
ମାର୍କେଟ ଘାଣ୍ଟିଲା ରୂପା ,ପିଣ୍ଟୁଙ୍କ ଏହି ନୂଆ ଆଲବମ ଭିଡ଼ିଓ ” Heigali Mun Tora “… ମାତ୍ର 4 ଘଣ୍ଟାରେ 167k ରୁ ଅଧିକ ଲୋକ ଦେଖି ସାରିଲେଣି…
ସୋସିଆଲ ମିଡିଆରେ ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ହେଉଛି ୟୁଟ୍ୟୁବ।ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ବା ଆଲବମରେ ଆକ୍ଟିଂ କରି, ବା ଅନେକ ଭିଡିଓ ବନେଇ ଲୋକମାନଙ୍କ ଭଲ ପାଇବା ଜିତି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି।ତେବେ ଆମେ ଯଦି ଆମ ଓଡ଼ିଶା କଥା କହିବା ଆମ ଓଡ଼ିଶାର ବହୁତ ଲୋକ ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ସେଥିରେ ଭିଡିଓ ବନେଇ ଲୋକ ମାନଙ୍କ ଭଲ ପାଇବା ଜିତୁଛନ୍ତି।
ତେବେ ଆପଣ ମାନେ ସମସ୍ତେ ୟୁଟ୍ୟୁବର ରୂପା ପିଣ୍ଟୁଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଏମାନେ ଓଡ଼ିଶାର ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି। ଯାହା ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲ ମାନଙ୍କ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ୟୁଟ୍ୟୁବ ଚ୍ୟାନେଲ। ଏମାନଙ୍କ ପ୍ରତି ଭିଡିଓକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ଏମାନେ ତାଙ୍କର ଦୈନନ୍ଦିନ ଜୀବନ ଜୀବନଶୈଳୀକୁ ଭିଡିଓ ମାଧ୍ଯମରେ ଦର୍ଶକ ଆଗରେ ଏକ ନିଆରା ଢଙ୍ଗରେ ଦେଖାଇ ଥାନ୍ତି।ଯାହାକୁ ଆମେ ବ୍ଲଗ ବୋଲି କହିଥାଉ।
ତେବେ ଆପଣ ଯଦି ସୋସିଆଲ ମିଡିଆ ବ୍ୟବହାର କରୁଥିବେ ତେବେ ନିଶ୍ଚି୍ତ ଭାବେ ରୂପା ଓ ପିଣ୍ଟୁ ଙ୍କ ଅନେକ ଭିଡିଓ ଦେଖିବାକୁ ପାଇଥିବେ। ଏମାନେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଅନେକ ଭିଡିଓ ପୋଷ୍ଟ କରି ଥାଆନ୍ତି , ଦର୍ଶକ ମାନେ ମଧ୍ୟ ଉଭୟ ଙ୍କୁ ବହୁତ୍ ସାରା ଭଲ ପାଇବା ଦେବା ସହ ସେମାନେ ଭିଡିଓ କୁ ମଧ୍ୟ ବେଶ୍ ପସନ୍ଦ କରି ଥାଆନ୍ତି। ଏମାନଙ୍କ ପ୍ରତି ଭିଡିଓକୁ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି ଏବଂ ଲାଇକ ମଧ୍ୟ କରିଥାନ୍ତି। ତେବେ ଏମାନେ କେବଳ ବ୍ଲଗ ନୁହେଁ ରୂପା ପିଣ୍ଟୁଙ୍କ ଅନେକ ଗୁଡ଼ିଏ ଆଲବମ୍ ମଧ୍ୟ ଦେଖିବାକୁ ମିଳୁଛି ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।
ତେବେ ବର୍ତ୍ତମାନ ସମୟରେ ରୂପା ପିଣ୍ଟୁଙ୍କ ଏକ ଆଲବମ୍ ସାମ୍ନାକୁ ଆସିଛି। ଏହି ଗୀତର ନାମ ରହିଛି ହେଇଗଲି ମୁଁ ତୋର। ଯେଉଁ ଗୀତକୁ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏବଂ ହ୍ୟୁମାନ ସାଗର। ଏହି ଭିଡିଓରେ ରୂପା ପିଣ୍ଟୁ ଙ୍କ ଚମତ୍କାର ଏକ୍ଟିଂ ଦେଖିବାକୁ ମିଳିଛି। ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ କରା ଯାଇଛି ତେବେ ଏହି ଆଲବମ୍ ରିଲିଜ୍ ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ୬ ଲକ୍ଷରୁ ଉର୍ଦ୍ଧ୍ଵ ଦର୍ଶକ ଦେଖି ସାରିଲେଣି।
ଏହି ଭିଡିଓରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଆପଣ ମଧ୍ୟ ଏହି ସୁନ୍ଦର୍ ଗୀତକୁ ନିଶ୍ଚିତ ଭାବରେ ଦେଖନ୍ତୁ। ଆଶା କରୁଛୁ ଆପଣଙ୍କୁ ରୂପା ପିଣ୍ଟୁଙ୍କ ଏହି ଆଲବମ୍ ବେଶ୍ ଭଲ ଲାଗିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।