ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – omg ! ବୁଢ଼ୀ ମାଉସୀଙ୍କ ଠୁମକ ଡାନ୍ସ ,ଭିଡ଼ିଓ ଦେଖିଲେ ହସି ହସି ଗଡିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 76

ବୁଢ଼ୀ ମାଉସୀ ଆଗରେ ହାର ମାନି ଯାଇଛି ବୟସ । ଆଜି ଆମେ ସେହି ମାଉସୀ ବିଷୟ ରେ କହିବା ପାଇଁ ଯାଉଛୁ , ଯିଏ ସଂଙ୍ଗିତ ର ତଳେ ତାଳେ ନାଚି ଚାଲିଛି ଅହ ରହ । ଆଜି କାଲି ଯୁଗରେ ମଣିଷ ବହୁତ କିଛି ଖାଉଛି , କାରଣ ମଣିଷ ପାଖରେ ଖାଇବା ପାଇଁ ବହୁତ କିଛି ଜିନିଷ ରହିଛି । କିନ୍ତୁ ଆଗ କାଳରେ ଲୋକ ମାନେ ଖାଇବା ପାଇଁ ପାଉ ନ ଥିଲେ । ସାଧାରଣ ଭାବରେ ଦେଖିବା ପାଇଁ ଗଲେ ମଣିଷ ଭାତ ଖାଇବା ପାଇଁ ପାଉ ନ ଥିଲେ ।

କିନ୍ତୁ ଆଜିର ମଣିଷ କେତେ କଣ ଭିଟାମିନ ଖାଉଛି , ହେଲେ ମଧ୍ୟ 50 ବୟସ ହେଲା ବେଳକୁ ଆଜି ର ମଣିଷ ସମ୍ପୂର୍ଣ ବୁଢା ହେଇ ଯାଉଛି , ଦେହ ହାତ କାମ କରୁ ନାହିଁ । ଆପଣ ମାନେ ମଧ୍ୟ ଦେଖୁ ଥିବେ ଆଗ କାଳରେ 50 ବୟସର ବ୍ୟକ୍ତି କଣ କରୁ ଥିଲା ଆଉ ଏବେ କାର 50 ବୟସ ର ବ୍ୟକ୍ତି କଣ କରି ପାରୁଛି । ଆଗ କାଳର 50 ବୟସ ର ବ୍ୟକ୍ତି ଦିନକୁ 30 କିମି ବାଟ ପର୍ଯ୍ୟନ୍ତ ଚାଲି ଯାଇ ପାରୁ ଥିଲା ।

 କିନ୍ତୁ ଆଜି କାର 50 ବୟସ ର ବ୍ୟକ୍ତି 500 ମିଟର ମଧ୍ୟ ଚାଲି ଯାଇ ପାରୁ ନାହିଁ । ଏହାର ପ୍ରକୃତ କାରଣ ହେଉଛି ଆଗ କାଳରେ ଲୋକ ମାନେ ଯାହା ଖାଉ ଥିଲେ ପୁରା ସଠିକ ଦେଶୀ ଜିନିଷ କୁ ଗ୍ରହଣ କରୁ ଥିଲେ ।

କିନ୍ତୁ ଏବେ ମଣିଷ ସାର ଦିଆ ଖାଦ୍ୟ କୁ ଖାଉଛି । ଯାହା ଫୋଳରେ ମଣିଷ 40 ବର୍ଷ ହେବା ବେଳକୁ ଦେହରେ ଆଉ କିଛି ରହୁନି । ଆଉ 50 ବର୍ଷ ପୁରୀ ଯିବା ବେଳକୁ ମଣିଷ ପୁରା ବୁଢା ପାଲଟି ଯାଉଛି । ଆଗ କାଳରେ ଲୋକେ ବହୁତ ବଡ଼ ଥିଲେ ଅର୍ଥାତ ହାଇଟ ରେ ବଡ଼ ଥିଲେ । ଗୋଟେ ଗୋଟେ ଲୋକ 7 ଫୁଟ ଲେଖଏ ହୋଇ ଥାନ୍ତି । କିନ୍ତୁ ଏବେ 6 ଫୁଟ ର ଲୋକ ଦେଖିବା ବହୁତ କଷ୍ଟ କର ।


ସେଥି ପାଇଁ ମାଳିକା କାରେ କୁହା ଯାଇଛି ଯେ ଦିନ ଆସିବ , ବାଇଗଣ ଗଛ କୁ ହାତ ବଢ଼େଇଲେ ମଧ୍ୟ ମଣିଷ ହାତ ପାଇବ ନାହିଁ । ଏହା କଳିଯୁଗ ର ଶେଷ ଆଡ଼କୁ ଘଟିବ । ତେବେ ଏକ ଭିଡିଓ ସାମ୍ନା କୁ ଆସିଛି ଜଣେ ବୁଢ଼ୀ ଲୋକ ଯାହାର ବୟସ 87 ବୟସ ।

କିନ୍ତୁ ସେ ଆଜି ଗୋଟେ ସୁନ୍ଦର ଝୁମର ଗୀତ ର ତାଳେ ତାଳେ ନାଚି ଚାଲିଛି । ଯାହା ଆଜିର 40 ବର୍ଷୀୟ ବ୍ୟକ୍ତି ମଧ୍ୟ ସେମିତି ଅଣ୍ଟା ହଲେଇ ନାଚି ପାରିବ ନାହିଁ । ତେବେ ବୁଢ଼ୀ ମାଉସି ଟି ଅତି ସୁନ୍ଦର ଭାବରେ ଏହି ଗୀତ ଟିରେ ନାଚି ଛନ୍ତି , ଯାହା ଆପଣ ମାନେ ଆଖିରେ ଦେଖିଲେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।