
IAS INTERVIEW -ବାହାଘର ପରେ ଝିଅ ମାନଙ୍କର କଣ ସବୁ ଜିନିଷ ବଦଳି ଯାଇଥାଏ ?ଦମ୍ ଅଛି ତ ପ୍ରଶ୍ନର ଉତ୍ତର ଦିଅ..
ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ଓ ତାର ଉତ୍ତର ନେଇ ଆସିଛ।ତେବେ ଆସନ୍ତୁ ସେହି ଭଳି କିଛି ମଜାଦାର ପ୍ରଶ୍ନ ଓ ତାର ଉତ୍ତର କଣ ରହିଛି ସେ ବାବଦରେ ଆଲୋଚନା କରିବା।
ପ୍ରଶ୍ନ ୧. ଜଣେ ବାପା ତା ଝିଅକୁ ଗୋଟିଏ ଫଳ ଦେଲା କହିଲା ଭୋକ କଲେ ଖାଇଦେବୁ, ଶୋଷ କଲେ ପିଇ ଦେବୁ, ଏବଂ ଶୀତ ଲାଗିଲେ ଜଳାଇ ଦେବୁ?
ଉତ୍ତର:- ଏହାର ଉତ୍ତର ରହିଛି ନଡ଼ିଆ। ଆମେ ନଡ଼ିଆକୁ ଭୋକ ଲାଗିଲେ ଖାଇ ପରିବା ଶୋଷ ଲାଗିଲେ ପିଇ ପାରିବା ଏବଂ ଯଦି ଆମକୁ ଶୀତ ଲାଗେ ତେବେ ଆମେ ନଡ଼ିଆର ଚୋପା ଛଡ଼ାଇ ଜଳାଇ ପାରିବା।
ପ୍ରଶ୍ନ ୨. କହିବନି କହିଲେ ଏ ଘର ରହିବନି, ଏହା କେଉଁ ଅର୍ଥରେ କୁହା ଯାଇଛି?
ଉତ୍ତର:- ଏହାର ଅର୍ଥ ହେଉଛି ସତ୍ କଥା ସମସ୍ତଙ୍କୁ ବାଧେ
ପ୍ରଶ୍ନ ୩. ମିଠାଇ ନୁହେଁ କିନ୍ତୁ ମୁଁ ବହୁତ୍ ମିଠା ଲାଗେ, ମୁଁ ହତିଆର୍ ନୁହେଁ କିନ୍ତୁ ସିଧା ଅଟେ, ମୋତେ ଖାଇ ପାରନ୍ତି ନାହିଁ କିନ୍ତୁ ଖାଆନ୍ତି କିନ୍ତୁ ଅଧା ଖାଇ ପୁଣି ଫୋପାଡି ଦିଅନ୍ତି?
ଉତ୍ତର:- ଏହାର ଉତ୍ତର ହେଉଛି ଆଖୁ
ପ୍ରଶ୍ନ ୪. ନିଜ ପାଖରେ ରହି ଥିବା ଟଙ୍କାକୁ ଖୁବ୍ ଶୀଘ୍ର ଦୁଇ ଗୁଣ କିପରି କରିବା?
ଉତ୍ତର:- ଦର୍ପଣ ସାମ୍ନାରେ ରଖି
ପ୍ରଶ୍ନ ୫.ଗୋଟିଏ ରୁମାଲର ଚାରୋଟି କୋଣ , ଗୋଟିଏ କୋଣ କାଟି ଦେଲେ ଆଉ କେତୋଟି କୋଣ ରହିବ ?
ଉତ୍ତର:- ଏହାର ଉତ୍ତର ଜାଣିବା ପାଇଁ ଆମେ ଗୋଟିଏ ରୁମାଲ ନେବା ଆଉ ତାହାର ଗୋଟିଏ କୋଣକୁ କାଟି ଦେବା ତାହାଲେ ୫ଟି କୋଣ ସୃଷ୍ଟି ହେବ।
ପ୍ରଶ୍ନ ୬. ହଲିଥାଏ କିନ୍ତୁ ଗଛ ନୁହେଁ,ଚାଲି ଥାଏ କିନ୍ତୁ ଗାଡ଼ି ନୁହେଁ, ଟିକି ଟିକି କରେ କିନ୍ତୁ ଘଣ୍ଟା ନୁହେଁ?
ଉତ୍ତର:- ଟାଇପ ମେସିନ
ପ୍ରଶ୍ନ ୭. ତାହା କେଉଁ ଜିନିଷ ଯାହା ଯାହାକୁ ଫ୍ରିଜ୍ ରେ ରଖିଲେ ମଧ୍ୟ ଗରମ ରୁହେ?
ଉତ୍ତର:- ଗରମ ମସଲା
ପ୍ରଶ୍ନ ୮. ତାହା କଣ ଯାହା ଭାଇର ଦୁଇଟି ଓ ଭଉଣୀ ମେ ତିନୋଟି ରହିଥାଏ?
ଉତ୍ତର:- ଏହାର ଉତ୍ତର ହେଉଛି ଅକ୍ଷର। ଭାଈ ଦୁଇ ଅକ୍ଷର ଓ ଭଉଣୀ ତିନି ଅକ୍ଷର।
ପ୍ରଶ୍ନ ୯. କାହାର ଚାରୋଟି ଗୋଡ ଥାଇ ମଧ୍ୟ ସେ ଚାଲି ପାରେ ନାହିଁ?
ଉତ୍ତର:- ଟେବୁଲ୍
ପ୍ରଶ୍ନ ୧୦. ତାହା କେଉଁ ଶବ୍ଦ ଯାହାକୁ ଆମେ ଲେଖିଥାଉ କିନ୍ତୁ ପଢ଼ୁ ନାହିଁ?
ଉତ୍ତର:- ଏହାର ଉତ୍ତର ହେଉଛି ନାହିଁ
ପ୍ରଶ୍ନ ୧୧. ବାହାଘର ପରେ ଝିଅ ମାନଙ୍କର କଣ ବଦଳି ଯାଇଥାଏ?
ଉତ୍ତର:- ଏହାର ଉତ୍ତର ହେଉଛି ଟାଇଟଲ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।