ସବୁ ସମୟ ଖବର ସାଥିରେ

ବଡ଼ ଦୁଃଖ ଖବର, ବିବାହର ମାତ୍ର 1 ମାସ ପରେ କାନ୍ଦୁଛନ୍ତି Ollywood କମେଡିଆନ୍ ପ୍ରଜ୍ଞା ଓସ୍ତ୍ରୀ ସୁନନ୍ଦା…ପୁରା ରହସ୍ୟ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ….

0 242

ଓଲିଓଡ଼ ଇଣ୍ଡଷ୍ଟ୍ରି ର ସବୁଠୁ ପପୁଲାର କମେଡିଆନ ପ୍ରଜ୍ଞା ଙ୍କୁ ତ ଆପଣ ବେସ ଭଲ ଜାଣି ଥିବେ | ଯିଏ କି ନିଜ କମେଡି ମାଧ୍ୟମ ରେ ଅନେକ ଦର୍ଶକ ଙ୍କ ମୁହଁ ରେ ହସ ଫୁଟାଇ ଥାଆନ୍ତି | ସେ ଅନେକ ଫିଲ୍ମ ରେ ମଧ୍ୟ ନିଜ କମେଡି ଚରିତ୍ର ରେ ଆସିଛନ୍ତି ଆଉ କେବଳ ଫିଲ୍ମ ରେ ନୁହେଁ ବରଂ ଅନେକ ରିୟାଲିଟି ସୋ ରେ ମଧ୍ୟ ସେ ଆସିଛନ୍ତି | ଆଉ ତାଙ୍କ ପ୍ରତି ଟି କଥା ରେ ବହୁତ ମଜାଦାର ଥାଏ ଯାହାକୁ ଲୋକ ମାନେ ଦେଖିବାକୁ ପାଗଳ ପରି ହୋଇ ଥାଆନ୍ତି | ଆଉ ସେ ତାଙ୍କର ଏହି ପ୍ରତିଭା ଦ୍ୱାରା ଘରେ ଘରେ ପରିଚିତ ହୋଇ ପାରିଛନ୍ତି |

ତେବେ 2 ମାସ ହେବ କମେଡିଆନ ପ୍ରଜ୍ଞା ବିବାହ କରିଛନ୍ତି ଯାହାର ଭିଡ଼ିଓ ଆପଣ ସୋସିଆଲ ମିଡ଼ିଆ ରେ ଦେଖି ଥିବେ ନିହାତି | ଏହି କିଛି ଦିନ ତଳେ ହିଁ ପ୍ରଜ୍ଞା ବିବାହ ବନ୍ଧନ ରେ ବାନ୍ଧି ହୋଇ ଯାଇଛନ୍ତି | ତେବେ ପ୍ରଜ୍ଞା ତାଙ୍କ ଫ୍ରେଣ୍ଡ ସୁନନ୍ଦା ଙ୍କୁ ବିବାହ କରିଛନ୍ତି, ଆପଣ ମାନେ ସୁନନ୍ଦା ଙ୍କୁ ବି ବେସ ଭଲ ଭାବରେ ଜାଣନ୍ତି | କାରଣ ସୁନନ୍ଦା ମଧ୍ୟ ଖୁବ ଚମତ୍କାର ଅଭିନେତ୍ରୀ ଅଟନ୍ତି ସେ ମଧ୍ୟ ଏକ ହାସ୍ୟ କଳାକାର ଅଟନ୍ତି | ଏହା ସହିତ ସେ ଏବେ ଧାରାବାହିକ ରେ ମଧ୍ୟ ନେଗେଟିଭ କ୍ୟାରେଟର ରେ ଅଭିନୟ କରୁଛନ୍ତି |

ଆପଣ ତ ଜାଣନ୍ତି ରାଜବୀର ଙ୍କ ପାଇଁ ଏବେ ସମସ୍ତେ ଭଗବାନ ପାର୍ଥନା କରୁଛନ୍ତି କି ସେ ଖୁବ ଜଲଦି ସୁସ୍ଥ ହୋଇ ଯାଆନ୍ତୁ, ସେଭଳି ଭାବେ ପ୍ରଜ୍ଞା ଓ ସୁନନ୍ଦା ମଧ୍ୟ ଏକ ଭିଡ଼ିଓ ମାଧ୍ୟମ ରେ ରାଜବୀର ଙ୍କ ପାଇଁ ସାହାଯ୍ୟ ମାଗିଛନ୍ତି | ସୁନନ୍ଦା କହିଛନ୍ତି କି, ମୁଁ ଆପଣ ଙ୍କୁ ଏକ ଅନୁରୋଧ କରିବା ପାଇଁ ଚାହୁଁଛି ଆଶା କରୁଛି ଆପଣ ମାନେ ମୋ କଥା କୁ ରଖିବେ |

ଏକ ଛୋଟ ଛୁଆ ରାଜବୀର ରଣା ବହୁତ ଅସୁସ୍ଥ ଅଛନ୍ତି, ଯେତେ ବି ଆପଣଙ୍କ ପାଖରେ ସମ୍ଭବ ହୋଇ ପାରିବ ଅଳ୍ପ ହେଉ ପଛେ ଆପଣ ତାଙ୍କୁ ସାହାଯ୍ୟ କରନ୍ତୁ | ଗୋଟେ ଛୁଆ ର ଆଗାମୀ ଭବିଷ୍ୟତ କାରଣ ତାର ବି ଇଚ୍ଛା ଅଛି ଏହି ଦୁନିଆଁ କୁ ଦେଖିବ ଆଉ ଏକ ସୁନ୍ଦର ଜୀବନ ବଞ୍ଚିବ ଏଣୁ ଦୟା କରି ସାହାଯ୍ୟ କରନ୍ତୁ |

ସେଭଳି ଭାବେ ପ୍ରଜ୍ଞା ମଧ୍ୟ ଦୁଃଖ ପ୍ରକାଶ କରି କହିଛନ୍ତି କି, ଓଡ଼ିଶା ଏବଂ ଓଡ଼ିଶା ବାହାରେ ଯେଉଁ ମାନେ ଅଛନ୍ତି ସମସ୍ତେ ଦୟା କରନ୍ତୁ ଏହି ଛୋଟ ଛୁଆ ଉପରେ | ଆମେ ମଣିଷ ଜନ୍ମ ପାଇଛୁ ଅନ୍ୟ କୁ ସାହାଯ୍ୟ କରିବା ପାଇଁ କାରଣ ଭଗବାନ କହିଛନ୍ତି ମାନବ ସେବା ହିଁ ହେଉଛି ମାଧବ ସେବା | ତେଣୁ ଆମ ମାଟିର ଜଣେ ପୁଅ ରାଜବୀର ରଣା ଯାହାଙ୍କର ଦେହ ବହୁତ ଅସୁସ୍ଥ ଅଛି ଏବଂ ବହୁତ ଟଙ୍କାର ଆବଶ୍ୟକ ରହୁଛି | 1 ଟଙ୍କା ର ବି ମୂଲ୍ୟ ଅଛି ଏଣୁ ଯାହାର ଯେତିକି ସକ୍ଷମ ଅଛି ଆପଣ ମାନେ ତାଙ୍କୁ ସାହାଯ୍ୟ କରନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।