
Jyotish Shastra-ଅଁଳା ଫଳ ଦ୍ୱାରା କେମିତି କରିବେ ନିଜର ପ୍ରେମ ସଫଳ ଜାଣନ୍ତୁ …
ଦର୍ଶକ ବନ୍ଧୁ ଆଜିକାଲି ଦୁନିଆରେ କିଏ ବା ପ୍ରେମ ଓ ଭଲ ପାଇବା ବିଷୟ ରେ ନ ଜାଣେ ବା କିଏ ପ୍ରେମ କରିନାହିଁ | ତେବେ ଏହି ଭଲ ପାଇବା ବା ପ୍ରେମ ବହୁତ ପ୍ରକାର ଦେଖା ଯାଇଥାଏ | ଯେମିତିକି ଭାଇ ଭଉଣୀ ଙ୍କ ମଧ୍ୟରେ ପ୍ରେମ | ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ | ଭଲ ପାଇଥିବା ଯୁବକ ଓ ଯୁବତୀ ଙ୍କୁ ମଧ୍ୟରେ ପ୍ରେମ | ତେବେ ଏହି ଭଲ ପାଇବା କୁ ବା ପ୍ରେମ କୁ ସବୁଦିନ ସେମିତି ରଖିବା ପାଇଁ ଆଜି କାଲି ଯୁବ ପିଢ଼ି ବା ଅନ୍ୟ ମାନେ ବହୁତ କିଛି କରିଥାନ୍ତି | ତାହାଲେ ବନ୍ଧୁଗଣ ଏହି ଭଲ ପାଇବାକୁ ଏମିତି ସବୁଦିନ ଆପଣଙ୍କ ମଧ୍ୟରେ ରଖିବା ପାଇଁ ଏକ ସହଜ ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଆପଣ ଆପଣଙ୍କ ପ୍ରେମ ରେ ସହଜ ରେ ସଫଳ ହେଇପାରିବେ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଉପାୟ ବିଷୟରେ ଜାଣିବା |
ଆଜିକାଲି ଦୁନିଆରେ କହିବାକୁ ଗଲେ ପ୍ରେମ ଆଉ ପ୍ରେମ ହେଇନାହିଁ କହିଲେ କିଛି ଭୁଲ ହେବ ନାହିଁ | କାରଣ ଆଜି କାଲି ର ପ୍ରେମରେ ସଫଳତା ମିଳୁନାହିଁ | ଦୁଇ ଚାରିଦିନ ଭଲରେ ଚାଲୁ ଥିଲେ ତାପରେ ପୁଣି ଝଗଡା ହେବାରେ ଦେଖା ଯାଏ | ତେବେ ସେହି କିଛି ଭଲ ପାଇବା ଭିତରେ କିଛି ଏମିତି ଭଲ ପାଇବା ଅଛି ଯେଉଁମାନେ କି ସଚ୍ଚା ଭଲ ପାଇଥାନ୍ତି | ତେବେ ଯେଉଁମାନେ ଭଲ ପାଇବା ରେ ଧୋକା ଖାଇଛନ୍ତି ବା ଯେଉଁମାନଙ୍କ ସମ୍ପର୍କ ଏବେ ଭଲ ଅଛି ଓ ଆଗକୁ ସେମିତି ଭଲ ରଖିବା ପାଇଁ ଚାହୁଁଛନ୍ତି ତାହାଲେ ଜାଣନ୍ତୁ | ଦେଖନ୍ତୁ ଜାତକ ରେ କାଳ କୌଶଳ ପଞ୍ଚମ ଘର ହୋଉଛି ଲଭ ଲାଇଫର ଘର ଏବଂ ଷଷ୍ଠ ଘର ହେଉଛି ଲଭ ଲାଇଫ ର ବ୍ୟାଙ୍କ ବାଲାନ୍ସ ଓ ଚତୁର୍ଥ ଭାବ ହେଉଛି କ୍ଷତି | ଏହା ସହିତ ଦ୍ୱାଦୋଷ ଘର ହେଉଛି ଲଭ ଲାଇଫ ର ଡେଥ ଘର | ତେଣୁ ସମ୍ପର୍କ କେମିତି ଖରାପ ହେବ ତାହା ଏହି ଦ୍ୱାଦୋଷ ଘରୁ ହିଁ ଜଣା ପଡିଥାଏ |
ଅଁଳା କୁ କେଉଁ ଉପାୟରେ ବ୍ୟବହାର କରିବେ ପ୍ରେମ ସଫଳତା ପାଇବା ପାଇଁ :-
ପ୍ରେମ ସଫଳତା ପାଇବା ପାଇଁ ଆପଣ କଣ କରିବେ ଦୁଇଟି ଅଁଳା ଆଣିବେ ଓ ଆପଣ ବ୍ୟବହାର କରୁଥିବା ହଳଦୀ ଆଣି ସେଥିରେ ଅଳ୍ପ ଘିଅ ମିଶାଇ ଦେବେ | ଏହାପରେ ଏକ ସାଧା କାଗଜରେ ଆପଣ ଯାହାକୁ ଭଲ ପାଉଛନ୍ତି ତାହାର ନାମ ସେହି ସାଧା କାଗଜ ରେ ଡାଳିମ୍ବ କାଠିରେ ଲେଖିବେ | ତାପରେ ଯେଉଁ ହଳଦୀ ଘିଅ ମିକ୍ସ କରି ରଖିଥିଲେ ସେହି ଡାଳିମ୍ବ କାଠି ସାହାଯ୍ୟ ରେ ବୁଡାଇ ସେହି ସାଧା କାଗଜରେ ଆପଣ ଯାହାକୁ ଭଲ ପାଉଛନ୍ତି ତାହାର ନାମ ଲେଖିଦେବେ |
ଏହାପରେ ସେହି ଅଁଳା ଦୁଇଟି ଆଣି ସେହି ଲେଖି ଥିବା ନାମ ଉପରେ ରଖିଦେବେ ଓ ତାପରେ ସେହି କାଗଜ କୁ ଭଲ ଭାବରେ ଭାଙ୍ଗ କରିଦେବେ | ତାପରେ ଏକ ହଳଦିଆ କପଡ଼ା ରେ ବାନ୍ଧି ଦେଇ ରାତିରେ ଆପଣ ଶୋଇଥିବା ସ୍ଥାନରେ 5 ଦିନ ରଖିଦେବେ | ତେବେ 5 ଦିନ ପୁରିଲା ପରେ ଏହାକୁ ଏକ ଶ୍ରତ ରେ ଭସାଇ ଦେବେ ନହେଲେ ଏହାକୁ ଏକ ଶୁଭ ବୃକ୍ଷ ମୂଳେ ଏହାକୁ ରଖିଦେବେ | ଆଉ ଏହି ଉପାୟ କୁ ଆପଣ କରିବା ସମୟରେ ବିଶ୍ୱାସ ସହିତ କରନ୍ତୁ ଦେଖିବେ ଆପଣଙ୍କର ପ୍ରେମ ସମ୍ପୂର୍ଣ୍ଣ ଭାବେ ସଫଳତା ପାଇବେ |
ତେବେ ଏହା ଥିଲା ଅଁଳା ଦ୍ୱାରା ପ୍ରେମ ସଫଳ କରିବା ର ସହଜ ଉପାୟ|ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।