
Life Style- ବାଛନ୍ତୁ ଯେ କୌଣସି ଗୋଟିଏ ରଙ୍ଗର ପଙ୍ଖ ଓ ଜାଣନ୍ତୁ ନିଜ ଚମକ୍ତାର ଭବିଷ୍ୟତ ବିଷୟରେ ସବୁ କିଛି..
ଆଜି ଆମେ ଆପଣ ମାନଙ୍କୁ ୪ ପ୍ରକାର ଅଲଗା ଅଲଗା ପକ୍ଷୀର ପର ଦେଖାଇବୁ ଯାହା ଆପଣଙ୍କ ଜୀବନର କିଛି ଖାସ୍ କଥା କହିବ। ପର ଉଡ଼ିବା ଏକ ସାଧନା ଅଟେ ଏହା ପକ୍ଷୀ ମାନଙ୍କ ପାଇଁ ଜୀବନ ଓ ଆମ ମାନଙ୍କ ପାଇଁ ଚିନ୍ତା ଓ ଭାବନାକୁ ନେଇ ନୂତନ ଦିଗ ଦେଖାଇଥାଏ। ଭାବନା ଓ ବିଚାରରୁ ହିଁ ମନୁଷ୍ୟର ବ୍ୟକ୍ତିତ୍ଵ ଜଣା ପଡ଼ିଥାଏ। ତେବେ ମନୋବିଜ୍ଞାନୀ ମାନଙ୍କ ମତରେ ଆପଣଙ୍କ ପସନ୍ଦିତ ପର ହିଁଆଧାରିତ ବ୍ୟକ୍ତି ବାବଦରେ ବହୁତ୍ କିଛି କହିଥାଏ।
ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି ଖାସ୍ କଥା କହିବୁ। ଯାହା ଆପଣ ଏହି ନିଜେ ମଧ୍ୟ ଜାଣି ନଥିବେ।ସେଥି ପାଇଁ ଆପଣଙ୍କୁ ଆମ ସ୍କ୍ରିନରେ ଦିଆ ଯାଇଥିବା ୪ ପକ୍ଷୀର ପର ମଧ୍ୟରୁ ଗୋଟିଏ ପରକୁ ଚୟନ୍ କରିବାକୁ ପଡ଼ିବ। ତେବେ ଆପଣ ସ୍କ୍ରିନ୍ ଉପରେ ଥିବା ଗୋଟିଏ ପକ୍ଷୀର ପରକୁ ଚୟନ କରି ନିଜ ଜୀବନ ବାବଦରେ କିଛି ବିଶେଷ କଥା ଜାଣନ୍ତୁ।
୧.ଯଦି ଆପଣ ପ୍ରଥମ ପରଟିକୁ ବାଛିଛନ୍ତି ତାହାଲେ ଜାଣି ରଖନ୍ତୁ ଆପଣ ବହୁତ ଧୌର୍ଯ୍ୟବାନ ଅଟନ୍ତି ଏବଂ ବହୁତ୍ ଜ୍ଞାନୀ ମଧ୍ୟ ଅଟନ୍ତି। ଅଧିକ ଜ୍ଞାନୀ ହୋଇଥିବା କାରଣରୁ ସବୁ ସମୟରେ ଆପଣ ଉଚ୍ଚ ସ୍ତରରେ ରହିଥାନ୍ତି । ଏହା ସହିତ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇଥାଏ। ଏମାନେ ଅତ୍ୟନ୍ତ ପବିତ୍ରମନାର ବ୍ୟକ୍ତି ହୋଇଥାନ୍ତି।
୨. ଯଦି ଆପଣ ଦ୍ୱିତୀୟ ପରଟିକୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ କି ଆପଣ ଖୁବ୍ ସରଳ ଅଟନ୍ତି। ଯିଏ କେହି ବି ଆପଣଙ୍କୁ ସହଜରେ ବୋକା ବନାଇ ପାରିବ। କିନ୍ତୁ ଭଗବାନଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସବୁ ସମୟରେ ରହିଥାଏ। ଯେଉଁଥି ପାଇଁ ବିପଦ ଯେତେ ବଡ ହେଲେ ବି ତାହା ଖୁବ୍ ଶୀଘ୍ର ଟଳି ଯାଇଥାଏ।
୩.ଯଦି ଆପଣ ତୃତୀୟ ପରକୁ ଚୟନ୍ କରିଛନ୍ତି ତାହାଲେ ଆପଣ ଜାଣି ନିଅନ୍ତୁ କି ଆପଣ ଦେଖିବାକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ଅଟନ୍ତି। ଯିଏ ଆପଣଙ୍କ ସହିତ ଥରୁଟିଏ ମିଶି ଥାନ୍ତି ଆପଣଙ୍କୁ ତାଙ୍କ ଜୀବନରେ କେବେ ବି ଭୁଲି ପାରନ୍ତି ନାହିଁ। ଆପଣଙ୍କର ଗୋଟିଏ ବିଶେଷ ଗୁଣ ହେଉଛି ଆପଣ ବହୁତ୍ ଖୋଲା ହୃଦୟର ଆପଣ ନିଜେ ଖୁସି ହେବା ସହିତ ଅନ୍ୟକୁ ମଧ୍ୟ ଖୁସି ବାଣ୍ଟିଥାନ୍ତି।
୪. ଆପଣ ଯଦି ଏହି ଚତୁର୍ଥ ପରକୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ କି ଆପଣ ଖୁବ୍ ପରିଶ୍ରମୀ ଏବଂ ବୁଦ୍ଧିମାନ। ଆପଣ କାହା ଉପରେ ବି ନିର୍ଭର କରି ନଥାନ୍ତି।କିନ୍ତୁ ଟିକିଏ ଟିକିଏ କଥାରେ ରାଗି ଯାଆନ୍ତି ସେଥି ପାଇଁ ବେଳେବେଳେ ଆପଣଙ୍କୁ ବିଭିନ୍ନ ସମସ୍ୟା ଦେଇ ଗତି କରିବା ପାଇଁ ପଡ଼ିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।