ସବୁ ସମୟ ଖବର ସାଥିରେ

ଲେମ୍ବୁ ପାଣିରେ ଏହାକୁ ମିଶେଇ ପିଅନ୍ତୁ, ପୁରୁଣା ରୁ ପୁରୁଣା ଚର୍ବି ମହମ ଭଳି ତରଳି ଯିବ !ଆପଣାନ୍ତୁ ଏହି ଘୋରାଇ ଉପାୟ…

0 19

ଆଜିର ଆଧୁନିଜ ଯୁଗରେ ସମସ୍ତେ ସ୍ଲିମ ଫିଟ ରହିବା ପାଇଁ ବହୁତ ପ୍ରୟାସ କରି ଥାନ୍ତି |କିନ୍ତୁ ଆମର ଶାରୀରିକ କାର୍ଯ୍ୟ କମିଯିବା ଫଳରେ ମାତ୍ର କିଛି ଦିନରେ ନିଜର ସ୍ୱାସ୍ଥ୍ୟ ବଢ଼ି ଜୀବ ସହିତ ଚର୍ବି ଜମା ହୋଇ ଯାଇଥାଏ | ଏବଂ ଏହି ଚର୍ବି ଜମା ହେବା ଫଳରେ କଲେଷ୍ଟରୋଲ ଭଳି ବିଭିନ୍ନ ମାରାତ୍ମକ ରୋଗର ଶିକାର ହୋଇ ଥାଉ | ବିଭିନ୍ନ ଫାଷ୍ଟ ଫୁଡ, ଜଙ୍କ ଫୂଡ ଓ ତୈଳ ଜାତୀୟ ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ମଧ୍ୟ ଚର୍ବି ବା ଫେଟ ଆମ ଶରୀରରେ ବଢ଼ିବାରେ ଲାଗିଥାଏ |
ଆଜି ଆମେ ଆପଣଙ୍କୁ ଏମିତି ଏକ ଫେଟ ଲସ ପାଇଁ ଏକ ଡ୍ରିଙ୍କ ବିଷୟରେ ଜଣାଇବାକୁ ଯାଉଅଛୁ | ଯଦି ଆପଣ ନିଜର ଫେଟ କୋମଇବା ପାଇଁ ଡ଼ାଇଟିଂ କରୁଛନ୍ତି ତାହେଲେ ଆପଣ ଖାଦ୍ୟରେ ଏହାକୁ ନିଶ୍ଚିତ ଭାବରେ ଆଡ଼ କରନ୍ତୁ | ଏହି ଡ୍ରିଙ୍କ ଆପଣଙ୍କୁ ଖାଦ୍ୟ ନ ଖାଇଲେ ମଧ୍ୟ ବହୁତ ଶକ୍ତି ଦେବ | ଆପଣଙ୍କ ମେଟାବୋଲିକ ରେଟ ବହୁତ ଫାଷ୍ଟ ହେବ | ଏହାକୁ ସମସ୍ତେ ବ୍ୟବହାର କରିପାରିବେ | ଯଦି ଆପଣଙ୍କର ହାର୍ଟ ପ୍ରୋବ୍ଲେମ, ଥାଇରୋଏଡ଼, ପିସିଓଡି ଅଛି ତାହେଲେ ଆପଣ ଏହାକୁ ନିଶ୍ଚିତ ବ୍ୟବହାର କରନ୍ତୁ | ଏହା ୱେଟ ଲସ ସହିତ ବହୁତ ସ୍ୱାସ୍ଥ୍ୟକର ହୋଇଥାଏ | ଯଦି ଆପଣ ଥାଇରୋଏଡ଼ କାରଣରୁ ୱେଟ ଲସ କରି ପାରୁ ନାହାନ୍ତି ତାହେଲେ ଏହାକୁ ସେବନ କରନ୍ତୁ | ତେବେ ଆସନ୍ତୁ ଜାଣି ନେବା ଏହି ଡ୍ରିଙ୍କ ବିଷୟରେ |
ଆବଶ୍ୟକ ଉପକରଣ :-
1.ଚିଆ ସିଡ
2. ଲେମ୍ବୁ
3. ମହୁ
4. ଡାଲଚିନି ପାଉଡରପ୍ରସ୍ତୁତ ପ୍ରଣାଳୀ :-ଆପଣ ସକାଳୁ ଏକ ଚାମଚ ଚିଆ ସିଡକୁ ନେଇ ଗରମ ପାଣିରେ ଭିଜାଇ ରଖନ୍ତୁ | ଚିଆ ସିଡ ଆପଣଙ୍କୁ ମାର୍କେଟରେ ସହଜରେ ମିଳିଯିବ | ଏହା ଆପଣଙ୍କ ବ୍ଲଡ଼ ସୁଗରକୁ କଣ୍ଟ୍ରୋଲ କରିବା ସହିତ ଏଥିରେ ପ୍ରଚୁର ମାତ୍ରାରେ ଫାଇବର ମିଳିଥାଏ | ଏହା ଆପଣଙ୍କ ଲିଭରକୁ ଠିକ ରଖିଥାଏ | କଲେଷ୍ଟରଲ କୋଣଇବା ସହ ମେଟାବୋଲିକ ରେଟ ହାୟ କରିଥାଏ | ଏହାକୁ ଅଧା ଘଣ୍ଟା ପାଇଁ ଭିଜାଇ ରଖିଲା ପରେ ଏହା ଫୁଲି ଯାଇଥାଏ |
ଏହା ପରେ ଆପଣ ଏକ ଗ୍ଲାସ ଉଷୁମ ପାଣି ନିଅନ୍ତୁ | ଏଥିରେ ଏକ ଲେମ୍ବୁକୁ ଭଲ ଭାବରେ ଚିପୁଡ଼ି ଦିଅନ୍ତୁ | ଲେମ୍ବୁ ଆପଣଙ୍କୁ ଫେଟ ଲସରେ ସାହାଯ୍ୟ କରିଥାଏ | ଭିଜାଇ ରଖିଥିବା ଚିଆ ସିଡ଼କୁ ଅଧା ମିଶାନ୍ତୁ | ଏହା ପରେ ଏକ ଚାମଚ ମହୁ ମିଶାନ୍ତୁ | ମହୁ ଆପଣଙ୍କର ମେଟାବୋଲିକ ରେଟ ବଢ଼ାଇ ଥାଏ | ଏବେ ଏଥିରେ ଅଳ୍ପ ମାତ୍ରାରେ ଡାଲଚିନି ପାଉଡର ମିଶାନ୍ତୁ | ଯଦି ଆପଣଙ୍କୁ ଡାଲଚିନି ଭଲ ନା ଲାଗେ ତାହେଲେ ଗୋଟିଏ ଚାମଚ ଅଦା ରସ ମିଶାନ୍ତୁ | ଏବେ ଏହି ଡ୍ରିଙ୍କ ପ୍ରସ୍ତୁତ ହୋଇଗଲା |

ବ୍ୟବହାର :-ଏହାକୁ ଆପଣ ସକାଳୁ ଖାଲି ପେଟରେ ସେବନ କରନ୍ତୁ | ଏହାର ଅଧା ଘଣ୍ଟା ପରେ ବ୍ରେକଫାଷ୍ଟ କରନ୍ତୁ | ଏହି ଭଳି ରାତିରେ ମଧ୍ୟ ଆପଣଙ୍କୁ ସେବନ କରିବାକୁ ପଡିବ | ଏମିତି ମାତ୍ର ପନ୍ଦର ଦିନ କଲେ ଆପଣଙ୍କର ବହୁତ ପୁରୁଣା ଚର୍ବି କମିବାରେ ଲାଗିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।