
Jotisha Sastra -ବାଛନ୍ତୁ ଆପଣଙ୍କର ପସନ୍ଦର ପ୍ରଜାପତି ( Photo ),ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ,ସବୁ କିଛି ହେବ ସତ …
ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରର ଏକ ସ୍ବତନ୍ତ୍ର ମାନ୍ୟତା ରହିଛି। ଆମ ଭାରତର ଅଧିକାଂଶ ଲୋକେ ଜ୍ୟୋତିଷ ଶାସ୍ତ୍ରକୁ ଖୁବ୍ ବିଶ୍ଵାସ କରିଥାନ୍ତି।ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ଵାସ ରଖିବା କାରଣରୁ ବ୍ୟକ୍ତି ତା ଜୀବନରେ ସବୁ ସମସ୍ୟାର ପ୍ରତିକାର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି। ଏହା ସହ ବ୍ୟକ୍ତିମାନେ ନିଜ ଭବିଷ୍ୟତ ସହିତ ଜଡ଼ିତ ଘଟଣା ସମ୍ପର୍କରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାନ୍ତି।
ତେବେ ଆଜି ଆମେ ଆପଣଙ୍କ ଜୀବନ ସହିତ ଜଡ଼ିତ କିଛି ଖାସ୍ କଥା ଜଣାଇବୁ ଏଥି ପାଇଁ ଆମ ଦ୍ଵାର ଦିଆ ଯାଇଥିବା ତିନୋଟି ରଙ୍ଗର ପ୍ରଜାପତି ମଧ୍ୟରୁ ଆପଣଙ୍କୁ କେବଳ ଗୋଟିଏ ରଙ୍ଗର ପ୍ରଜାପତି ଚୟନ କରିବାକୁ ପଡ଼ିବ। ଯାହାର ନିର୍ଣ୍ଣୟ ହିଁ ଆପଣଙ୍କ ଭବିଷ୍ୟତ ବାବଦରେ କିଛି ଖାସ୍ କଥା କହିବ।ଏଥିରେ ରହିଛି ନୀଳ ରଙ୍ଗର ପ୍ରଜାପତି,ହଳଦିଆ ରଙ୍ଗର ପ୍ରଜାପତି ଓ ନାଲି ରଙ୍ଗର ପ୍ରଜାପତି। ଏହି ତିନୋଟି ରଙ୍ଗର ପ୍ରଜାପତିରୁ ଗୋଟିଏ ରଙ୍ଗର ପ୍ରଜାପତିକୁ ବାଛି କରି ଆପଣ ଆପଣଙ୍କ ଭବିଷ୍ୟତ ସହ ଜଡ଼ିତ କିଛି ଘଟଣା ସମ୍ପର୍କରେ ଜାଣି ପାରିବେ। ଏବଂ ଏପରି କିଛି କଥାମାନ ଜାଣିବେ ଯାହା ଆପଣଙ୍କ ଭବିଷ୍ୟତ କୁ ଅଧିକ ସୁଦୃଢ କରିବ।
୧.ନୀଳ ରଙ୍ଗର ପ୍ରଜାପତି:-
ନୀଳ ରଙ୍ଗର ପ୍ରଜାପତିକୁ ଚୟନ କରିଥିବା ବ୍ୟକ୍ତି ବିଶେଷ ଜାଣି ରଖନ୍ତୁ କି ବହୁତ୍ ହିଁ ଶାନ୍ତ ଓ ଦୟାଳୁ ସ୍ୱଭାବର ଅଟନ୍ତି। ଆପଣଙ୍କର ଜୀବନରେ ବହୁ ସମୟ ଧରି ସମସ୍ୟା ଲାଗି ରହିଛି। ଯେଉଁ କାରଣରୁ ଆପଣ ଆପଣ ମାନସିକ ସ୍ତରରେ ଅଧିକ ଦୁର୍ବଳ ହୋଇ ପଡିଛନ୍ତି। କିନ୍ତୁ ଏହି ସମୟ ଖୁବ୍ ଶୀଘ୍ର ଦୂର ହେବା ଯାଉଛି। ଏବଂ ଆପଣଙ୍କ ଜୀବନରେ ଖୁବ୍ ଶୀଘ୍ର ଖୁସିର ଆଗମନ ହେବା ପାଇଁ ଯାଉଛି।
୨.ହଳଦିଆ ରଙ୍ଗର ପ୍ରଜାପତି:-
ଯଦି ଆପଣ ହଳଦିଆ ରଙ୍ଗର ପ୍ରଜାପତିକୁ ଚୟନ କରିଛନ୍ତି ତେବେ ଆପଣ ଜାଣି ରଖନ୍ତୁ କି ଆପଣ ଦେଖିବକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ଆପଣଙ୍କ ସହ ଯିଏ ଥରୁଟିଏ ମିଶେ ସେ ଆପଣଙ୍କୁ କେବେ ଭୁଲି ପାରି ନଥାନ୍ତି। ଟିକେ ଟିକେ କଥାରେ ରାଗି ଯିବାର ଅଭ୍ୟାସ ରହିଥିବାରୁ ଆପଣଙ୍କୁ ଅନେକ ଭୁଲ ବୁଝିଥାନ୍ତି କିନ୍ତୁ ଯେଉଁମାନେ ଆପଣଙ୍କୁ ଠିକ୍ ଭାବେ ବୁଝିଛନ୍ତି ସେମାନେ ଆପଣଙ୍କ ଠାରୁ କେବେ ଦୂରେଇ ଯାଆନ୍ତି ନାହିଁ।
୩. ନାଲି ରଙ୍ଗର ପ୍ରଜାପତି:-
ଯେଉଁ ବ୍ୟକ୍ତି ବିଶେଷ ନାଲି ରଙ୍ଗର ପ୍ରଜାପତି କୁ ଚୟନ କରିଛନ୍ତି ସେମାନେ ଜାଣି ରଖନ୍ତୁ କି ଆପଣ ଖୁବ୍ ଖୋଲା ହୃଦୟର ବ୍ୟକ୍ତିତ୍ଵ ଅଟନ୍ତି। ଯାହା ବି କୁହନ୍ତି ଏବଂ କରନ୍ତି ସବୁକିଛି ହୃଦୟର ସହ କରନ୍ତି। ଆପଣ ଖୁବ୍ ପରିଶ୍ରମୀ ହେଇଥିବାରୁ ଆପଣଙ୍କ ଆର୍ଥିକ ସ୍ଥିତି ସର୍ବଦା ମଜବୁତ୍ ରହିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।