ ନାହିଁ | ଆଉ ପୁଅ ପାଇଁ ସେମାନେ କିଛି କି କରି ପାରନ୍ତି ଆଉ ଏଠାରେ ବାବୁସାନ ଙ୍କୁ ତାଙ୍କର ପ୍ରେମ କୁ ଫେରାଇବ ପାଇଁ ମାଡ଼ ମଧ୍ୟ ଖାଇଛନ୍ତି ମିହିର ଦାସ ଆଉ ସୁନ୍ଦର ଭାବରେ ଅଭିନୟ କରିଛନ୍ତି | ଆଉ ମିହିର ଦାସ ଙ୍କ ମୃତ୍ୟୁ ପରେ ବାବୁସାନ ଏହି ସବୁ କଥା ଭାବିବା ସହିତ ତାଙ୍କର ବାପା ଯେଉଁ କହିଥିଲେ କି ତୋ ଭଳି ପୁଅ ମାରିଲା ପରେ ମୁହଁରେ ନିଆଁ ଦେବ ଆଉ କୌ କାମ କୁ ନୁହଁ ଏହି କଥା ମଧ୍ୟ ଭାବୁଛନ୍ତି | ଆଉ ସୁନ୍ଦର ଭାବରେ ଅଭିନୟ ର କମାଲ ଦେଖାଇଥିବା ଏହି ସିନ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।