ସବୁ ସମୟ ଖବର ସାଥିରେ

ଯେବେ ଅନୁରାଧା ପୌଡ଼ୱାଲ ଙ୍କ ଗୀତ ଗାଇଲେ – ମୋନାଲି ମଧୁସ୍ମିତା ,ମାତ୍ର 4 ଘଣ୍ଟାରେ 33k ରୁ ଅଧିକ ଲୋକ ଦେଖି ସାରିଲେଣି….

0 5

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସମସ୍ତ ଙ୍କ ପାଖରେ କିଛି ନା କିଛି ଅଲଗା ଆଉ ନୂଆ ନୂଆ ଟେଲେଣ୍ଟ ଲୁଚିକି ରହିଥାଏ | ଆଉ ଯେଉଁ ଟେଲେଣ୍ଟ ମାଧ୍ୟମରେ ସେମାନେ ନିଜ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚି ପାରିଥାନ୍ତି | ତାହା ବ୍ୟତୀତ ସେମାନଙ୍କର ସେହି ଟେଲେଣ୍ଟ ହିଁ ସେମାନଙ୍କୁ ଜୀବନରେ ଅନେକ କିଛି କରିକି ଦେଖାଇବାର ରାସ୍ତା ଦେଖିଥାଏ | ତେବେ ସେହି ଭଳି ଜଣଙ୍କ ବିଷୟରେ ଆଜି ଆମେ ମାନେ ଆଲୋଚନା କରିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ମୋନାଲି | ତାହେଲେ ଆସନ୍ତୁ କଣ କହିଛନ୍ତି ସେ ତାଙ୍କର ବିଷୟରେ ଜାଣିବା |
ତେବେ ଆମେ ମାନେ ଜାଣିଛୁ କି ମୋନାଲି ବହୁତ ଭଲ ସିଙ୍ଗର ଜଣେ, ଆଉ ତାଙ୍କର କଣ୍ଠ ର ଯାଦୁ ମାଧ୍ୟମରେ ସେ ଦର୍ଶକ ମାନଙ୍କର ମନକୁ ବେଶ ଆକର୍ଷିତ କରିଥାନ୍ତି | ଆଉ ସେହି ଯାଦୁ ମାଧ୍ୟମରେ ସେ ଆଜି ତାଙ୍କର ନାଁ କୁ ଏତେ ଉପରକୁ ନେଇ ପାରିଛନ୍ତି |ତେବେ ଖାଲି ସଂଗୀତ ନୁହଁ ତାଙ୍କର ଅନ୍ୟ ଏକ ଟେଲେଣ୍ଟ ହେଉଛି ସେ ବିଭିନ୍ନ ପ୍ରକାରର ସ୍ୱର ରେ କଥା କହି ପାରନ୍ତି | ଆଉ ସେ ସୁନ୍ଦର ଭାବରେ ତରଙ୍ଗରେ ପ୍ରସାରିତ ହେଉଥିବା କୃଷ୍ଣ ଙ୍କ ସ୍ୱର ରେ କଥା ହେଉଥିବାର ଦେଖିବାକୁ ମିଳିଥିଲା |

ଏହା ବ୍ୟତୀତ ଆହୁରି ମଧ୍ୟ ସେ କହିଛନ୍ତି କି ଏହି ଭଳି ଭାବରେ କଥା କହିବା ଯୋଗୁଁ ତାଙ୍କ ପାଖକୁ ଯେଉଁ ସବୁ ରୋଙ୍ଗ ନମ୍ବର ରୁ କୋଲ ଆସେ ସେ ସବୁକୁ ସେ ବହୁତ ଭଲ ଭାବରେ ଠକେଇ ପାରନ୍ତି | କେତେବେଳେ ସେ ଛୋଟ ପିଲା ର ଭୋଏସ ଦେଉଥିବା ବେଳେ ଆଉ କେତେବେଳେ ବୁଢ଼ୀର ଭୋଏସ ମଧ୍ୟ ଦେଇଥାନ୍ତି ବୋଲି ଦେଖିବାକୁ ମିଳିଛି |ତେବେ ଏହା ବ୍ୟତୀତ ମୋନାଲି ଙ୍କର ପିଲା ଦିନରୁ ରୁଚି ରହି ଥିଲା କି ସିଙ୍ଗର ଟିଏ ହେବା ପାଇଁ |

. ଆଉ ପିଲା ଦିନେ ତାଙ୍କର ବାପା ତାଙ୍କୁ ଗୋଟିଏ କ୍ୟାସେଡ ଆଣିଦେଇଥିଲେ, ଆଉ ଯାହା ସାହାଯ୍ୟରେ ସେଥିରୁ ଗୀତ କୁ ଶୁଣିକି ଲେଖୁଥିଲେ ଆଉ ଗାଉ ମଧ୍ୟ ଥିଲେ | ଆଉ ତାଙ୍କର ପିଲା ଦିନରୁ ଗୋଟିଏ ମାତ୍ରା ଆଶା ଥିଲା କି ବଡ଼ ହେବା ପରେ ଅନୁରାଧା ପୌଡ଼ୱାଲ ଙ୍କ ସହିତ ଗୀତ ଗାଇବେ ବୋଲି | ଆଉ ଶେଷରେ ସେ ତାଙ୍କ ସହିତ ଏକ ଷ୍ଟେଜ ପ୍ରଫୋମେନ୍ସ ରେ ଗୀତ ମଧ୍ୟ ଗାଇଥିଲେ | ଆଉ ସେହି ଦିନ ସେ ବହୁତ ଖୁସି ହୋଇଥିଲେ | ଆଉ ମୋନାଲି ଙ୍କର ଏହି ସବୁ କଥା ସିଏ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି, ଯାହା ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।