
ଆଠ ବର୍ଷହେଲା “ସେ-କ୍ସ” ରିଲେସନ ରଖିକି ମୋ ଛୁଆକୁ ମାରିଲା, ଏବେ କହିଲା ମେଡ଼ିସିନ ପୁସ କରିବାକୁ….ଏଭଳି ବୟାନ ଦେଉଛି ମହିଳା ଶୁଣିଲେ କାନରୁ ରକ୍ତ ବାହାରିଯିବ
ଆମେ ୮ ବର୍ଷ ହେବ ପରସ୍ପର କୁ ପ୍ରେମ କରିଆସୁଛନ୍ତି ଆଉ ଦୁଇ ବର୍ଷ ହେବ ଆମ ଭିତରେ ଶାରୀରିକ ସମ୍ପର୍କ ମଧ୍ୟ ରହିଛି। ଆଉ ତା ଭିତରେ ମୁଁ ଥରେ ଗର୍ଭପାତ କରିଛି ଆଉ ବର୍ତ୍ତମାନ ଗର୍ଭପାତ କରିବା କୁ ଯାଇ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ କିନ୍ତୁ ବର୍ତ୍ତମାନ ସେ କହିଛନ୍ତି କି ମୋତେ ବିବାହ କରିବେ କିନ୍ତୁ ନିଜ ଘରକୁ ନେବେ ନାହିଁ ମୋ ବାପା ଘରେ ରଖିବେ।
କିନ୍ତୁ ମୁଁ ବାପା ଘରେ ରହିବି ନାହିଁ ମୁଁ ତାରି ଘର ଆଗରେ ବସିବି ସେ ମୋତେ ମାରିଦେଲେ ମାରିଦେବ କିନ୍ତୁ ମୁଁ ତା ଘରେ ହିଁ ରହିବି। ଏହା ହେଉଛି ଜଣେ ପ୍ରତାରିତ ଯୁବତୀ ଙ୍କର ହୃଦୟ ର କଥା , ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।
ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହିପରି ଜଣେ ଯୁବତୀ ଙ୍କ ବିଷୟ ରେ ଜଣେଇବୁ ଯିଏକି ପ୍ରେମ ର ପ୍ରତାରଣା ପାଇବା ପରେ ବର୍ତ୍ତମାନ ନ୍ୟାୟ ପାଇଁ ଥାନା ରେ ଅଭିଯୋଗ କରିଛନ୍ତି। ତେବେ ଯୁବତୀ ଜଣଙ୍କ କହିଛନ୍ତି କି ମୋ ପ୍ରେମିକ ମୋତେ ଭଲ ପାଇଲେ, ବିବାହ କରିବେ କହି ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ। ଆଉ ମୁଁ ଗର୍ଭବତୀ ହେବା ପରେ ମନ୍ଦିର ରେ ବିବାହ କଲେ ଓ ଗର୍ଭପାତ ମଧ୍ୟ କଲେ। କିନ୍ତୁ ଏବେ ତାଙ୍କୁ ସେହି ଯୁବକ ଜଣଙ୍କ ପ୍ରତାରଣା କରୁଛନ୍ତି, ତେଣୁ ମୋତେ ନ୍ୟାୟ ଦରକାର ଆଉ ସେ ମୋତେ ହିଁ ବିବାହ କରନ୍ତୁ।
ତେବେ ଯୁବତୀ ଜଣଙ୍କ କହିଛନ୍ତି କି ୮ ବର୍ଷ ହେବ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲୁ ଆଉ ଦୁଇ ବର୍ଷ ହେବ ମୋ ସହ ଶାରୀରିକ ସମ୍ପର୍କରେ ଥିଲେ। ଆଉ ଏହା ମଧ୍ୟ ରେ ମୁଁ ଯେତେବେଳେ ଗର୍ଭବତୀ ହୋଇଗଲି ମୋର ଗର୍ଭପାତ କରିଥିଲେ। ତେବେ କିନ୍ତୁ ପୁଣି ଥରେ ମୁଁ ଗର୍ଭବତୀ ହୋଇଯାଇ ଥିଲି ଆଉ ମୋର ୬-୭ ମାସ ହୋଇଯାଇଥିଲା ସେତେବେଳେ ସେ ମୋତେ କହିଲା ଯେ ୮ ବର୍ଷ ହେବ ତ ସହ ଅଛି ତ ହାତ ଛାଡ଼ିବି ନାହିଁ କିନ୍ତୁ ତୁ ପିଲା ନଷ୍ଟ କରେ ଵୋଲି। ଆଉ ଔଷଧ ଆଣିକି ଦେଇଥିଲେ ଯାହା ଖାଇବା ପରେ ମୁଁ ଏବେ ହସ୍ପିଟାଲ ରେ ପଡିଛି।
ଆଉ ଏବେ ମୋତେ କହୁଛନ୍ତି କି ମୁଁ ତତେ ବାହା ହେବି କିନ୍ତୁ ମୋ ଘର କୁ ନେବି ନାହିଁ ତୁ ତ ବାପ ଘରେ ରହିବୁ। କିନ୍ତୁ ମୁଁ ମୋ ବାପ ଘରେ ରହିବାକୁ ଚାହେଁନି ମୁଁ ଶାଶୂ ଘରେ ରହିବାକୁ ଚାହେଁ। ଆଉ ମୁଁ ଯାଇ ତାଙ୍କ ଘରେ ଆଗରେ ବସିବି ସେ ମୋତେ ମାରିଦେବ ଯଦି ମାରି ଦେଉ ତାରି ଘରେ ମରିବି ।ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି। ତେଣୁ ଯୁବତୀ ମାନଙ୍କୁ ଏହି ଭଳି ଭୁଲ କରନ୍ତୁ ନାହିଁ ବୋଲି ଆମେ ଅନୁରୋଧ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।