ସବୁ ସମୟ ଖବର ସାଥିରେ

Jotisha Sastra – ବାଛନ୍ତୁ ନିଜର ଜନ୍ମ ବର୍ଷ, ଆଉ ଜାଣନ୍ତୁ ନିଜର ଚମକ୍ତାର ଭବିଷ୍ୟତ ବିଷୟରେ…

0 28

ଯଦି ଆପଣ ୧୯୮୧ ରୁ ୨୦୦୦ ମସିହା ମଧ୍ୟରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆମେ ଆଜି ଆପଣଙ୍କର ଭବିଷ୍ୟତ ବାବଦରେ କିଛି ଖାସ କଥା କହିବା ପାଇଁ ଯାଉଛୁ। ଯାହା ଆପଣ କେବେ କଳ୍ପନା ମଧ୍ୟ କରି ନଥିବେ।ଜ୍ୟୋତିଷ ଶାସ୍ତ୍ର ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ସମୟ, ଜନ୍ମ ତାରିଖ,ଜନ୍ମସ୍ଥାନ ଓ ଜନ୍ମ ମସିହା ସେହି ବ୍ୟକ୍ତି ବିଷୟରେ କିଛି ଗୁପ୍ତ ରହସ୍ୟ ଜଣାଇ ଥାଏ। ସେହିପରି ତେବେ ବ୍ୟକ୍ତିର ଜନ୍ମ ମସିହାର ଖୁବ୍ ମହତ୍ତ୍ୱ ରଖିଥାଏ।ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ଜନ୍ମ ମସିହାକୁ ଅନୁଧ୍ୟାନ କରି ବ୍ୟକ୍ତିର ବ୍ୟକ୍ତିତ୍ଵ କିପରି ଆକଳନ କରା ଯାଇଥାଏ। ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ ୧୯୮୧ ରୁ ୨୦୦୦ ମସିହା ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ଜୀବନର କିଛି ଖାସ୍ ରହସ୍ୟ।
୧.୧୯୮୧ ଓ ୧୯୯୪:-ଯଦି ଆପଣ ୧୯୮୧ ଓ ୧୯୯୪ ରେ ଜନ୍ମ ଗ୍ରହଣ କରିଛନ୍ତିତେବେ ଜାଣି ରଖନ୍ତୁ କି ଆପଣ ଶାନ୍ତ ଓ ସରଳ ସ୍ୱଭାବର ଅଟନ୍ତି। ଆପଣଙ୍କୁ ସମସ୍ତଙ୍କୁ ଖୁବ୍ ଶୀଘ୍ର ବିଶ୍ଵାସ କରି ନିଅନ୍ତି ଯେଉଁଥି ପାଇଁ ବେଳେବେଳେ ଅସୁବିଧାରେ ପଡ଼ି ଯାଇଛନ୍ତି।୨.୧୯୮୨ ଓ ୧୯୯୮:-ଯେଉଁମାନେ ୧୯୮୨ ଓ ୧୯୯୮ ରେ ଜନ୍ମଗ୍ରହଣ କରିଛନ୍ତି ସେମାନେ କଠିନ ପରିଶ୍ରମ ପରିଶ୍ରମୀ ଏବଂ ଆତ୍ମବିଶ୍ବାସୀ ହୋଇଥାନ୍ତି।୩.୧୯୮୪ ଓ ୧୯୮୫:-ଏମାନେ ଖୁବ୍ ବହୁତ ଭାଗ୍ୟଶାଳୀ ଓ ସ୍ୱଭାବରେ ଖୁବ୍ ଭଲ ହୋଇଥାନ୍ତି। ଏହି ମସିହାରେ ଜନ୍ମ ନେଇଥିବା ବ୍ୟକ୍ତିମାନେ ନିଜ ଜୀବନସାଥୀକୁ ଖୁବ୍ ଭଲ ପାଇଥାନ୍ତି। ଆଉ ସେମାନଙ୍କ ଜୀବନରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ।
୪.୧୯୮୩ ଓ ୧୯୮୭:-ଏହି ମସିହାରେ ଜନ୍ମ ନେଇଥିବା ବ୍ୟକ୍ତିମାନଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଚିନ୍ତାରେ ରହିଥାନ୍ତି। ପାରିବାରିକ ସମସ୍ୟା ଦେଇ ଗତି କରିଥାନ୍ତି।୫.୧୯୮୬ ଓ ୧୯୯୯:-ଏହି ମସିହାରେ ଯେଉଁ ମାନେ ଜନ୍ମ ହୋଇଥାଆନ୍ତି ସେମାନେ ଦେଖିବାକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି।୬.୧୯୮୮ ଓ ୧୯୯୩:-ଏମାନେ ଦୟାଳୁ ସ୍ୱଭାବର ଅଟନ୍ତି। ଏମାନଙ୍କୁ ସହଜରେ କେହିବି ବୋକା ବନେଇ ଦେଇଥାଏ।୭.୧୯୮୯ ଓ ୧୯୯୦:-ଏମାନେ ଖୁବ୍ ରାଗି ଓ ଗର୍ବି ସ୍ୱଭାବର ଅଟନ୍ତି। ଯେଉଁଥି ପାଇଁ ବେଳେବେଳେ ଏମାନଙ୍କୁ ଅପଦସ୍ତ ହେବା ପାଇଁ ପଡେ।୮.୧୯୯୬ ଓ ୧୯୯୭:-ଏମାନେ ତାଙ୍କର ବୁଦ୍ଧି ଦ୍ଵାରା ସହଜରେ କାହାକୁ ବି ପରାସ୍ତ କରି ପାରନ୍ତି। ଏମାନଙ୍କର ଗୋଟିଏ ଭଲ ଗୁଣ ହେଉଛି ଏମାନେ ଖୁବ୍ ପରଉପକାରୀ ଅଟନ୍ତି।

୯.୧୯୯୨-୧୯୯୫:-ଏମାନେ ତାଙ୍କ ପରିବାରକୁ ନେଇ ବେଶ୍ ଖୁସି ରହିଥାନ୍ତି।ସମାଜରେ ମାନସମ୍ମାନର ଅଧିକାରୀ ହୋଇଥାନ୍ତି। ଜ୍ଞାନୀଗୁଣୀ ମାନଙ୍କ ମେଳରେ ରହିବା ପାଇଁ ଅଧିକ ପସନ୍ଦ କରନ୍ତି।୧୦.୧୯୯୧ ଓ ୨୦୦୦ :-ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ବହୁତ୍ ଚତୁର ସ୍ୱଭାବର ଏବଂ ଖୁବ୍ ଧୋର୍ଯ୍ୟବାନ୍। ଏମାନେ କାହାକୁ ଖାତିର କରନ୍ତି ନାହିଁ। ଇଚ୍ଛା ଅନୁସାରେ କାମ କରିବା ପାଇଁ ପସନ୍ଦ କରନ୍ତି।