ସବୁ ସମୟ ଖବର ସାଥିରେ

ବାଛନ୍ତୁ ଗୋଟିଏ ରଙ୍ଗର ହୃଦୟ ଓ ଜାଣନ୍ତୁ ଆପଣଙ୍କର ଭବିଷ୍ୟତ ବିଷୟରେ କିଛି ଖାସ କଥା…

0 32

ଆଜି ଆମେ ଆପଣଙ୍କୁ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି ଖାସ୍ କଥା କହିବୁ। ଯାହା ଆପଣ ଏହି ନିଜେ ମଧ୍ୟ ଜାଣି ନଥିବେ।ସେଥି ପାଇଁ ଆପଣଙ୍କୁ ଆମ ଦ୍ୱାରା ଦିଆ ଯାଇଥିବା ୩ ଟି ରଙ୍ଗର ହାର୍ଟ ମଧ୍ୟରୁ ଗୋଟିଏ ହାର୍ଟକୁ ଚୟନ୍ କରିବାକୁ ପଡ଼ିବ।ଏଥିରେ ରହିଛି ନୀଳ ରଙ୍ଗର ହାର୍ଟ,ସବୁଜ ରଙ୍ଗର ହାର୍ଟ ଏବଂ ନାଲି ରଙ୍ଗର ହାର୍ଟ ।ତେବେ ଆପଣ ଏହି ୩ ଟି ରଙ୍ଗର ହାର୍ଟ ମଧ୍ୟରୁ ଗୋଟିଏ ହାର୍ଟକୁ ଚୟନ୍ ଏବଂ ଜାଣନ୍ତୁ ଆପଣଙ୍କ ଜୀବନର କିଛି ଖାସ୍ କଥା ଏବଂ ଆପଣଙ୍କ ଭବିଷ୍ୟତ।

୧.ନୀଳ ରଙ୍ଗ ହାର୍ଟ:-

ଆପଣ ଯଦି ନୀଳ ରଙ୍ଗର ହାର୍ଟକୁ ଚୟନ କରିଛନ୍ତି ତେବେ ଜାଣି ରଖନ୍ତୁ କି a ଆପଣ ଖୁବ୍ ଶାନ୍ତ ଓ ସରଳ ସ୍ୱଭାବର ବ୍ୟକ୍ତି ଅଟନ୍ତି। ତେବେ ଆପଣ ଖୁବ୍ ସରଳ ହୋଇଥିବାରୁ କିଛି ଲୋକେ ଏହାର ଫାଇଦା ମଧ୍ୟ ଉଠାଇଥାନ୍ତି। ଆପଣ କରୁଥିବା ସବୁ କାର୍ଯ୍ୟ ସଫଳ ହୋଇଥାଏ।ଆପଣ ଆତ୍ମବିଶ୍ବାସ ଏହା ସହିତ ଖୁବ୍ ପରିଶ୍ରମୀ ମଧ୍ୟ। ତେବେ କିଛି ଦୁଷ୍ଟ ପ୍ରକୃତିର ଲୋକେ ଆପଣଙ୍କୁ ହଇରାଣ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ।


୨. ସବୁଜ ରଙ୍ଗ ହାର୍ଟ:-

ଆପଣ ଯଦି ସବୁଜ ରଙ୍ଗ ହାର୍ଟକୁ ବାଛିଛନ୍ତି ତେବେ ଆପଣ ଜାଣି ରଖନ୍ତୁ କି ଆପଣଙ୍କ ସମୟ ଏଇ କିଛି ଦିନ ହେଲା ଠିକ୍ ଚାଲି ନାହିଁ। କିନ୍ତୁ ଏହି ସମୟ ଆପଣଙ୍କର ଖୁବ୍ ଶୀଘ୍ର ଚାଲିଯିବ। ଏବଂ ଆପଣଙ୍କ ଜୀବନରେ ଅଚାନକ ଏକ ନୂଆ ମୋଡ଼ରେ ଛିଡା ହେବ ଯାହା ଆପଣଙ୍କୁ ଅଚାନକ କୌଣସି ବଡ ଗୁପ୍ତ ଧନର ସନ୍ଧାନ ଦେବ। ତେବେ ଏକଥା ମଧ୍ୟ ଜାଣି ରଖନ୍ତୁ କି ଆପଣ ଖୁବ୍ ବୁଦ୍ଧିମାନ କିନ୍ତୁ ବେଳେ ବେଳେ ଆପଣ ସାମାନ୍ୟ ଭୁଲ କରି ବସନ୍ତି ଯେଉଁଥି ପାଇଁ ଆପଣଙ୍କୁ ଖୁବ୍ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ।

୩.ନାଲି ରଙ୍ଗ ହାର୍ଟ:-

କଡ଼ି ଆପଣ ଏହି ରଙ୍ଗର ହାର୍ଟକୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ କି ଆପଣ ଦେଖିବାକୁ ଖୁବ୍ ସୁନ୍ଦର୍ ଏବଂ ଆକର୍ଷଣୀୟ ମଧ୍ୟ। ତେବେ ନିଜର ସୁନ୍ଦର୍ ଚେହେରାକୁ ନେଇ ଟିକିଏ ଗର୍ବ ମଧ୍ୟ କରିଥାନ୍ତି। ଏହା ସହିତ ଆପଣ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କାହା ପାଖରେ ଆଲୋଚନା କରିବା ପାଇଁ ପସନ୍ଦ କରନ୍ତି ନାହିଁ।ଏହାଛଡା ଆପଣ ଖୁବ୍ ପରିଶ୍ରମୀ। ଆପଣ କାହା କଥା ଶୁଣନ୍ତୁ ନାହିଁ ସର୍ବଦା ନିଜ ଇଚ୍ଛା ମୁତାବକ କାମ କରିବା ପାଇଁ ପସନ୍ଦ କରିଥାନ୍ତି। ତେବେ ଆପଣଙ୍କ ଜୀବନରେ ଖୁବ୍ ଶୀଘ୍ର ଖୁସି ଖବର ଶୁଣିବା ପାଇଁ ମିଳିବ ଯାହାକୁ ନେଇ ଆପଣ ନିଜକୁ ଭାଗ୍ୟବାନ ମନେ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।