
ଏହି ଚଳଚ୍ଚିତ୍ର ପରିବର୍ତ୍ତନର ସ୍ୱର ହେବ – ଅଭିନେତା ବବି ମିଶ୍ର
ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହୋଇଥାଏ ଆମର ସିନେ କଳାକାର ମାନଙ୍କୁ ନେଇକି ଓ ଓଡ଼ିଆ ଫ୍ଲିମ କୁ ନେଇକି | ତେବେ ବର୍ତ୍ତମାନ ସେହିଭଳି ଏକା ଫ୍ଲିମ ଆସିବାକୁ ଯାଉଛି ଆଉ ଯାହା ଏତେ ଭଲ ହୋଇଛି ଯାହାକୁ ଆପଣ ମାନେ ନ ଦେଖିଲେ ଜାଣି ପାରିବେ ନାହିଁ | ଆଉ ଯେଉଁଠି ଝିଲ୍ଲୀକ ଏକା ନୂଆ ରୂପ ରେ ଆସିଛନ୍ତି ବୋଲି କୁହାଯାଉଛି | ଆଉ ଓଡ଼ିଆ ଫ୍ଲିମ ଜଗତ ପାଇଁ ଗୋଟିଏ ବଡ଼ ଅବଦାନ ବୋଲି ମଧ୍ୟ କହିଛନ୍ତି ବବି ମିଶ୍ର |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଫ୍ଲିମ ବିଷୟରେ ଅଧିକ ଜାଣିବା |
ତେବେ ଯାହା କୁହାଯାଉଛି କି ଝିଲ୍ଲୀକ ଙ୍କର ଏକା ନୂଆ ଫ୍ଲିମ ଆସିବାକୁ ଯାଉଛି ଆଉ ଯାହାର ନାଁ ହେଉଛି “ରୁଦ୍ରାଣୀ ” | ଆଉ ଯେଉଁଥିରେ ବବି ମିଶ୍ର ନେଗେଟିଭ ରୁଲ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି | ତେବେ ତାଙ୍କର ଏହି ଫ୍ଲିମ ଟି ଏକା ନୂଆ ଆଉ ଭିନ୍ନ ଧାରଣର ହୋଇଛି | ତେବେ ଓଡିଶା ଫ୍ଲିମ ଜଗତରେ ଏକ ନୂଆ ପରିବର୍ତ୍ତନ ଆଣିବାର ଆଶା ରଖିଛନ୍ତି ଏହି ଫ୍ଲିମ ଟିରେ ସମସ୍ତ କଳାକାର ମାନେ | ଆଉ ଯେଉଁଠି ମୁଖ୍ୟ ଭୂମିକା ରେ କାମ କରୁଛନ୍ତି ଝିଲ୍ଲୀକ | ଆଉ ଝିଲ୍ଲୀକ ଙ୍କର ଏହି ଅଭିନୟ ଓଡିଶା କୁ ପରିବର୍ତ୍ତନ କରିବା ଦିଗରେ ଆଗେଇବ ବୋଲି କୁହାଯାଉଛି |
ତେବେ କରନା ର ମହାମାରୀ ଯୋଗୁ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ଦିନକୁ ଦିନ ତଳକୁ ଯିବାକୁ ଲାଗିଛି | ଆଉ ଯେଉଁଠି କୁହାଯାଉଛି କି ଓଡ଼ିଆ ଫ୍ଲିମ ରେ ବର୍ତ୍ତମାନ ନୂଆ ନୂଆ ରୂପ ରେ ଆସିବାକୁ ଯାଉଛନ୍ତି ଝିଲ୍ଲୀକ | ତାହା ସହିତ ବହୁତ ଭଲ ଭଲ ଫ୍ଲିମ ମଧ୍ୟ ସେ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ବବି ମିଶ୍ର | ତେବେ ବର୍ତ୍ତମାନ ସେହିଭଳି ଝିଲ୍ଲୀକ ଙ୍କର ଏକା ନୂଆ ଫ୍ଲିମ ଆସିବାକୁ ଯାଉଛି ରୁଦ୍ରାଣୀ, ତେବେ ଏହିଭଳି ଆହୁରି 4 ଟି ଫ୍ଲିମ ରେ ବବି ମିଶ୍ର ଝିଲ୍ଲୀକ ଙ୍କ ସହିତ ନଜର ଆସିବେ ବୋଲି ମଧ୍ୟ କହିଛନ୍ତି |
ଆଉ ଯାହା କୁହାଯାଉଛି କି ଏହି ରୁଦ୍ରାଣୀ ଫ୍ଲିମ ଟିରେ ନେଗେଟିଭ ରୁଲ ରେ କାମ କରୁଛନ୍ତି ବବି ମିଶ୍ର | ତେବେ ବବି ମିଶ୍ର କହିଛନ୍ତି କି ନୂଆ ଓ ଭିନ୍ନ ଧରଣର ଫ୍ଲିମ ଟି ହେଇଛି | ଆଉ ଯାହାକୁ ଦେଖିଲେ ଆପଣ ମାନଙ୍କୁ ନିଶ୍ଚୟ ପସନ୍ଦ ଆସିବ ବୋଲି ମଧ୍ୟ କହିଛନ୍ତି ବବି ମିଶ୍ର | ଆଉ ହଲ କୁ ଆସନ୍ତୁ ଆଉ ଫ୍ଲିମ କୁ ଦେଖନ୍ତୁ ବୋଲି କହିଛନ୍ତି ବବି ମିଶ୍ର | ଯାହା ଏବେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।