
ମନ୍ତ୍ରୀଙ୍କ ପିଏ ନାଁରେ ଆସିଲା କଲ ,ମନ୍ତ୍ରୀଙ୍କ ନାଁ କହି ଘିଅ ପାଇଁ ମାଗିଲା ଟଙ୍କା..ମାଡିବସିଲା ସାଇବର ଥାନା ପୋଲିସ-ଦେଖନ୍ତୁ video
ତେବେ ବନ୍ଧୁଗଣ ଆଜି କାଲି ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଥକାମୀ କୁ ନେଇକି ଅନେକ ପ୍ରକାରର ଭିଡିଓ ମାନ | ଆଉ ଯେଉଁଠି ଦେଖିବାକୁ ମିଳୁଛି କି ଲୋକ ମାନଙ୍କୁ ମିଛ କଥା କହି ମିଛ ପ୍ରଲୋଭନା ଦେଖାଇ ହଜାର ହଜାର ଟଙ୍କା ଠକିବାକୁ ଲାଗୁଛନ୍ତି ଲୋକ ମାନଙ୍କୁ | ଆଉ ଯାହା ଫଳରେ ଲୋକ ମାନେ ନାହିଁ ନ ଥିବା ଅସୁବିଧା ର ମଧ୍ୟ ସମ୍ମୁଖୀନ ହେବାକୁ ଲାଗୁଛନ୍ତି | ତେବେ ସେହିଭଳି ଏକ ଠୋକାମୀ ର ଶିକାର ହୋଇଛନ୍ତି ଲୋକ ମାନଙ୍କ ଆଉ ଯେଉଁଥିପାଇଁ ଥାନା ର ଦ୍ୱାରସ୍ତ ମଧ୍ୟ ହୋଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ଏବେ ଏଠାରେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି , ଆଉ ଯେଉଁଠି ଲୋକ ଜଣଙ୍କ ଠକାମୀ ର ଶିକାର ହେବା କଥା ମଧ୍ୟ କୁହାଯାଉଛି | ଆଉ ଏଠାରେ କୁହାଯାଉଛି କି ମନ୍ତ୍ରୀ ଙ୍କ ପିଇ ବୋଲି କହି ଫୋନ କରିଥିଲେ ଲୋକ ଜଣ ଙ୍କ | ଆଉ ହସ୍ପିଟାଲ ତିଆରି ପାଇଁ ଯଜ୍ଞ ହେଉଛି ବୋଲି ମଧ୍ୟ କହିଥିଲେ | ଆଉ ତାଙ୍କର ଗୋଟିଏ ଦୋକାନ ଅଛି ବୋଲି କହିଥିଲେ | ଆଉ ଯଜ୍ଞ ରେ ଜଣେ ମହିଳା ଯାହାଙ୍କୁ ମା ବୋଲି କୁହାଯାଉଛି ସେ ଯଜ୍ଞ କରୁଛନ୍ତି ଆଉ ତାଙ୍କର କଥା ଅନୁସାରେ କାମ କରିଲେ ଉନ୍ନତି ହେବ ବୋଲି କହିଥିଲେ ଲୋକ ଜଣଙ୍କୁ |
ଆଉ ତାହା ପରେ ମନ୍ତ୍ରୀ ଙ୍କ ଭୋଏସ ରେ ମଧ୍ୟ କଥା ହେବାକୁ ଲାଗିଥିଲେ | ଆଉ ତାହା ସହିତ ଯଜ୍ଞ ପାଇଁ 15 କିଲୋ ଘିଅ ଲାଗିବ ବୋଲି କହିଥିଲେ | ଆଉ ଯାହା ଫଳରେ ତାଙ୍କ ପାଇଁ ଯଜ୍ଞ ହେବ ବୋଲି ମଧ୍ୟ କହିଥିଲେ | ଆଉ ସେଥିପାଇଁ ତାଙ୍କର ଏକାଉଣ୍ଟ କୁ 31500 ଟଙ୍କା ଦେବା ପାଇଁ କହିଥିଲେ ଆଉ ବ୍ୟକ୍ତି ଜଣଙ୍କ ତାଙ୍କର ପୁଅ ଙ୍କୁ କହି ପଠାଇଥିଲେ | ଆଉ ତାହା ପରେ କବଚ ଦେବେ ବୋଲି ମଧ୍ୟ କହିବାକୁ ଲାଗିଥିଲେ ବ୍ୟକ୍ତି ଜଣଙ୍କୁ, ଆଉ ତାଙ୍କର ଜାଲରେ ଫୋସେଇବାକୁ ଲାଗିତଗିଲେ |
ଆଉ ତାହା ପରେ ଫୋନ ରେ କଥା ହେବା ବେଳେ ମହିଳା ଜଣଙ୍କୁ ମା ବୋଲି କହି ସମ୍ବାଧନ କରିବାକୁ ମଧ୍ୟ କହୁଥିଲେ ବ୍ୟକ୍ତି ଜଣଙ୍କୁ | ଆଉ ତାହା ପରେ ସେ ବ୍ୟକ୍ତି କୁ କୁଣ୍ଡ 5 ଟି ଆଣି ସେଥିରେ ନାଲି କନା ଘୋଡ଼ାଇ ସେଥିରେ 5100 ଲେଖାଏଁ ରଖି ନିଜ ର ପଇସା ରହୁଥିବା ସ୍ଥାନରେ ରଖିବା ପାଇଁ ମଧ୍ୟ କହିଥିଲେ | ଆଉ ପରେ ପୁଣି ଫୋନ କରିକି ତାଙ୍କ ପାଖକୁ ପଠାଇବାକୁ କହିଥିଲେ ଆଉ ଯାହା ଫଳରେ ବ୍ୟକ୍ତି ଙ୍କ ମନରେ ସନ୍ଦେହ ହୋଇଥିଲା ଆଉ ସେ ଟଙ୍କା ଦେବେ ବୋଲି ମନା କରିବାରୁ ଗାଳି କରିବାକୁ ଲାଗିଥିଲେ ବ୍ୟକ୍ତି ଙ୍କ ଉପରେ | ଆଉ ପରେ ସତ ଜାଣିଥିଲେ ମନ୍ତ୍ରୀ ଙ୍କ ପାଖକୁ କୋଲ କରିକି | ଆଉ ସାଇବର ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ | ବର୍ତ୍ତମାନ ଠକେଇ କରିଥିବା ଲୋକଙ୍କୁ ପୋଲିସ ଗିରଫ କରିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।