ସବୁ ସମୟ ଖବର ସାଥିରେ

ଅପଣଙ୍କ ନାମର ପ୍ରଥମ ଅକ୍ଷର ବାଛନ୍ତୁ S , H , L , M , C , V ଆଉ ଜାଣନ୍ତୁ ନିଜ ବିଷୟରେ ଏହି ଖାସ ଗୁପ୍ତ ରହସ୍ୟ କଥା – Life Style

0 20

ହିନ୍ଦୁ ଧର୍ମରେ ପ୍ରତ୍ୟେକ ବ୍ୟକ୍ତିର ନାମ କରଣ ସେମାନଙ୍କର ରାଶିର କୁଣ୍ଡଳୀକୁ ଦେଖି କରାଯାଇଥାଏ। ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ତାଙ୍କ ନାମରେ ବହୁତ୍ ମହତ୍ତ୍ଵ ରହିଥାଏ। ନାମର ପ୍ରଥମ ଅକ୍ଷର ବ୍ୟକ୍ତି ଉପରେ ବହୁତ୍ ପ୍ରଭାବ ପକାଇଥାଏ। ନାମର ପ୍ରଥମ ଅକ୍ଷରରୁ ହିଁ ସେହି ବ୍ୟକ୍ତିର ବ୍ୟକ୍ତିତ୍ଵ ବାବଦରେ ଜାଣି ହୋଇଥାଏ। ସେଥି ପାଇଁ ତ ପିତା ମାତା ଭାବିଚିନ୍ତି ପିଲାର ନାମକରଣ କରିଥାନ୍ତି। ତେବେ ଆମେ ଜାଣିଛେ କି କେତେକ ବ୍ୟକ୍ତି ବିଶେଷ ରାଜଯୋଟକ ନେଇ ଜନ୍ମ ହୋଇଥାନ୍ତି।ଯେଉଁମାନେ କି ଖୁବ୍ ଅଳ୍ପ ପରିଶ୍ରମରେ ଅନେକ ସମୃଦ୍ଧି ଲାଭ କରିଥାନ୍ତି।ତେବେ ଆଜି ଆମେ ନାମର ପ୍ରଥମ ଇଂରାଜୀ ଅକ୍ଷରକୁ ଆଧାର କରି ସେହି ବ୍ୟକ୍ତିର ବିଷୟରେ କିଛି କହିବୁ। ତେବେ ଆପଣଙ୍କ ନାମର ପ୍ରଥମ ଇଂରାଜୀ ଅକ୍ଷର ଯଦି C, H, L, M, S ଏବଂ N ହୋଇଥାଏ ତେବେ ଜାଣି ରଖନ୍ତୁ ଆପଣଙ୍କ ସମୃଦ୍ଧି ବିଷୟରେ।
C.ଯେଉଁ ବ୍ୟକ୍ତିମାନଙ୍କର ନାମ ଇଂରାଜୀ ଅକ୍ଷର C ରୁ ଆରମ୍ଭ ହୋଇଥାଏ ସେମାନ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କ ଭାଗ୍ୟରେ ରାଜଯୋଟକ ଲେଖା ହୋଇଛି। ଏମାନେ ଖୁବ୍ ସହଜରେ ସଫଳତା ହାସଲ କରିଥାନ୍ତି। ଏମାନେ ନିଷ୍ଠାର ସହିତ ସବୁ କାମ କରିଥାନ୍ତି ।ଏମାନେ ଖୁବ୍ ପରିଶ୍ରମି ଓ ସଚ୍ଚୋଟ ମଧ୍ୟ ହୋଇଥାନ୍ତି।H.ଯେଉଁ ବ୍ୟକ୍ତିମାନଙ୍କର ନାମର ପ୍ରଥମ ଅକ୍ଷର H ରୁ ଆରମ୍ଭ ହୋଇଥାଏ ସେମାନେ ସମସ୍ତଙ୍କ ଠାରୁ ଟିକେ ଭିନ୍ନ ଧରଣର ହୋଇଥାନ୍ତି। ଏମାନେ ଭାଗ୍ୟରେ ରାଜଯୋଟକ ଲେଖା ହୋଇଥାଏ । ଯେଉଁଥି ପାଇଁ ସମାଜରେ ମାନସମ୍ମାନ ବୃଦ୍ଧି ପାଇଥାଏ। ଏମାନେ ଖୁବ୍ କଠିନ ପରିଶ୍ରମ କରିଥାନ୍ତି। ସେଥିପାଇଁ ସୁଖମୟ ଓ ଆରାମଦାୟକ ଜୀବନ ବିତାଇଥାନ୍ତି।
L.ଯେଉଁ ମାନଙ୍କର ନାମ L ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଖୁବ୍ ସରଳ ସ୍ଵଭାବର ହୋଇଥାନ୍ତି। ଏମାନେ ଖୁବ୍ ଭଲ ହୋଇଥାନ୍ତି। ଲୋକଙ୍କୁ ଖୁବ୍ ସହଜରେ ବିଶ୍ଵାସ କରି ନେଇ ଥାନ୍ତି। ଯେଉଁଥି ପାଇଁ ବେଳେବେଳେ ଏମାନେ ଅସୁବିଧାରେ ପଡନ୍ତି କିନ୍ତୁ ଭଗବାନଙ୍କ କୃପାରୁ ସେମାନେ ସବୁ ସମସ୍ୟାରୁ ମୁକାବିଲା କରି ପାରନ୍ତି।
M.ଯେଉଁମାନଙ୍କର ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ଖୁବ୍ ବୁଦ୍ଧିମାନ ହୋଇ ଥାଆନ୍ତି। ଏବଂ ଖୁବ୍ ସାହସୀ ମଧ୍ୟ୍ୟ ହୋଇଥାନ୍ତି। ନିଜ ବୁଦ୍ଧି ବଳରେ ଏମାନେ ଖୁବ୍ ସହଜରେ ସଫଳତା ହାସଲ କରିଥାନ୍ତି। ଏମାନେ ବ୍ୟବସାୟରେ ଖୁବ୍ ରୁଚି ରଖିଥାନ୍ତି। ଯାହା ତାଙ୍କୁ ଖୁବ୍ ସଫଳତା ଦେଇଥାଏ

S.ଯେଉଁ ବ୍ୟକ୍ତି ର ନାମ S ରୁ ଆରମ୍ଭ ହୋଇଥାଏ ସେମାନେ ଖୁବ୍ ବହୁତ ଭାଗ୍ୟଶାଳୀ ଓ ସ୍ୱଭାବରେ ଖୁବ୍ ଭଲ ହୋଇଥାନ୍ତି। ଏମାନେ ବହୁ ଅର୍ଥର ଅଧିକାରୀ ହୋଇଥାନ୍ତି। ଏମାନେ ସବୁ ସମୟରେ ସକାରାତ୍ମକ ଚିନ୍ତା କରିଥାନ୍ତି।ରାଜଯୋଗ କାରଣରୁ ଏମାନଙ୍କ ଜୀବନରେ କେବେ ଅଭାବ ଦେଖିବାକୁ ମିଳିନଥାଏ।
N.ଯେଉଁ ବ୍ୟକ୍ତିଙ୍କ ନାମ N ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ତାଙ୍କର ପରିଶ୍ରମ ଓ ବୁଦ୍ଧିମତା କାରଣରୁ କମ ସମୟରେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥାନ୍ତି। ଭାଗ୍ୟରେ ରାଜଯୋଗ ଥିବାରୁ ଓ ଅଧିକ ପରିଶ୍ରମ କାରଣରୁ ଏମାନେ ସଫଳତାର ଉଚ୍ଚ ରେ ପହଞ୍ଚିଥାନ୍ତି।ଭାଗ୍ୟଶାଳୀ ହେବାକରଣରୁ ଏମାନଙ୍କୁ ଅଧିକ ଧନ ବୈଭବ ପ୍ରାପ୍ତ ହୋଇଥାଏ।ଏମାନଙ୍କ ପାଖରେ ଧନର ଅଭାବ କେବେ ରହି ନଥାଏ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।