
ଅର୍ଚ୍ଚନା ରେଭ ପାର୍ଟିରେ ,କୋଳରେ ବସୁଥିଲେ ସୁନ୍ଦରୀ ଓଠକୁ ଓଠ ଲଗେଇ ପିଲାଉଥିଲା ମଦ। ଆଉ ତା ପରେ..ଦେଖନ୍ତୁ video…
ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ଯେତିକି ଚାଲାକ୍ ସେତିକି ନଟି ବି ଥିଲେ ସେ ଯେତିକି ସୁନ୍ଦର୍ ସେତିକି ସେକ୍ସି ବି ଥିଲେ। ଖାଲି ଯେ ନିଜେ ସେକ୍ସି ନଥିଲେ ଝିଅ ମାନଙ୍କୁ ନେଇ ନିଜ କଷ୍ଟୁମର୍ ମାନଙ୍କ ପାଇଁ କରୁଥିଲେ ଅନେକ ସାରା ସେଳିବ୍ରେଶନ ବା ରେଭ୍ ପାର୍ଟି। ଯେଉଁ ପାର୍ଟିରେ ଉଡୁଥିଲା ଟଙ୍କା ଆଉ ଏକାଧିକ ଝିଅ ବିକିନି ପିନ୍ଧି ନାଚ କରୁଥିଲେ। ଆଉ କେତେବେଳେ ଯାଇ କଷ୍ଟୁମର କୋଳରେ ବସୁୁଥିଲେ ତ ଆଉ କେତେବେଳେ ସେମାନଙ୍କ ଓଠରେ ଓଠ ମିଳାଇ ମଦ ପିଆଉଥିଲେ। ଆଉ ଏମିତି ଟଙ୍କା ଉଡୁଥିଲା ଯାହା କଳ୍ପନା ବି କରିହେବ ନାହିଁ।
ମାହାଲ ଏମିତି ରଙ୍ଗୀନ ଥିଲା ଯେ ଯେ ସବୁ କାମୁକ ପୁରୁଷ ସେଠାକୁ ଯିବାକୁ ଚାହିଁବେ ଯେଉଁମାନେ କି ଏସବୁ କୌଣସି ୱେବ୍ ସିରିଜ୍ ରେ ଦେଖିବାକୁ ପାଇଥିବେ। ଆଉ ଏସବୁ କୁ ଖୁବ୍ ଭଲ ଭାବରେ ତାଦରଖ କରୁଥିଲେ ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ଖାଲି ଏତିକି ନୁହେଁ ଏଭଳି ଏଭଳି ଡ୍ରଗସ୍ସ ଆଣୁଥିଲେ ଯାହାକୁ ବ୍ୟବହାର କରି ତାଙ୍କର କଷ୍ଟୁମର ମାନେ ଘଣ୍ଟା ଘଣ୍ଟା ଧରି କାମନା ବାସନାରେ ବୁଡି ରହୁଥିଲେ। ଆଉ ଝିଅ ମାନଙ୍କୁ ବି ଏତେ ପରିମାଣରେ ନିଶା ପିଆଉ ଥିଲେ ଯେ ସେମାନେ କେତେବେଳେ ଜଣେ ତ ଏକା ସମୟରେ ଦୁଇ ତିନି ଜଣକ ସହିତ ସମ୍ପର୍କ ରଖି ଥିଲେ।
ତେବେ ଅର୍ଚ୍ଚନା ତାଙ୍କ ଝିଅ ମାନଙ୍କର ସେକ୍ସୁଆଲ୍ ହେଲ୍ଥ କୁ ନେଇ ଖୁବ୍ ସତର୍କ ଥିଲେ। କାହାର କିଛି ବି ପ୍ରୋବ୍ଲେମ୍ ହେଲେ ଅର୍ଚ୍ଚନା ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସା ଆରମ୍ଭ କରି ଦେଉଥିଲେ। ଆଉ ନିୟମିତ ଭାବରେ ତାଙ୍କର ଝିଅ ମାନଙ୍କର ବ୍ଲଡ ଟେଷ୍ଟ କରାଉଥିଲେ ଅର୍ଚ୍ଚନା ଯେମିତି କାହାର ବି କିଛି ଅସୁବିଧା ନହେଉ। କାରଣ ସେମାନେ ଥିଲେ ଅର୍ଚ୍ଚନାଙ୍କ ରୋଜଗାରର ମାଧ୍ୟମ। ତେବେ ଅର୍ଚ୍ଚନାଙ୍କ ରେଭ ପାର୍ଟି ଏମିତି ଥିଲା ଯାହା ଆପଣ କେବେ କଳ୍ପନା କରି ପାରିବେ ନାହିଁ।
ତେବେ ଆପଣ ମାନେ ଜାଣିଥିବେ କି ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି।ଅର୍ଚ୍ଚନା ନାଗଙ୍କର ଗୋଟିଏ ଗୋଟିଏ ଗୁମର ଖୋଲି ଚାଲିଛି। ସମାଜର ପ୍ରତିଷ୍ଠିତ ଓ ନାମୀଦାମୀ ପୁରୁଷ ମାନଙ୍କୁ ଟାର୍ଗେଟ କରୁଥିଲେ ଅର୍ଚ୍ଚନା ଆଉ ସେମାନଙ୍କୁ ପ୍ରଥମେ ତାଙ୍କର ନିଜ ମାୟାଜାଲରେ ପକାଉଥିଲେ। ଏହାପରେ ଯୁବତୀ ମାନଙ୍କୁ ହନିଟ୍ରାପରେ ବ୍ୟବହାର କରି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭିଡିଓ ଉଠାଇ ଦୁଷ୍କର୍ମ ମାମଲାରେ ଫାସାଇ ଦେବାର ଧମକ ଦେଇ ବ୍ଲାକମେଲିଙ୍ଗ କରୁଥିଲେ ଅର୍ଚ୍ଚନା। ଆଉ ଏଥିରେ ପୁରା ସହଯୋଗ କରୁଥିଲେ ତାଙ୍କ ସ୍ଵାମୀ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।