
ias interview-AMUL ର ଫୁଲ ଫର୍ମ କଣ ? 99 ପ୍ରତିଶତ ପିଲା ଫେଲ ହୋଇ ଗଲେ । ଦମ ଅଛି ତ ଉତ୍ତର ଦିଅ ।
ଆଜିର ଦିନରେ ଚାକିରୀଟିଏ ପାଇବା କାଠିକର ପାଠ ହୋଇଗଲାଣି। ଏହାର କାରଣ ହେଉଛି ଆଶାୟୀମାନଙ୍କୁ ଏମିତି କିଛି ପ୍ରଶ୍ନ ମଧ୍ୟ ପଚରା ଯାଇଥାଏ, ଯାହାର ଉତ୍ତର ସେମାନଙ୍କୁ ନିଜ ବୁଦ୍ଧି ଆଧାରରେ ଦେବାକୁ ପଡ଼ିଥାଏ। ଯେଉଁ ଆଶାୟୀମାନେ ଏହି ସମୟରେ ସାବଧାନତା ଅବଲମ୍ବନ କରି ସଠିକ୍ ଉତ୍ତର ଦିଅନ୍ତି ସେମାନଙ୍କ ପାଇଁ ଚାକିରୀ ପାଇବା ସହଜ ହୋଇଯାଏ କିନ୍ତୁ ଅନେକ ରହିଛନ୍ତି ଯେଉଁମାନେ ଉତ୍ତର ଜାଣିଥିଲେ ମଧ୍ୟ ଦ୍ବନ୍ଦରେ ପଡି ଯାଇଥାନ୍ତି କାରଣ କିଛି ପ୍ରଶ୍ନକୁ ଆଶାୟୀମାନଙ୍କୁ ମଜାଦାର ଢଙ୍ଗରେ ପଚରା ଯାଇଥାଏ। ଯେଉଁ ପ୍ରଶ୍ନର ଉତ୍ତର ବହୁତ ସହଜ ଥାଏ, କିନ୍ତୁ ଆଶାୟୀମାନେ ତାହା ଦେଇପାରି ନ ଥାଆନ୍ତି। ତେବେ ଆଜି ଆମେ ଆପଣଙ୍କ ମାନଙ୍କ ପାଇଁ କିଛି ଇଣ୍ଟ୍ରେଷ୍ଟିଂ ଏବଂ ମଜାଦାର ପ୍ରଶ୍ନ ଓ ତାର ଉତ୍ତର ବାବଦରେ ଜଣାଇବୁ ଯାହା ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ପ୍ରଶ୍ନ ଓ ତାର ଉତ୍ତର।
ପ୍ରଶ୍ନ ୧.ଅମୁଲ (AMUL) ର ଫୁଲ ଫର୍ମ କଣ?
ଉତ୍ତର:- AMUL ର ଫୁଲ ଫର୍ମ ହେଉଛି Anand milk union ltd
ପ୍ରଶ୍ନ ୨. ଭାରତର ସ୍ଵିଜର ଲ୍ୟାଣ୍ଡ କାହାକୁ କୁହାଯାଏ?
ଉତ୍ତର:- କାଶ୍ମୀରକୁ ଭାରତର ସ୍ଵିଜର ଲ୍ୟାଣ୍ଡ ବୋଲି କୁହା ଯାଇଥାଏ।
ପ୍ରଶ୍ନ ୩. ପୋଲିସକୁ ହିନ୍ଦୀରେ କଣ କୁହା ଯାଇଥାଏ?
ଉତ୍ତର:- ରାଜକୀୟ ଜନ ରକ୍ଷକ
ପ୍ରଶ୍ନ ୪. କେଉଁ ଦେଶରେ ରାତି ୧୨ ଟାରେ ସୂର୍ଯ୍ୟ ଉଦୟ ହୋଇଥାଏ?
ଉତ୍ତର:- ନରୱେରେ ରାତି ୧୨ ଟାରେ ସୂର୍ଯ୍ୟ ଉଦୟ ହୋଇଥାଏ।
ପ୍ରଶ୍ନ ୫. ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଖାଇବାରେ ଅଧିକ କଣ ପସନ୍ଦ କରିଥାନ୍ତି?
ଉତ୍ତର:- ଢୋକଲା ଖାଇବାକୁ ନରେନ୍ଦ୍ର ମୋଦୀ ଅଧିକ ପସନ୍ଦ କରିଥାନ୍ତି।
ପ୍ରଶ୍ନ ୬. ଆପଣଙ୍କ ଏମିତି କେଉଁ ଆୱାଜ୍ ରହିଛି ଯାହାକୁ ଆପଣ ନିଜେ ଶୁଣି ପାରି ନଥାନ୍ତି କିନ୍ତୁ ଅନ୍ୟମାନେ ଶୁଣି ବିରକ୍ତି ହୋଇ ଯାଆନ୍ତି?
ଉତ୍ତର:- ଏହାର ଉତ୍ତର ହେଉଛି ଘୁଙ୍ଗୁଡ଼ି।
ପ୍ରଶ୍ନ ୭. ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦର କେଉଁଠାରେ ଅବସ୍ଥିତ?
ଉତ୍ତର:- ପଞ୍ଚିମବଙ୍ଗର କଲିକତା ଠାରେ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦର ଅବସ୍ଥିତ।
ପ୍ରଶ୍ନ ୮. ଏମିତି କେଉଁ ଜିନିଷ ରହିଛି ଯାହା ଥରେ ଫାଟି ଗଲେ ଆମେ ତାକୁ ସିଲେଇ କରି ପାରିବା ନାହିଁ?
ଉତ୍ତର:- ବେଲୁନ କୁ ଆମେ ଫାଟିଗଲେ ସିଲେଇ କରି ପାରିବା ନାହିଁ।
ପ୍ରଶ୍ନ ୯. ଓଡ଼ିଶାର ଶେଷ ଓ ସ୍ଵାଧୀନ ରାଜା କିଏ ଥିଲେ?
ଉତ୍ତର:- ମୁକୁନ୍ଦ ଦେବ ହେଉଛନ୍ତି ଓଡ଼ିଶାର ଶେଷ ସ୍ଵାଧୀନ ରାଜା।
ପ୍ରଶ୍ନ ୧୦. ଓଡିଶା କେବେ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ପାଇ ଥିଲା?
ଉତ୍ତର:- ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ୧୯୩୭ ମସିହାରେ।