ସବୁ ସମୟ ଖବର ସାଥିରେ

ବାପା କହିଲେ ନିଜ ମନର ଦୁଃଖ “୪୦୦ ଟଙ୍କା(Salary) ଦରମାରେ ଝିଅକୁ ପଢ଼ାଇ ଡ଼ାକ୍ତର କଲି, ହେଲେ ସେ ପର ପୁଅ ପାଇଁ ଆମକୁ ଛାଡ଼ିଦେଲା”ଦେଖନ୍ତୁ Video

0 14

ସୃଷ୍ଟିର ଲୀଳା ଖୁବ ବିଚିତ୍ର ନା ଯେତେବେଳେ ଗୋଟିଏ ଗଛ ବଡ଼ ହୁଏ ଫୁଲ ଫୁଟେ ଫଳ ଦିଏ ତାହାକୁ ସମସ୍ତେ ଖାଆନ୍ତି କନ୍ତୁ କେହି ମନେ ପକାନ୍ତି ନାହିଁ ସେହି ବ୍ୟକ୍ତିଙ୍କୁ ଯିଏ ସେହି ଗଛକୁ ଛୋଟରୁ ଏତେ ବଡ଼ କରିଛି ।କିନ୍ତୁ ସେହି ଗଛ କଥା କହି ନପାରିଲେ ବି ମନେ ରଖିଥାଏ ତା ଜୀବନର ସେହି ମଲ୍ୟବାନ ବ୍ୟକ୍ତିଙ୍କୁ ।

ତେବେ ଆଜିର ପିଲାମାନଙ୍କ ପାଇଁ ବାପାମାଆ କେତେ କଣ କରୁଛନ୍ତି ନିଜେ ଉଳିଏ ଖାଇ ପର ଅଳି ଉପାସ ରହୁଛନ୍ତି ପିଲାର ଭବିଷ୍ୟତ ବନାଇବା ।ଯେତେବେଳେ ଗୋଟିଏ ପିଲା ଜନ୍ମ ହୁଏ ନା ସେତେବେଳେ ସେହି ବାପାମାଆ ଙ୍କୁ ଯେତେ କଷ୍ଟ ହେଲେ ବି ପିଲା ମୁହଁକୁ ଚାହିଁ ସବୁକିଛି ଭୁଲି ଯାଆନ୍ତି କିନ୍ତୁ ସେବୀ କଷ୍ଟ ତାଙ୍କୁ କେବେ ବାଧେ ନାହିଁ ବାଧେ ଯେତେବେଳେ ସେହି ପିଲା ବଡ଼ ହେଇ ବାପାମାଆ ଙ୍କୁ ଆଡେଇ ଦିଏ ।

ତେବେ ବନ୍ଧୁମାନେ ଏପତି ଘଟଣା ଗୁଡିକ ବହୁତ ସମୟରେ ସୋସିଆଲ ମେଡିଆ ଗୁଡିକରେ ଦେଖିବାକୁ ମିଳିଥାଏ କିନ୍ତୁ ଭୁବନେଶ୍ୱର ରେ ଘଟିଥିବା ଘଟଣା ସମସ୍ତଙ୍କୁ ନିସ୍ତବ୍ଧ କରି ଦେଇଛି ।କାରଣ ଏଠାରେ ଜଣେ ବାପା ଯାହା କରିଛନ୍ତି ନିଜ ଝିଅ ପାଇଁ ତାଙ୍କୁ ତାର ଏମିତି ପ୍ରତିଦାନ ମିଳିଛି କି ଜୀବନରେ କେବେ ଭୁଲିବେ ନାହିଁ ।ତେବେ ହଁ ବନ୍ଧୁମାନେ ଏହା ଆମେ କହୁନାହୁଁ ନିଜେ ସେହି ବାପା କହିଛନ୍ତି ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ସେହି ବାପା ଜଣଙ୍କ,ମୁଁ ମୋ 400 ଟଙ୍କା ଦରମାରେ ଦୁଇ ଝିଅଙ୍କୁ ମେଡ଼ିକାଲ ପଦେଇଲି ,ଭାବିଥିଲି ଦୁଇ ଝିଅ ମୋର ନା ଉଜ୍ଜ୍ୱଳ କରିବ,ତେବେ ଝିଅ ଡାକ୍ତରୀ ସାରି ଗୋଟିଏ ପ୍ରାଇଭେଟ ହସ୍ପିଟାଲରେ ରହିଥିଲା ।

କିନ୍ତୁ କାଲି ରାତିରେ ତାଙ୍କୁ ଘରେ ସେ ଶୁଣିବାକୁ ପାଇଲେ କି କୁନା ମାନେ ତାଙ୍କ ବଡ଼ ଝିଅ ଘର ଛାଡ଼ି କେହି ପୁଅ ସହ ଚାଲି ଯାଇଛି ।ଆଉ ତାଙ୍କ ସାନ ଝିଅ କହିଥିଲେ କି ଦିଦି ଆଉ ଘରକୁ ଆସିବ ନାହିଁ ସେ ସେହି ପୁଅକୁ ବିବାହ କରିବ ।ତେବେ ବହୁତ ବୁଝାଇ ଝିଅ ଘରକୁ ଆସିବାକୁ ରାଜିହେଲା କିନ୍ତୁ ଯେତେବେଳେ ଏଆରପୋର୍ଟ ରେ ଦେଖିଲେ ଝିଅ ସେହି ପୁଅ ସହିତ ଆସିଥିଲ ଓ ଚାରିପଟେ ପୋଲିସ ପ୍ରତେକ୍ଷ୍ନ ରହିଛି ।

ଆଉ ଏହାର କାରଣ ଥିଲା କାଳେ ପରିବାର ଲୋକ କିଛି ଗଣ୍ଡଗୋଳ କରିବେ ।ତେବେ ଏହା ପରେ ବାପା ବହୁତ ଭାଙ୍ଗି ପଡ଼ିଥିଲେ ତେବେ ସେ କହିଛନ୍ତି କି ତାଙ୍କୁ ଝିଅକୁ ଫସେଇ ଦିଆ ଯାଇଛି କାରଣ 5ରୁ 6 ବର୍ଷ ଆଗରୁ ଝିଅର ଆକାଉଣ୍ଟ ରୁ 40 ହଜାର କରି ଦୁଇ ଥର ଟଙ୍କା ଉଠାଯାଇଥିଲା ପରେ ପରେ ଝିଅକୁ ଖଡ଼ରଗପୁର ରେଲୱେ ଷ୍ଟେସନ ରୁ ଆଣିଥିଲେ ।ତେବେ ଏବେ ବାପା ନିଜେ କହିଛନ୍ତି କି ମୋର ଦୁଇଟି ଝିଅ ଜାଗାରେ ଯଦି ପୁଅ ଦୁଇଟି ଥାନ୍ତା ତେବେ ଭଲ ହେଇ ଥାନ୍ତା ।ତେବେ ସେ କେମିତିକା ଝିଅ ଯେ ତା ପାଇଁ ପ୍ରେମ ଏତେ ବଡ଼ ହେଇଗଲା ଯେ ବାପାମାଙ୍କୁ ଭୁଲି ଗଲା ଆଉ ବତେ ବଡ଼ କାଣ୍ଡ କରିଦେଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।