
ଅର୍ଚ୍ଚନାର ଅଠର ନଳା କୋଉଁଠି ପୋତିବୁ କୀଳା ,ଟିକେ କମ୍ବଳ ଉଠା ଅର୍ଚନା ମୁଁ ତୋର ଦେଖିବି ଏମିତି କହିଲେ ସୁର ଭାଇ ! ଦେଖନ୍ତୁ ଏହି viral ଭିଡ଼ିଓକୁ….
କମ୍ବଳ ଉଠା ବେ କମ୍ବଳ ତଳେ କିଏ କିଏ ଅଛନ୍ତି ତାକୁ ଟିକିଏ ଦେଖିବା। ଆପଣ ଭାବୁଥିବେ ଏ କଥାର ଅର୍ଥ କଣ। ଏକଥା କିଏ କହୁଛି ଆଉ କାହିଁକି କହୁଛି ଆପଣ ନିହାତି ଭାବୁଥିବେ।ଆପଣ ମାନେ ଜାଣିଥିବେ କି ଏବେ ସାରା ରାଜ୍ୟରେ ଏବେ ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଟିଭି ହେଇ ଖବର କାଗଜ ହେଉ ନହେଲେ ସୋସିଆଲ ମିଡ଼ିଆ ସବୁଠି ସେହି ଗୋଟିଏ ଚର୍ଚ୍ଚା। ଧିରେ ଧିରେ ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଗୁମର।ଦିନ ଯେତେ ଯେତେ ବଢ଼ି ଚାଲିଛି ଗୋଟିଏ ପରେ ଗୋଟିଏ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।
ତେବେ କମ୍ବଳ ଉଠା ବେ କମ୍ବଳ ତଳେ କିଏ କିଏ ଅଛନ୍ତି ତାକୁ ଟିକିଏ ଦେଖିବା ଏକଥା କାହା ଉଦ୍ଦେଶ୍ୟରେ କୁହା ଯାଇଛି ଏବେ ଆପଣ ବୁଝି ପାରୁଥିବେ।ତେବେ ଏକଥା ଆମେ କହୁନୁ ଆଜ୍ଞା ଏକଥା କହୁଛନ୍ତି ସବୁ ସମୟରେ ଚର୍ଚ୍ଚାର ରହି ଥିବା କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଓରଫ୍ ସମସ୍ତଙ୍କର ଅତି ପ୍ରିୟ ସୁର ଭାଇ। ଆପଣମାନେ କଂଗ୍ରେସ ନେତା ସୁର ରାଉତ ରାୟ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ଏଭଳି କଥା କହିଥାନ୍ତି ଯିଏ ଶୁଣନ୍ତି ସେମାନେ ହସି ଥାନ୍ତି।ତେବେ ସୁର ଭାଇଙ୍କ ଏଭଳି ମଜାଦାର କଥା ବାର୍ତ୍ତା ଶୁଣିବା ପାଇଁ ସବୁବେଳେ ସମସ୍ତେ ଘେରି ରହିଥାନ୍ତି ଆଉ ସୁର ଭାଇ ବେକେବେଲେ ଏଭଳି କିଛି କହି ଦିଅନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗେ।
ସୁର ଭାଇ କହିଛନ୍ତି କମ୍ବଳ ଉଠା ବେ କମ୍ବଳ ତଳେ କିଏ କିଏ ଅଛନ୍ତି ତାକୁ ଟିକିଏ ଦେବା ଖାଲି ଏତିକି ନୁହେଁ ସୁର ଭାଇ କହିଛନ୍ତି କି ଗୋଟିଏ କି ଦୁଇଟା ନୁହେଁ ବେ ପୁରା ଅଠର ନୀଳା କେମିତି ପୋତିବୁ କୀଲା। ଏପଟେ ବନ୍ଦ କଲେ ସେପରେ ଗଳି ଗଲେଣି। ଆଉ ସେପଟ ବନ୍ଦ କଲେ ଏପଟେ ଗଳି ଗଲେଣି ପୁରା କମ୍ବଳଟା ସାରା। ଏମିତି କିଛି କହି ସୁନ୍ଦରୀ ଅର୍ଚ୍ଚନାଙ୍କୁ ଟାର୍ଗେଟ କରିଛନ୍ତି ସୁରେଶ କୁମାର ରାଉତରାୟ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି।
ସୂଚନା ଅନୁଯାୟୀ ଅର୍ଚ୍ଚନା ନାଗ ପ୍ରଥମେ ସମାଜର ନାମୀଦାମୀ ଲୋକଙ୍କ ସହିତ କରୁଥିଲେ ବନ୍ଧୁତା। ଘରକୁ ନିମନ୍ତ୍ରଣ କରି ମାୟା ଜାଲ ବିଛାଉ ଥିଲେ ଅର୍ଚ୍ଚନା। ଯୁବତୀ ମାନଙ୍କୁ ହନିଟ୍ରାପରେ ବ୍ୟବହାର କରି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭିଡିଓ ଉଠାଇ ଦୁଷ୍କର୍ମ ମାମଲାରେ ଫାସାଇ ଦେବାର ଧମକ ଦେଇ ବ୍ଲାକମେଲିଙ୍ଗ କରୁଥିଲେ ଅର୍ଚ୍ଚନା। ଆଉ ତା ପରେ ଲୁଟି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା। ଆଉ ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚହଳ ପଡ଼ିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।