ସବୁ ସମୟ ଖବର ସାଥିରେ

America ର କଲେଜ ଦେଖିବାକୁ କିପରି ? କଲେଜ ଝିଅମାନେ ଦେଖିବାକୁ କିପରି ? ଆସନ୍ତୁ ମୋ ସହ ବୁଲିଯିବେ ଆମେରିକାର କଲେଜ…

0 6

ଦିନକୁ ଦିନ ସୋ-ସି-ଆ-ଲ ମି-ଡି-ଆ-ର ଚାହିଦା ବେଶ୍ ବଢ଼ି ବଢ଼ି ଚାଲିଛି। ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବର୍ତ୍ତମାନ ର ସମୟ ରେ ସୋସିଆଲ ମିଡ଼ିଆ ସମୟ ବିତାଇବା ପାଇଁ ପସନ୍ଦ କରୁ ଥିବାର ଦେଖିବାକୁ ମିଳୁଛି।ଏହି ଇ-ଣ୍ଟ-ର-ନେ-ଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। କାରଣ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ସାଜି ପାରିଛି ଯାହା ଦ୍ଵାରା ଲୋକେ ଦେଶ ବିଦେଶ ରେ ଘଟି ଚାଲି ଥିବା ପ୍ରତିଟି ଘଟଣାର ଟିକି ନିଖି ତଥ୍ୟ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇ ପାରୁ ଛନ୍ତି। ସେଥି ପାଇଁ ତ ବ୍ୟସ୍ତ ବହୁଳ ଜୀବନରୁ ଯଦି କିଏ ଟିକିଏ ସମୟ ପାଉଛି ସେ ସୋସିଆଲ ମିଡିଆରେ ହିଁ ବ୍ୟସ୍ତ ହୋଇ ଯାଉଛି।

ତେବେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ର ସବୁ ଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ।ୟୁଟ୍ୟୁବରେ ନିଜ ମନ ମୁତାବକ ଭିଡିଓ ଦେଖି ପାରିବା ଏହା ସହିତ ଆମ ମନ ମୁତାବକ ଭିଡିଓ ପୋଷ୍ଟ ମଧ୍ୟ କରି ପାରିବାତେବେ ୟୁଟ୍ୟୁବରେ ମାଧ୍ୟମରେ ଲୋକେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବାରେ ସକ୍ଷମ ହୋଇ ପାରୁଛନ୍ତି ଏହା ସହିତ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି। ୟୁଟ୍ୟୁବରେ ଭିନ୍ନ ଭିନ୍ନ କଣ୍ଟେଣ୍ଟ ମାଧ୍ୟମରେ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ବାରେ ସକ୍ଷମ ହୋଇ ପାରୁଛନ୍ତି।

ତେବେ ୟୁଟ୍ୟୁବରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉ ଥିବେ ଆଉ ଏହି ସବୁ ଭିଡ଼ିଓକୁ ପସନ୍ଦ ମଧ୍ୟ କରୁଥିବେ। ଟ୍ବେ ୟୁଟ୍ୟୁବରେ ଅପଲୋଡ ହେଉଥିବା ଭିଡିଓ ଗୁଡ଼ିକୁ ମଧ୍ୟରୁ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରୁଛି ତାହା ହେଉଛି ବ୍ଲଗ୍ ଭିଡିଓ। ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି। ଆପଣ ସୋସିଆଲ ମିଡିଆରେ ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ। ଆଉ ଏସବୁକୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ କରୁଥିବେ।

ତେବେ ଆଜି ଆମେ ଏକ ସୁନ୍ଦର୍ ବ୍ଲଗ୍ ଭିଡିଓ ବାବଦରେ ଜଣାଇବୁ। ଯେଉଁଥିରେ ଆପଣ ଲକଡାଉନ୍ ସମୟରେ ଆମେରିକାର ପରିସର କିପରି ଥିଲା ଜାଣି ପାରିବେ। ଯାହାକୁ ଖୁବ୍ ସୁନ୍ଦର୍ ଭାବେ ଦେଖାଇଛନ୍ତି ଓଡ଼ିଆ ବ୍ଲୋଗର ଅରୁମିକା। ତେବେ ଅରୁମିକାଙ୍କ ସ୍ବାମୀ ଆମେରିକାର ଏକ ବିଶ୍ବବିଦ୍ୟାଳୟର ପ୍ରଫେସର୍ ଅଛନ୍ତି। ଆଉ ଅରୁମିକା ସେହି ବିଶ୍ବବିଦ୍ୟାଳୟର ପରିସରକୁ ବ୍ଲଗ୍ ମାଧ୍ୟମରେ ଫ୍ୟାନସ୍ ମାନଙ୍କୁ ଦେଖାଇ ଛନ୍ତି। ଯାହାକୁ ଦର୍ଶକ ମାନେ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଆପଣ ମଧ୍ୟ ଏହି ସୁନ୍ଦର୍ ବ୍ଲଗକୁ ଦେଖନ୍ତୁ ଆପଣଙ୍କୁ ଏହି ଭିଡିଓ ବେଶ୍ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।