ସବୁ ସମୟ ଖବର ସାଥିରେ

ବହୁବର୍ଷ ଧରି ରୋଷେଇ ଘରେ ଲୁଚି ରହିଥିଲା ଭୟଙ୍କର ନାଗ( Cobra ), ଆଉ ତା’ ପରେ ଯାହା ଘଟିଲା… ଦେଖିବାକୁ ଲୋକ ଙ୍କ ପ୍ରବଳ ଭିଡ…

0 13

ମନରେ ଭୟ ଜାଗ୍ରତ କରୁଥିବା ଜୀବ ମାନଙ୍କ ମଧ୍ୟରେ ସାପ ଅନ୍ୟତମ।ସାଧାରଣତଃ ଦେଖା ଯାଇଥାଏ କି ଗୋଖର ବା ନାଗ ପ୍ରଜାତିର ସାପ ବହୁତ ବିଷ ଧର ହୋଇଥାନ୍ତି।ଏମାନଙ୍କ ବିଷ ମଣିଷ ଓ ପଶୁ ପକ୍ଷୀ ମାନଙ୍କ ପ୍ରତି ଖୁବ୍ ଘାତକ ହୋଇଥାଏ। ଏହି ସାପ ମାନେ ପ୍ରାୟତଃ ସବୁ ସମୟରେ ବହୁତ ରାଗିକି ରହିଥାନ୍ତି। ଏମାନଙ୍କ ରାଗର ଶିକାର ହେବାର ଅର୍ଥ ନିଜ ମୃତ୍ୟୁକୁ ଆମନ୍ତ୍ରଣ କରିବା। ନାଗ ସାପ ମଧ୍ୟରେ ନ୍ୟୁରୋଟକ୍ସିନ ନାମକ ବିଷ ରହିଥାଏ । ସେଥି ପାଇଁ ଏହି ସାପ କାମୁଡିଲେ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥାନ୍ତି।
ତେବେ ଆପଣ ମାନେ ସମସ୍ତେ ଅନେକ ସାପ ଉଧାର ସମୟର ଭିଡିଓ ଗୁଡିକୁ ନିଶ୍ଚୟ ଭାବେ ଦେଖିବକୁ ପାଉଥିବେ।ଏହି ସାପ ମାନଙ୍କୁ ଉଧାର କରିବା ପାଇଁ ଜଙ୍ଗଲ ବିଭାଗର କିଛି ବିଶିଷ୍ଠ ଲୋକମାନେ ଆସିଥାନ୍ତି। ସାପକୁ ଉଦ୍ଧାର କରି ନିଜ ସହ ନେ଼ଇ ଯାଇଥାନ୍ତି ଏବଂ ତାକୁ ଜଙ୍ଗଲ ଭିତରେ ଛାଡି ଦେଇଥାନ୍ତି। ତେବେ ଆଜି ଆମେ ଏକ ତମ୍ପ ସାପକୁ ଉଦ୍ଧାର କରା ଯାଉଥିବା ସମୟର ଭିଡିଓ ଦେଖାଇବୁ ଯାହା ଆପଣଙ୍କୁ ବହୁତ ପସନ୍ଦ ଆସିବ।ସୋସିଆଲ ମିଡିଆରେ ଗତ କିଛି ଦିନ ହେବ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି। ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଏହି ଭିଡିଓରେ ଦେଖିବକୁ ମିଳିଛି ଏକ ବି-ଷା-କ୍ତ ବିରାଟକାୟ ତମ୍ପ ସାପ ଏକ ରୋଷେଇ ଘର ଭିତରେ ପଶି ରହିଛି। ଆଉ ତାକୁ ଉଦ୍ଧାର କରିବା ପାଇଁ ସେଠି ଯାଇ ଜଣେ ସାପ ଧରାଳି ପହଁଚିଛନ୍ତି। ତେବେ ସାପଟି ଉଦ୍ଧାର ସମୟର ଦୃଶ୍ୟ ଯେତିକି ଭୟଭୀତ ଠିକ୍ ସେତିକି ରୋମାଞ୍ଚକର ମଧ୍ୟ। ସାପଟିକୁ ଉଦ୍ଧାର କରୁଥିବା ସମୟରେ ସାପଟି ରାଗରେ ଖୁବ୍ ଜୋରରେ ଗର୍ଜନ ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି। ତେବେ ଭିଡିଓରେ ଦେଖିବାକୁ ମିଳୁଛି ଏହି ସାପକୁ ଉଦ୍ଧାର କରିବା ସାପ ଧରାଳିଙ୍କ ପାଇଁ ଏତେଟା ସହଜ ନଥିଲା ତଥାପି ସାପ ଧରାଳି ଜଣକ ଅତି ସାହସିକତାର ସହ ସାପଟିକୁ ଉଦ୍ଧାର କରି ଏକ ବଡ ଡବା ଭିତରେ ସାପଟିକୁ ଭର୍ତି କରି ତାଙ୍କ ସାଙ୍ଗରେ ନେଇ ଯାଇଛନ୍ତି

ତେବେ ଲୋକମାନେ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ବ୍ୟକ୍ତି ଜଣକଙ୍କର ଏହି ସାହାସକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ମଧ୍ୟ ଦେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୩୩ ମିଲିୟନରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି ଏଥି ସହିତ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ଵ ଦର୍ଶକ ଏହାକୁ ଲାଇକ କରିଛନ୍ତି। ତେବେ ଆପଣ ମାନେ ମଧ୍ୟ ଏହି ରୋମାଞ୍ଚକର ଭିଡିଓକୁ ଦେଖି ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।