
omg ଶୁଣନ୍ତୁ ଅର୍ଚନା ଓ ଦଲାଲଙ୍କ Audio Call : ୪ଜଣ ଛାତ୍ରୀ ରାଜିଅଛନ୍ତି ,ଦୁଇ ଚାରି ହଜାର ଅଧିକ ନେବେ କହୁଛନ୍ତି …’ଦେଖନ୍ତୁ Video
ଖୋଲୁଛି ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ନାଗଫାସ। ସାରା ରାଜ୍ୟରେ ଏବେ ଉଠୁଛି ପଡ଼ୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀଙ୍କୁ ନେଇ। ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି।ଅର୍ଚ୍ଚନା ନାଗଙ୍କର ଗୋଟିଏ ଗୋଟିଏ ଗୁମର ଖୋଲି ଚାଲିଛି।ଅର୍ଚ୍ଚନା କେଉଁଠି କଣ କରୁଥିଲା, କାହା ସହ ମିଶୁଥିଲା, କାହା ସହ କଣ କଥା ହେଉଥିଲା ଆଉ କାହା ସହ ମିଶି ତାର ନାଗଫାସ୍ ବିଛାଉ ଥିଲା ତାକୁ ନେଇ ଚାଲିଛି ତନାଘନା। ଆଉ ଏବେ ଏହି ସବୁର ଗୋଟି ଗୋଟି କରି ପରଦା ଉଠୁଛି। ଯେମିତିକି ଭାନୁମତି ର ପେଡ଼ି ଖୋଲୁଛି।ଆଉ ଏହାରି ଭିତରେ ପୋଲିସ ହାତରେ ଲାଗିଛି ଏକ ବହୁତ୍ ବଡ ସୁରାକ।
ଆମେ ଆଜି ଆପଣ ମାନଙ୍କୁ ଆଉ ଏକ ବଡ ଖବର ଦେବା ପାଇଁ ଯାଉଛୁ। କଥାଟି ଖୁବ୍ ହେଉଛି ଅର୍ଚ୍ଚନାର ଦେହ ଦଲାଲ ସାଜିଥିଲା ବିକି। ତେବେ କିଏ ସିଏ ବିକି କଣ ଲିକ୍ ଥିଲା ତାଙ୍କର ଅର୍ଚ୍ଚନାଙ୍କ ସହିତ ଆଉ ସେ କାହିଁକି ଫୋନ ରେ କଥା ହେଉଥିଲ କଣ କରେ ବିକି ତାକୁ ନେଇ ଉଠୁଛି ନାନା ପ୍ରକାରର ପ୍ରଶ୍ନ। ଆଉ ଏହାର ତଥ୍ୟ ଏବେ ଲାଗିଛି ପୋଲିସ ହାତରେ।
ତେବେ ବିକି କୁଆଡେ଼ ଅର୍ଚ୍ଚନାଙ୍କୁ କହୁଥିଲା ଚାରି ଜଣ ଷ୍ଟୁଡେଣ୍ଟ୍ ରାଜି ଅଛନ୍ତି ଆଉ ସେମାନେ ଦୁଇ ଚାରି ହଜାର ଟଙ୍କା ଅଧୀକ ଦାବି ମଧ୍ୟ କରୁଛନ୍ତି। ହଁ ଆଜ୍ଞା ପଟିଆର ଏକ କଲେଜରେ ଚାକିରି କରିଛି ଏହି ବିକି। ଆଉ ଏବେ ବିକି ଆଉ ଅର୍ଚ୍ଚନାଙ୍କ ଏହି ଚାଟ୍ଟିଂଏବେ ପୋଲିସ ହତାରେ ଲାଗିଛି। ଯାହା ସମସ୍ତଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଛି।
ଆଉ ସମ୍ଭିଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଅର୍ଥାତ୍ ବିକି କଲେଜ୍ ରେ ଚାକିରୀ କରିଥିଲା ଆଉ ଅର୍ଚ୍ଚନା ତାଙ୍କର ସଂପର୍କ ମଧ୍ୟ ରହିଥିଲା।ଆଉ ସବୁଠାରୁ ବଡ କଥା ହେଉଛି ବିକି ଝିଅ ମାନଙ୍କୁ ଆଣି ଅର୍ଚ୍ଚନାଙ୍କୁ ଦେଉଥିଲା।ଆଉ ଅର୍ଚ୍ଚନା ସେହି ଝିଅ ମାନଙ୍କୁ ନେଇ ମଡେଲ ର ପରିଚୟ ଦେଇ କରୁଥିଲେ ଦେହ ବ୍ୟବସାୟ। ଏବଂ ରାତାରାତି କୋଟି କୋଟି ଟଙ୍କା ଇନ୍କମ୍ କରୁଥିଲେ ଅର୍ଚ୍ଚନା। ପୋଲିସ ହାତରେ ଲାଗିଥିବା ଏହି ଚାଟିଂରେ ବିକି ଅର୍ଚ୍ଚନାଙ୍କୁ କହୁଛି ଏଥର ଚାରି ଜଣ ଝିଅ ରାଜି ହୋଇଛନ୍ତି ସେମାନେ ପୁରା ଫ୍ରେସ ଆଉ ପୁରା ନୂଆ। ଆଉ ସେଥି ପାଇଁ ଦୁଇ ଚାରି ହାଜର ଅଧିକ ଟଙ୍କା ଦେବା ପାଇଁ ପଡିବ।
ଆଉ ସେମାନଂକୁ ଅଧିକ ଦେବାକୁ ପଡିବ କାରଣ ସେମାନେ ହିଁ ସେମିତି। ଆଉ ସେମାନଂକୁ ଅଧିକ ଦେବାକୁ ପଡିବ। ଆଉ ଏପଟେ ଅର୍ଚ୍ଚନା ଲେଖୁଛନ୍ତି ଓକେ ବସ୍। ଯାହା ଏବେ ପୋଲିସ ହତାରେ ଲାଗିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।