ସବୁ ସମୟ ଖବର ସାଥିରେ

life style – ବାଛନ୍ତୁ ଗୋଟିଏ ସ୍ୱସ୍ତିକ ଚିହ୍ନ ଓ ଜାଣନ୍ତୁ ଏହା ଆପଣଙ୍କ ବର୍ତ୍ତମାନ ଓ ଭବିଷ୍ୟତ କୁ ନେଇ ଲୁଚି ରହିଥିବା କିଛି ଖାସ୍ କଥା ଯାହା ନିଜେ ମଧ୍ୟ ଜାଣିନଥିବେ

0 15

ସ୍ୱସ୍ତିକ ଚିହ୍ନ ଏହା ଏକ ଏ ଭଳି ଚିହ୍ନ ଯାହାକି ମଙ୍ଗଳର ପ୍ରତୀକ ରୂପେ ବ୍ୟବହାର କରା ଯାଇଥାଏ। ଏହା ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବା କାରଣରୁ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଇ ଥାଏ। ତେବେ ଆଜି ଆମେ ଏହି ସ୍ୱସ୍ତିକ ଚିହ୍ନକୁ ଅନୁଧ୍ୟାନ କରି ଆପଣଙ୍କ ଭବିଷ୍ୟତ ଜୀବନରେ କଣ ଘଟିବା ପାଇଁ ଯାଇଛି ତାହା ଜଣାଇବୁ। ଏଥି ପାଇଁ ଆପଣଙ୍କୁ ଆମ ଦ୍ଵାରା ଦିଆ ଯାଇଥିବା ତିନୋଟି ରଙ୍ଗର ସ୍ୱସ୍ତିକ ଚିହ୍ନ ମଧ୍ୟରୁ ଗୋଟିଏ ରଙ୍ଗର ସ୍ୱସ୍ତିକ ଚିହ୍ନକୁ ଚୟନ କରିବା ପାଇଁ ପଡ଼ିବ। ଏଥିରେ ରହିଛି ବାଇଗଣୀ ରଙ୍ଗର ସ୍ୱସ୍ତିକ ଚିହ୍ନ, ହଳଦିଆ ରଙ୍ଗର ସ୍ୱସ୍ତିକ ଚିହ୍ନ ଓ ଗେରୁଆ ରଙ୍ଗର ସ୍ୱସ୍ତିକ ଚିହ୍ନ। ଯାହା ଆପଣଙ୍କ ବର୍ତ୍ତମାନ ଓ ଭବିଷ୍ୟତ ବାବଦରେ କିଛି ରହସ୍ୟ କହିବ। ତେବେ ଆସନ୍ତୁ ଜାଣିବା ସ୍ୱସ୍ତିକ ଚିହ୍ନ ଆପଣଙ୍କ ବର୍ତ୍ତମାନ ଓ ଭବିଷ୍ୟତ କୁ ନେଇ କଣ କହୁଛି ।

୧.ବାଇଗଣୀ ରଙ୍ଗର ସ୍ୱସ୍ତିକ ଚିହ୍ନ:-ଯେଉଁ ମାନେ ଏହି ରଙ୍ଗର ସ୍ୱସ୍ତିକ ଚିହ୍ନ କୁ ଚୟନ କରିଛନ୍ତି ଜାଣି ରଖନ୍ତୁ ଯେ ଆପଣ ଜଣେ ସଇତାନ ହାବୁଡ଼ରେ ପଡ଼ି ଯାଇଛନ୍ତି। ଯେଉଁଥି ପାଇଁ ଆପଣ ଖୁବ୍ ଚିନ୍ତାରେ ରହିଛନ୍ତି। କିନ୍ତୁ ଏହି ସମୟ ଖୁବ ଜଲଦି ଚାଲି ଯିବ ଏଥି ପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ମିତ୍ର ମାନେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି ଯାହା ଆପଣଙ୍କୁ ମାନସିକ ସ୍ତରରେ ଦୁର୍ବଳ କରି ଦେଉଛି। କିଛି କାର୍ଯ୍ୟ ଠିକ୍ ଭାବେ ହୋଇ ପାରୁ ନାହିଁ ଲାଭ ଯେତିକି ହେଉଛି କ୍ଷତି ତା ଠାରୁ ଅଧିକ ହେଉଛି।ଆପଣ ଆପଣଙ୍କ ସ୍ତ୍ରୀଙ୍କ କଥା ଆଦୌ ଶୁଣନ୍ତୁ ନାହିଁ ଯେଉଁଥି ପାଇଁ ଏହି ସବୁ ସମସ୍ୟା ଲାଗି ରହିଛି ତେବେ କିଛି କାର୍ଯ୍ୟ କରିବା ଆଗରୁ ସ୍ତ୍ରିଙ୍କ କଥା ଶୁଣନ୍ତୁ ଯାହା ଆପଣଙ୍କ ପାଇଁ ଭଲ ରହିବ।
୨.ହଳଦିଆ ରଙ୍ଗର ସ୍ୱସ୍ତିକ ଚିହ୍ନ:-ଯେଉଁ ମାନେ ଏହି ରଙ୍ଗର ସ୍ୱସ୍ତିକ ଚିହ୍ନ ଚୟନ କରିଛନ୍ତି ତ ଜାଣି ରଖନ୍ତୁ ଆପଣଙ୍କ ଖରାପ ସମୟ ଚାଲି ଯାଇଛି। ଆଗକୁ ଆପଣଙ୍କ ପାଇଁ ସମୟ ଖୁବ୍ ଶୁଭ ରହିବ। ସମସ୍ତ ପ୍ରକାର ମାନସିକ ଚିନ୍ତାରୁ ଦୂରେଇ ରହିବେ। ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ। ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଥିଲେ କରି ପାରିବେ ଏଥିରେ ଆପଣଙ୍କୁ ପ୍ରଚୁର ପରିମାଣରେ ଲାଭ ମିଳିବ।

୩. ଗେରୁଆ ରଙ୍ଗର ସ୍ୱସ୍ତିକ ଚିହ୍ନ:-ଆପଣ ଯଦି ଏହି ରଙ୍ଗର ସ୍ୱସ୍ତିକ ଚିହ୍ନ କୁ ବାଛିଛନ୍ତି ତାହାଲେ ଜାଣି ରଖନ୍ତୁ କି ଆପଣଙ୍କ ଉପରେ ଋଣର ଭାର ରହିଛି। ଆପଣ ଆଣିଥିବା ଅର୍ଥ ରାଶିକୁ ଆପଣ ଠିକ ସମୟରେ ଦେଇ ପାରୁ ନାହାଁନ୍ତି। ତେବେ ଆପଣ ଖୁବ୍ ସରଳ ବିଶ୍ୱାସୀ ଅଟନ୍ତି ଏବଂ ସବୁବେଳେ ସତ୍ ମାର୍ଗରେ ଚାଲିଥାନ୍ତି, ପର ଉପକାରୀ ମଧ୍ୟ କିନ୍ତୁ ଭାଗ୍ୟ ଆପଣଙ୍କ ସାଥ ଦେଉନାହିଁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।