
Jyotisha Shastra -ଅଗଷ୍ଟ ମାସ 2022 ରେ ରହିଅଛି ଏହି ଆଠଟି ରାଶିର ମହାଯୋଗ.. ହୋଇ ପାରେ ଅଚାନକ ଧନର ବର୍ଷା.. ଅଧିକ ଜାଣିବା ପାଇଁ ଦେଖନ୍ତୁ
ଗ୍ରହ ମାନଙ୍କର ଗତି ବିଧିରେ ପରିବର୍ତନ କାରଣରୁ ପ୍ରତ୍ୟେକ ବ୍ୟକ୍ତିଙ୍କର ଜୀବନ ପ୍ରଭାବିତ ହୋଇଥାଏ |କିନ୍ତୁ ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହ ମାନଙ୍କର ରାଶିର ସ୍ଥିତି ଠିକ ରହିଥାଏ ତେବେ ତାର ଜୀବନ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ |ଏବଂ ଯଦି ଗ୍ରହ ମାନଙ୍କର ସ୍ଥିତି ଠିକ ନା ଥାଏ ତେବେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ |
ଏହି ଅଗଷ୍ଟ ଏପରି ଏକ ମହା ସୁଯୋଗ ହେବାକୁ ଯାଉଛି କି ଯେଉଁ କାରଣରୁ କିଛି ବର୍ଷ ପର୍ଯ୍ୟନ୍ତ ଏହି ସାତ ଗୋଟି ରାଶିର ଲୋକମାନଙ୍କ ଉପରେ ଭୋଳା ନାଥଙ୍କର କୃପାର ବର୍ଷା ହେବାର ଅଛି |ଏହି ମହା ସଂଯୋଗ କାରଣରୁ ଆପଣଙ୍କର ସମସ୍ତ ମନ କାମନା ପୂରଣ ହେବାକୁ ଯାଉଅଛି ଏବଂ ଆପଣଙ୍କୁ ନିଜ ଜୀବନରେ ସଫଳତା ପ୍ରାପ୍ତ ହେବ | ଆକସ୍ମିକ ଧନ ଲାଭର ବି ଯୋଗ ବନୁ ଅଛି |ଶାସ୍ତ୍ର ଅନୁସାରେ ଏହି ରାଶି ଗୁଡିକ ଉପରେ ପ୍ରଭୁ ଶିବଙ୍କର ଆଶୀର୍ବାଦ ରହିଅଛି ତେବେ ଆସନ୍ତୁ ଜାଣିବା ଏହି ରାଶି ଗୁଡିକ ବିଷୟରେ |
ମେଷ ରାଶି :-ଭୋଳା ନାଥଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଚାନକ ଧନ ପ୍ରାପ୍ତିର ସୁଯୋଗ ମିଳିବ | ଏମାନଙ୍କର ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ ହେବ |ପାରିବାରିକ ଶାନ୍ତି ଦେଖା ଯିବା ସହ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ |ବୃଷ ରାଶି :-ଏହି ରାଶିର ଲୋକଙ୍କୁ ଭଗବାନ ଶିବଙ୍କ କୃପାରୁ ନିଜ ଭାଗ୍ୟର ସମ୍ପୂର୍ଣ ସହଯୋଗ ମିଳିବ | ବ୍ୟାପାରି ମାନେ ଅଧିକ ଧନ ଲାଭ କରିବେ |ସ୍ୱାସ୍ଥ୍ୟ ଜନିତ ସମସ୍ୟା ରହିବ ନାହିଁ |
କର୍କଟ ରାଶି :-ଏହି ରାଶିର ବ୍ୟକ୍ତିଙ୍କୁ କିଛି ନୂଆ ସୁଯୋଗ ମିଳିପାରେ ନିଜର ବୁଦ୍ଧିମତ୍ତା କାରଣରୁ ଆପଣ ଅଧିକରୁ ଅଧିକ ଧନ ରୋଜଗାର କରି ପାରିବେ |ବ୍ୟବସାୟ, ନିର୍ମାଣ, ଶିଳ୍ପ ଜନିତ ବ୍ୟକ୍ତି ମାନେ ଅଧିକ ଉପକୃତ ହେବେ |
ସିଂହ ରାଶି :-ଏହି ରାଶିର ବ୍ୟକ୍ତି ମାନଙ୍କୁ ଭୋଳା ନାଥଙ୍କ କୃପା କାରଣରୁ ଉନ୍ନତିର ନୂଆ ସମୟ ଆସିବ |କର୍ମ କ୍ଷେତ୍ରରେ ବାଧାବିଘ୍ନ ଦୂର ହେବ | ଶତ୍ରୁ ମାନେ ଆପଣଙ୍କର ପରାଜିତ ହେବେ |ପାରିବାରିକ ଶାନ୍ତି ପ୍ରାପ୍ତ ହେବ |
କନ୍ୟା ରାଶି :-ଏହି ରାଶିର ବ୍ୟକ୍ତିଙ୍କୁ ସମାଜରେ ମାନ ସମ୍ମାନ ବୃଦ୍ଧି ହେବ | ମହିଳା ମାନେ ସୁଖରେ ଜୀବନଯାପନ କରିବେ |ଛାତ୍ରଛାତ୍ରୀ ମାନେ ମଧ୍ୟ ସଫଳତା ଲାଭ କରିବେ | ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବା ସହ ଧନ ପ୍ରାପ୍ତିର ସୁଯୋଗ ରହିଅଛି |ବିଛା ରାଶି :-ଏହି ରାଶି ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବ। ଚାକିରୀ ଆଶାୟୀ ଙ୍କୁ ଚାକିରି ମିଳିବ । ଏହାଛଡା ଭୋଳାନାଥଙ୍କ କୃପାରୁ ବେପାର ବାଣିଜ୍ୟର ରେ ଅଧିକ ଲାଭବାନ ହେବେ । ନୂତନ କାର୍ଯ୍ୟରେ ଶୁଭ ଫଳ ପାଇବେ |
ମକର ରାଶି :-ଏହି ରାଶିର ବ୍ୟକ୍ତି ମାନେ ବିବାହ ବନ୍ଧନରେ ବାନ୍ଧି ହେବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଦାୟକ ଅଟେ । ଯାହାଦ୍ଵାରା ସମାଜରେ ଆପଣ ପ୍ରତିଷ୍ଠିତ ହୋଇ ପାରିବେ।ଏବଂ ବିଦେଶ ଗସ୍ତର ସୁଯୋଗ ମିଳିପାରେ |
କୁମ୍ଭ ରାଶି :-ଏହି ରାଶିର ବ୍ୟକ୍ତି ମାନଙ୍କୁ ମହାଦେବଙ୍କ କୃପାରୁ ସମସ୍ତ କାର୍ଯ୍ୟ ନିଶ୍ଚିତ ସୁଫଳପ୍ରଦ ହେବ । ଏହା ଛଡ଼ା ଆପଣଙ୍କ ଜୀବନରେ ସଦା ସର୍ବଦା ଖୁସି ଲାଗି ରହିବ । ପୁରୁଣା ସ୍ମୃତି କୁ ନେଇ ବେଶ୍ ଆନନ୍ଦିତ ହେବେ ।ପାରିବାରିକ ଶାନ୍ତି ଦେଖା ଦେବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।