ସବୁ ସମୟ ଖବର ସାଥିରେ

“ଅଟୋ ରୁ ଆରମ୍ଭ ଖଟ ରେ ଶେଷ”… ମହିଳା କହିଲେ ସେ ମତେ ମେଡିକାଲ ନେଲା ବାଟରେ ପ୍ରେମ କରି ପାଗଳ କରିଦେଲେ “ମୁଁ ତାକୁ ଭୁଲି ପାରୁନି ଏବେ ଟୁଁଗୁର କୁ”…ଦେଖନ୍ତୁ Video

0 23

ବିବାହିତ ମହିଳାଙ୍କୁ ପ୍ରେମ ହେଇଗଲା ଅଟୋ ଡ୍ରାଇଭର ସହ,ଆଉ ଏବେ ମହିଳା ସେହି ଡ୍ରାଇଭରଙ୍କୁ ବିବାହ କରିବା ପାଇଁ ଜିଦି ଧରିଛନ୍ତି ।ନିକଟରେ ରାଜଧାନୀ ଭୁବନେଶ୍ବରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆଉ ମହିଳା ଜଣକ ଯେମିତି ବି ହେଉ ଉକ୍ତ ଯୁବକକୁ ବିବାହ କରିବେ ବୋଲି ମେଡିଆ ଆଗରେ ଜଣାଇଛନ୍ତି ।ତେବେ ଯେତେବେଳେ ଏହି ମହିଳାଙ୍କ କଥା ସମସ୍ତେ ଜଣାଇଲେ ସେତେବେଳେ ନାନା ଲୋକ ନାନା କଥା କହିଥିଲେ କିନ୍ତୁ ବାସ୍ତବ ଘଟଣା କଣ ଥିଲା ଏବେ ସେ ସମସ୍ତଙ୍କୁ ଜଣାଇଛନ୍ତି ।

ବନ୍ଧୁମାନେ ବର୍ତ୍ତମାନର ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ତୃତୀୟ ବ୍ୟକ୍ତି ଆସିବା ମାତ୍ରେ ସେହି ସମ୍ପର୍କ ଭାଙ୍ଗି ଯାଉଛି ।ବର୍ଷ ବର୍ଷ ଧରି ଜଣେ ଲୋକ ସହିତ ଘର ସଂସାର କରିବା ପରେ ଆଉ କାହାକୁ ପ୍ରେମ କରୁଛନ୍ତି ବିବାହିତ ଦମ୍ପତି ମାନେ ।

ଆଉ ଏସବୁ ପଛରେ ଅନେକ କାରଣ ରହିଥାଏ ଯାହା ଉଭୟ ସ୍ୱାମୀ ସ୍ତ୍ରୀ ପରସ୍ପର ବୁଝାମଣାରେ ସୁଧାର ହେଇ ପାରିବ ।କିନ୍ତୁ ତାହା କେହି ଚେଷ୍ଟା କରିବା ପରିବର୍ତ୍ତେ ନିଜ ସ୍ୱାମୀ ବା ସ୍ତ୍ରୀ କୁ ଧୋକା ଦେଇ ସମାଜକୁ ନଡରି ଏମିତି କାମ କରୁଛନ୍ତି ଯାହା ଖୁବ ଲଜା ଜନକ ଅଟେ ।ଆଉ ଧିରେ ଧିରେ ପ୍ରତ୍ୟେକ ନାରୀ ଓ ପୁରୁଷ ମାନେ ବିବାହ କରିଥିଲେ ପର ପୁରୁଷ ଓ ପର ନାରୀକୁ ମନ ଦେଇ ଦେଉଛନ୍ତି ।ଆଉ ଶେଷରେ ଧୋକା ପାଇଲେ ଥାନା ଓ ମେଡିଆ ଆଗରେ ହଙ୍ଗମା କରୁଛନ୍ତି ।

ତେବେ ଭୁବନେଶ୍ବର ର ଏହି ମହିଳାଙ୍କ କହିବା ଅନୁସାରେ ସେ ଜଣେ ଯୁବକୁ ଭଲ ପାଆନ୍ତି ଆଉ ସେହି ଯୁବକ ବି ତାଙ୍କୁ ବହୁତ ଭଲପାଆନ୍ତି ।ତେବେ ସେହି ବ୍ୟକ୍ତି ଜଣକ ଅଟୋ ଚାଳକ ଅଟନ୍ତି, ଥରେ ମହିଳାଙ୍କ ଶରୀର ଅସୁସ୍ଥ ଥିବା ସମୟରେ ସେ ସେହି ଅଟୋ ଚାଳକକୁ ଡାକିଥିଲେ ଓ ସେହି ବ୍ୟକ୍ତି ତାଙ୍କୁ ହସ୍ପିଟାଲ ।ତାପର ଠାରୁ ଉଭୟ ପରସ୍ପରକୁ ଜାଣିଥିଲେ ପରେ ଉଭୟ ପ୍ରେମ ସମ୍ପର୍କରେ ରହିଥିଲେ ।ଆଉ ଯୁବକ ଜାଣିଥିଲେ କି ମହିଳା ବିବାହିତା ଓ ତାଙ୍କର ଦୁଇଟି ପିଲା ଅଛି ଆଉ ତାପରେ ବି ସେ ମହିଳାଙ୍କୁ ବିବାହ କରିବେ ବୋଲି କହିଥିଲେ ।ଆଉ ବିବାହ ପାଇଁ ସମସ୍ତ ବ୍ୟବସ୍ଥା ବି ହେଇ ସାରିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଯୁବକର ପରିବାର ଲୋକ ଜାଣି ପାରିଥିଲେ ସେହି ବିବାହ ବିଷୟରେ ।


ଆଉ ପରିବାର ଲୋକ ଆସି ଯୁବକକୁ ଜୋର କରି ନେଇ ଯାଇଥିଲେ ।ଆଉ ଏବେ ମହିଳା କହିଛନ୍ତି କି ସେମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି ଆଉ ତାଙ୍କୁ ବିବାହ କରିବା ପାଇଁ ସେ ଯାହା ସମ୍ଭବ ସବୁକିଛି କରିବେ, ନହେଲେ ତାଙ୍କ ବିନା ବଂଚି ପାରିବେ ନାହିଁ ।ତେବେ ମହିଳା ଜଣକ ବିବାହ କରିବା ପାଇଁ ଏତେ ଯାଏ ଥାନାରେ ବସିଛନ୍ତି ବିବାହ ନକରିବା ଯାଏ କୁଆଡେ ଯିବେ ନାହିଁ ମନା କରିଛନ୍ତି ।ତେବେ ମହିଳାର ଏମିତି ଜିଦିକୁ ଦେଖି ସମସ୍ତେ ଅବାକ ହେବା ବେଳେ ଏହି ଘଟଣା ସବୁଠି ଆଲୋଚନା ର ପାତ୍ର ସାଜିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।