ସବୁ ସମୟ ଖବର ସାଥିରେ

ବାପି କୁମାର କଣ୍ଠରୁ ଶୁଣନ୍ତୁ l Heart touching ଗୀତ |! ଏମିତି ଗୀତ ଶୁଣି ଦର୍ଶକ ଶୁଣି କାନ୍ଦିପକାଇଲେ… ମାତ୍ର 4 ଘଣ୍ଟାରେ 80 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି

0 28

ଆଜିର ଦିନରେ ସୋସିଆଲ ମିଡ଼ିଆ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ସୋସିଆଲ ମିଡିଆରେ ମାଧ୍ଯମରେ ଲୋକେ ନିଜର ସ୍ଵତନ୍ତ୍ର ପରିଚୟ ତିଆରି କରିବାରେ ସକ୍ଷମ ହୋଇ ପାରୁଛନ୍ତି ଏଥି ସହିତ ନିଜେ ରୋଜଗାର କ୍ଷମ ମଧ୍ୟ ହୋଇ ପାରୁଛନ୍ତି। ସୋସିଆଲ ମିଡ଼ିଆରୁ ଲୋକେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଅନେକ ଲୋକ ଏମିତି ରହିଥାନ୍ତି ଯେଉଁ ମାନଙ୍କ ଭିତରେ ପ୍ରତିଭା ଭରି ହୋଇ ରହିଥାଏ। କିନ୍ତୁ ସେମାନଙ୍କୁ ସଠିକ ସୁଯୋଗ ନ ମିଳିବାରୁ ସେମାନଙ୍କ ପ୍ରତିଭା ସବୁ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ହୋଇ ରହି ଯାଉଛି। କିନ୍ତୁ ସୋସିଆଲ ମିଡ଼ିଆ ମାଧ୍ୟମରେ ସେହି ସବୁ ଲୁଚି ରହିଥିବା ପ୍ରତିଭା ଗୁଡ଼ିକ ଲୋକ ଲୋଚନ କୁ ଆସି ପାରୁଛି। ଯାହାଦ୍ଵାରା ଆମେ ସେଇ ସବୁ ପ୍ରତିଭା ବାବଦରେ ଜାଣି ପାରୁଛୁ।
ତେବେ ସୋସିଆଲ ମିଡ଼ିଆ ରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥାଏ। ତେବେ ଏହି ସବୁ ଭିଡିଓ ଗୁଡ଼ିକ ମଧ୍ୟରୁ ଯାହା ଲୋକଙ୍କୁ ଖୁବ୍ ଅଧିକ ପସନ୍ଦ ଆସିଥାଏ ତାହା ହେଉଛି ସଂଗୀତ। ସଂଗୀତ ଏକ ଏପରି ମାଧ୍ୟମ ଯାହା ନିରସ ମନରେ ରସ ଭରି ଦେଇଥାଏ। ତେବେ ସେହି ସଂଗୀତ ଯଦି ଗୋଟିଏ ସୁମଧୁର କଣ୍ଠରୁ ଶୁଣିବାକୁ ମିଳିଥାଏ ମାହୋଲ ପୁରା ଗରମ ହୋଇଯାଏ ମନ ଉଲ୍ଲାସ ରେ ଭରି ହୋଇ ଯାଇଥାଏ। ଲୋକେ ସଂଗୀତ ଶୁଣିବାକୁ ଖୁବ୍ ପସନ୍ଦ କରିଥାନ୍ତି। ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ସଂଗୀତ ନେଇ ଆସିଛୁ ଯାହାକୁ ଅତି ସୁନ୍ଦର୍ ଭାବରେ ପରିବେଷଣ କରିଛନ୍ତି ବାପି କୁମାର।

ଏକ ଷ୍ଟେଜରେ ବାପି କୁମାର୍ ଏହି ଗୀତଟିକୁ ଏତେ ସୁନ୍ଦର ଭାବରେ ଗାଇ ଛନ୍ତି ଯାହା ସମସ୍ତଂକ ଦୃଦୟକୁ ଛୁଇଁ ଯାଇଛି। ଗୀତଟି ଇମୋସନ୍ ରେ ଭରି ରହିଛି ଆଉ ଗାୟକ ବାପି କୁମାର ମଧ୍ୟ ଏହି ଗୀତକୁ ଅତି ସୁନ୍ଦର୍ ଭାବରେ ଗାଇ ଛନ୍ତି। ଯାହା ଖୁବ୍ ସୁନ୍ଦର୍ ରହିଛି ତେବେ ଲୋକେ ମଧ୍ୟ ବାପି କୁମାର ଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗିତଟିକୁ ୧୩ ଲକ୍ଷ ରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି ଏହା ସହିତ ଦଶ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ଏହାକୁ ଲାଇକ ମଧ୍ୟ କରିଛନ୍ତି ଏବଂ କିଛି ଦର୍ଶକ ଏହି ଗୀତ ଉପରେ ଖୁବ୍ ସୁନ୍ଦର ସୁନ୍ଦର ପ୍ରତି କ୍ରିୟା ମଧ୍ୟ ଦେଇଛନ୍ତି ତେବେ ଆପଣ ମଧ୍ୟ ଏହି ଗୀତକୁ ଥରେ ଶୁଣି ନିଅନ୍ତୁ। ଆଶା କରୁଛୁ ଏହି ସୁନ୍ଦର୍ ଗୀତଟି ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।