ସବୁ ସମୟ ଖବର ସାଥିରେ

“ବାପା” ଚଳଚ୍ଚିତ୍ରର ଓଃ କି ଚମତ୍କାର ! ଗୀତ ଥରେ ଦେଖନ୍ତୁ ଆଖିରୁ ଲୁହ ଆସିଯିବ || ଥରେ ନିଶ୍ଚୟ ଦେଖନ୍ତୁ

0 10

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ଓଡିଶା ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ଏକ ଫ୍ଲିମ ଟ୍ରେଲର ରିଲିଜ ହେଇସାରିଛି | ଯାହାକୁ ନେଇ ଏବେ ଠୁ ଚର୍ଚ୍ଚା ଆରମ୍ଭ ହଇଯାଇଛି ବୋଲି କୁହାଯାଇଛି | ତେବେ ସୂଚନା ଅନୁଯାୟୀ ଫ୍ଲିମଟି ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ ସଫଳତା ମିଳିବ ବୋଲି ଆଶା କରାଯାଇଛି | ତେବେ ଫିଲ୍ମ ର ଟ୍ରେଲର ଏବେ ବକ୍ସ ଅଫିସ ରେ ରିଲିଜ ହେବା ପରେ ଏହାର କାହାଣୀ କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଇସାରିଛି | ହଁ ଦର୍ଶକ ବନ୍ଧୁ ତେବେ ଫ୍ଲିମ ଟି ଏକ ବାପା ପୁଅ ର କାହାଣୀ କୁ କରାଯାଇଛି ବୋଲି ସୂଚନା ରହିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଭାଇରାଲ ହେଉଥିବା ସେହି ଫ୍ଲିମ ର ଟ୍ରେଲର ବିଷୟରେ ଜାଣିବା |

ସୁଧାଂଶୁ ସାହୁ ରଚିତ “ବାପା ସୁପରମ୍ୟାନ ” ଏବେ ଏହା ଟ୍ରେଲର ରିଲିଜ ହେଇସାରିଛି | ଏହାର ଟ୍ରେଲର ରିଲିଜ ହେବା ପରେ ଏହାକୁ ନେଇ ଏବେ ଠୁ ଚର୍ଚ୍ଚା ଆରମ୍ଭ ହେଇସାରିଛି | ତେବେ ଏହି ଫ୍ଲିମ ଟି ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ଏକ ବହୁତ ହଁ ସୁପର ହିଟ ଫ୍ଲିମ ଯେଉଁଥିରେ ସିଦ୍ଧାନ୍ତ ମହାପାତ୍ର ବାପା ଭୂମିକା ଅଭିନୟ କରିବାର ନଜର ଆସିବେ | ଏହା ସହିତ ତାଙ୍କ ପୁଅ ଭୂମିକାରେ ଶୁଭମ ପଣ୍ଡା ନାମକ ଜଣେ ବାଳକ ବହୁତ ସୁନ୍ଦର ଭାବରେ ଅଭିନୟ କରିବା ରେ ନଜର ଆସିବେ |

ତେବେ ଏହି ଫ୍ଲିମ ଟିର କାହାଣୀ ସମ୍ପୂର୍ଣ ଭାବେ ବାପା ଓ ପୁଅ କୁ ନେଇ କରାଯାଇଛି | ତେବେ ଏହି ଫ୍ଲିମ ଜଣେ ବାପା କିପରି ତାଙ୍କର ସନ୍ତାନ ପାଇଁ ସବୁକିଛି କରୁଛନ୍ତି ତାହା ଏହି ଫ୍ଲିମରେ ବର୍ଣ୍ଣନା କରଯାଇଛି |ସୂଚନା ଅନୁଯାୟୀ ଏହି ଫ୍ଲିମ ଟି ନୂଆ ବର୍ଷରେ ରିଲିଜ ହେବାକୁ ଯାଉଛି ଯାହାର ଏକ ଟ୍ରେଲର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ତେବେ ଫିଲ୍ମର ସାରାଂଶ ଯାହା ରହିଛି ତାହା ବାପା ଓ ପୁଅ ଙ୍କ ଉପରେ ରହିଛି | ଯେଉଁ ଥିର ସିଦ୍ଧାନ୍ତ ମହାପାତ୍ର ଜଣେ ପୋଲିସ ଅଫିସର ଭୂମିକା ସହିତ ଜଣେ ଭଲ ବାପା ର ଅଭନୀୟ ରେ ଆସୁଛନ୍ତି ଓ ତାଙ୍କ ପୁଅର ସମସ୍ତ ଇଚ୍ଛା କୁ ପୂରଣ କରୁଛନ୍ତି ଏହା ସହିତ ଜଣେ ପୋଲିସ ଅଫିସର ର କର୍ତ୍ତବ୍ୟ ମଧ୍ୟ ବହୁତ ସୁନ୍ଦର ଭାବରେ ପାଳନ କରୁଛନ୍ତି |

ତେବେ ସୁଧାଂଶୁ ସାହୁ ଙ୍କ ନିର୍ମିତ ଏହି ଫ୍ଲିମର ଟ୍ରେଲର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ବହୁତ ଲୋକ ପସନ୍ଦ କରିବା ସହିତ ଏହାର ସମ୍ପୂର୍ଣ ଫିଲ୍ମ କୁ ଅପେକ୍ଷା କରି ରହିଛନ୍ତି ବୋଲି ସୂଚନା ରହିଛି | ଆଉ ଯାହା ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।