
ଦେଖନ୍ତୁ Shocking ଭିଡ଼ିଓ -ଯେବେ ମଦ ପିଇ ଆସୁଥିଲେ ଅତିଥି ,ବାଥ୍ରୁମ୍କୁ ଟାଣିନେଉଥିଲେ ଅର୍ଚ୍ଚନା ..ଆଉ ତା ପରେ
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ହାତରେ ଶଙ୍ଖା ମଥାରେ ସିନ୍ଦୂର ଓ ବେକରେ ମଙ୍ଗଳସୂତ୍ର କିନ୍ତୁ ଆଖିରେ କେବଳ କାମୁକଚିନ୍ତା ଆଉ ପୁଳାପୁଳା ଟଙ୍କା। ତେବେ ଅର୍ଚ୍ଚନା ନାଗ ନାମୀଦାମୀ ଲୋକଙ୍କ ସହ ସମ୍ପର୍କରେ ଆସିବା ପରେ ଅର୍ଚ୍ଚନା ନିଜର ରାଜପ୍ରସାଦ ଭଳି ଘରକୁ ଡାକି ନେଉଥିଲେ। ରାଜପ୍ରାସାଦ ଭଳି ଏହି ଘର ଭିତରେ ରହିଛି ଚାକଚକ୍ୟ ହୋଇ ବେଡ ରୁମ। ଆଉ ଯେତେବେଳେ ଅତିଥି ମାନେ ମଦ ପି ଘରକୁ ଆସୁଥିଲେ ସେମାନଙ୍କୁ ଅର୍ଚ୍ଚନା ଦେଉଥିଲେ କିଛି ଭିନ୍ନ ପ୍ରକାର ଆନନ୍ଦ।
କୁଆଡେ଼ ଅର୍ଚ୍ଚନା ଅତିଥି ମାନଙ୍କୁ ବାଥରୁମ୍ ଭିତରକୁ ଟାଣି ନେଉଥିଲେ। ଆଉ ସବୁ ସାୱାର ଟ୍ୟାପ୍ ଖୋଲି ଦେଉଥିଲେ।ଆଉ କୁଆଡେ଼ ବାଥରୁମ୍ ଭିତରେ ପଶି ଅର୍ଚ୍ଚନା ସେହି ଅତିଥିଙ୍କ ସହିତ ଭିଜୁଥିଲେ। ଆଉ ଧିରେ ଧିରେ ନିଶା ଛାଡ଼ିବା ସହ ପୁଣି ବେଡ୍ ରୁମ୍ କୁ ଟାଣି ଆଣୁଥିଲେ ଅର୍ଚ୍ଚନା। ଆଉ ବେଡ୍ ରୁମ୍ ରେ ରଖୁଥିଲେ ଶାରିରୀକ ସମ୍ପର୍କ। ଆଉ ସେହି ବେଡ୍ ରୁମ୍ ରେ ଲାଗିଥାଏ ଅନେକ ଗୁଡ଼ିଏ ଗୁପ୍ତ କ୍ୟାମେରା। ଆଉ ଅତିଥି ମାନେ ସେ ବାବଦରେ କିଛି ବି ଜାଣି ପାରନ୍ତି ନାହିଁ। ଆଉ ଶାରିରୀକ ସମ୍ଭନ୍ଧର ଦୃଶ୍ୟ କଏଦ ହୋଇଯାଏ ସେହି ଗୁପ୍ତ କ୍ୟାମେରାରେ।
ଆଉ ଏହାପରେ ଅର୍ଚ୍ଚନା ଆରମ୍ଭ କରି ଦେଉଥିଲେ ବ୍ଲାକମେଲ୍। ଶାରିରୀକ ସମ୍ପର୍କର ସେହି ଭିଡିଓ ଭାଇରାଲ କରିଦେବାର ଭୟ ଦେଖାଇ ଲୁଟି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା ଓ ସୁନା। ଆଉ ଏଥିରେ ତାଙ୍କୁ ସହଯୋଗ କରୁଥିଲେ ତାଙ୍କ ସ୍ଵାମୀ। ସ୍ବାମୀ ଅର୍ଚ୍ଚନାଙ୍କୁ ସହଯୋଗ କରୁଥିଲେ ଆଉ ଏ ସବୁ ବାବଦରେ ସବୁକିଛି ଜାଣିଥିଲେ। ଆଉ ଯେବେ ଅତିଥି ମାନେ ଘରକୁ ଆସୁଥିଲେ ସ୍ବାମୀ ସବୁ ଜାଣି ଶୁଣି ଅର୍ଚ୍ଚନାନକୁଟ ତାଙ୍କ ସହ ଛାଡି ଦେଉଥିଲେ ଆଉ ନିଜେ ଚୁପ୍ ଚାପ୍ ଅନ୍ୟ ଏକ ରୁମ୍ କୁ ଚାଲି ଯାଉଥିଲେ। ଆଉ ଟଙ୍କାର ଲୋଭରେ ସ୍ବାମୀ ସ୍ତ୍ରୀର ଏସବୁ କାମରେ ରାଜି ହୋଇ ଯାଉଥିଲା।ଆଉ ଉଭୟ ମିଶି ବ୍ଲାକମେଲ୍ କରୁଥିଲେ ଆଉ ଲୁଟି ଚାଲିଥିଲେ ଟଙ୍କା ଆଉ ସୁନା। ଆଉ ସେହି ସବୁ ଟଙ୍କାରେ ଗଢ଼ି ଉଠିଥିଲା ଅର୍ଚ୍ଚନା ନାଗଙ୍କ ଏତେ ବଡ କଳା ସାମ୍ରାଜ୍ୟ।
ଜଣାପଡ଼ିଛି ଯେ ଅର୍ଚ୍ଚନାଙ୍କ ଘରକୁ ଆସୁଥିବା ଅତିଥି ମାନେ ନିଶାସକ୍ତ ଅବସ୍ଥାରେ ଆସୁଥିଲେ ଆଉ ତାକୁ ନିୟନ୍ତ୍ରଣ କରୁଥିଲେ ଅର୍ଚ୍ଚନା। ଆଉ ତା ପରେ ସିଧା ରଖୁଥିଲେ ଶାରିରୀକ ସମ୍ପର୍କ। ଆଉ ତାକୁ ସହଜରେ ବୁଝି ପାରୁ ନଥିଲେ ବଡବଡିଆ ଆଉ ସହଜରେ ଫସି ଯାଉଥିଲେ ଅର୍ଚ୍ଚନାଙ୍କ ମାୟାଜାଲରେ। ଆଉ ତାକୁ ନେଇ ବ୍ଲାକମେଲ୍ କରୁଥିଲେ। ଆଉ ଏବେ ଜେଲର ଚାରିକାନ୍ଥ ଭିତରେ ଅର୍ଚ୍ଚନା ଏଥିସହ ଅର୍ଚ୍ଚନାଙ୍କ କଳାଧନ୍ଦାର ଗୁମର ଧିରେ ଧିରେ ଖୋଲି ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।