ସବୁ ସମୟ ଖବର ସାଥିରେ

Viral News – ଆଖି ବୁଜି ବୁଜି କ୍ଷୀର ପିଉଥିଲା ଟୁଙ୍ଗୁରୁ ଧରିଦେଲା ବର୍ଷା…! ଆଉ ତାପରେ ଯାହା ହେଲା ..ଦେଖନ୍ତୁ ଏହି ଭିଡ଼ିଓ !

0 33

ଦର୍ଶକ ବନ୍ଧୁ ଆପଣ ସମସ୍ତେ ଟୁଁଙ୍ଗୁରୁ ଓ ବର୍ଷା ଙ୍କ ସମ୍ପର୍କ ବିଷୟରେ ଆପଣ ମାନେ ଜାଣିଥିବେ |ଭଲ ପାଇ ବିବାହ କରିବାର ପ୍ରତିଶୃତି ଦେଇ ପ୍ରେମିକା କୁ ଧୋକା ଦେଇଥିବା ଅଭିଯୋଗ ରେ ଗିରଫ ହେଇ ଦୁଇ ଦିନ ଧରି ଥାନା ରେ ଅଟିକି ରହିଥିଲେ ଟୁଙ୍ଗୁରୁ ଭୋଳ |ଥାନାରୁ ବାହାରିବା ପରେ ସେ ସିଧା ସିଧା କହିଥିଲେ ମୋତେ ଡାକି ନେଇ ଫସେଇ ଦେଲେ ବର୍ଷା, ଏମିତି ରେ ବି ଟୁଙ୍ଗୁରୁ ଙ୍କ ନା ରେ ଗୀତ ଟି ମଧ୍ୟ ଏବେ ବହୁତ ଚର୍ଚ୍ଚା ରେ ରହିଛି ହେଲେ ଦିନକୁ ଦିନ ଟୁଙ୍ଗୁରୁ ଭୋଳ ଙ୍କ ପ୍ରେମ କାହାଣୀ ର ନୂଆ ନୂଆ ଘଟଣା ପ୍ରତେକ ଦିନ ଦେଖିବାକୁ ମିଳୁଛି | ଏବେ ଏବେ ଯେଉଁ ଘଟଣା ଟି ଟୁଙ୍ଗୁରୁ ଭୋଳ ଙ୍କ ନା ରେ ଆସିଛି ତାହା ଯିଏ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବ | ତାହାଲେ ଆସନ୍ତୁ ଜାଣିବା କଣ ପାଇଁ ଟୁଙ୍ଗୁରୁ ଭୋଳ ଗଣ ମାଧ୍ୟମ ଆଗରେ ନିଜକୁ ଦୁରେଇ ରଖୁଛନ୍ତି ସେ ବିଷୟରେ ଜାଣିବା |

ତେବେ ମିଳିଥିବା ସୂଚନା ଅନୁଯାୟୀ ଟୁଙ୍ଗୁରୁ ଭୋଳ ବର୍ଷା ଙ୍କ ବିଷୟରେ ମିଛ କହିବା ଘଟଣା ଏବେ ସାମ୍ନା କୁ ଆସିଛି | ଯେତେବେଳେ ଏହି କଥା ଟି ରିପୋର୍ଟ ମାନଙ୍କ କାନ ରେ ପଡିଥିଲା ସେତେବେଳେ ସେମାନେ ଟୁଙ୍ଗୁରୁ ଭୋଳ ଙ୍କ ଠୁ ସତ୍ୟ ଜାଣିବା ପାଇଁ ତାଙ୍କର ଇଣ୍ଟରଭିଉ ନେବା ପାଇଁ କିଛି ରିପୋର୍ଟର ମାନେ ଯାଇ ତାଙ୍କ ଠାରେ ଉପସ୍ଥିତ ହେଇଥିଲେ ଓ ତାଙ୍କ ଠାରୁ ସତ୍ୟ ଜାଣିବା ପାଇଁ ଚେଷ୍ଟା କରିଥିଲେ ହେଲେ ଟୁଙ୍ଗୁରୁ ଭୋଳ ଗଣମାଧ୍ୟମ ଆଗରେ ତାଙ୍କ ମତ ରଖିବେ ନାହିଁ ବୋଲି ସିଧା ସିଧା ମନା କହିଦେଇଥିଲେ |ଯାହା ଦ୍ୱାରା ଟୁଙ୍ଗୁରୁ ଓ ରିପୋର୍ଟର ମାନଙ୍କ ମଧ୍ୟରେ କିଛି ସମୟ ପାଟି ତୁଣ୍ଡ ମଧ୍ୟ ହେଇଥିଲା, ତେବେ କାହିଁକି ଓ କଣ ପାଇଁ ଟୁଙ୍ଗୁରୁ ଭୋଳ ଏମିତି କରିଛନ୍ତି ତାହା ଜଣା ପଢିନାହିଁ |


ଟୁଙ୍ଗୁରୁ ଭୋଳ ଙ୍କ କହିବା କଥା ଅନୁଯାୟୀ ନିୟୁଜ ଚ୍ୟାନେଲ ବାଲା ତାଙ୍କୁ ବ୍ଲାକମେଲ କରୁଛନ୍ତି ତାଙ୍କୁ ଶାନ୍ତିରେ ରହିବାକୁ ଦେଉନାହାନ୍ତି ଏମାନେ | ଏମାନଙ୍କର ଯେତେବେଳେ ଇଚ୍ଛା ହୋଉଛି ସେତେବେଳେ ଆସୁଛନ୍ତି ଏମାନେ ମଣିଷ କୁ ଦିଟା ଶାନ୍ତିରେ ଖାଇବାକୁ ବି ଦେଉନାହାନ୍ତି |ଏମିତି କହି କ୍ୟାମେରା ଠୁ ଦୁରେଇ ଯାଉଥିଲେ ଟୁଙ୍ଗୁରୁ ଭୋଳ ଓ ବାରମ୍ବାର ମୋବାଇଲ କାଢି DSP ଙ୍କୁ ଧମକ ଦେଉଥିଲେ, ଏହି ପରି ଭାବରେ ଟୁଙ୍ଗୁରୁ ଗଣମାଧ୍ୟମ ଠୁ ଦୁରେଇ ରହି ଅଟୋ ବସି ଚାଲିଯାଇଥିଲେ |
ତାହେଲେ ଏହି ପରି ଭାବରେ ଟୁଙ୍ଗୁରୁ ଭୋଳ ନିଜକୁ ଗଣମାଧ୍ୟମ ଆଗରେ ଦୁରେଇ ରଖିଛନ୍ତି ଓ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଓ ଲୋକମାନେ ମଧ୍ୟ ଏହି ଭିଡ଼ିଓ କୁ ଦେଖିସାରିଲା ପରେ ତାଙ୍କର ମତ ରଖିଛନ୍ତି |

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।