
ଆଜିର ରାଶିଫଳ 4 ଅକ୍ଟୋବର 2022,( ମଙ୍ଗଳବାର ) ଆଜିଠାରୁ ବଦଳୁଛି ଏହି ସବୁ ରାଶିଙ୍କ ଭାଗ୍ୟ
ଆଜି ଆମେ ଜାଣିବା ରାଶି ଚକ୍ରର ୧୨ ଗୋଟି ରାଶି ମାନଙ୍କ ଆଜିର ଦିନ କିପରି ରହିବ। ତେବେ ପ୍ରଥମେ ଜାଣିନେବା ଆଜିର ତିଥି ନକ୍ଷତ୍ର କଣ ରହିଛି। ଆଜି ହେଉଛି ୪ ଅକ୍ଟୋବର ୨୦୨୨, ମଙ୍ଗଳବାର ଆଶ୍ୱିନ ମାସ ଶୁକ୍ଳପକ୍ଷ, କନ୍ୟା ୧୮ ଦିନ। ଆଜିର ସୂର୍ଯ୍ୟ ଉଦୟ ଘ ୦୫/୪୦ ଏବଂ ଅସ୍ତ ଘ ୦୫/୨୭। ଆଜିର ଶୁଭବେଳା ରହିଛି ପ୍ରାତଃ ଘ ୦୮/୪୦ ରୁ ଘ ୭/୧୬ ମଧ୍ୟେ। ଏହି ସମୟରେ ଆପଣ କିଛି ବି ଶୁଭ କାମ କରି ପାରିବେ। ତେବେ ଆସନ୍ତୁ ଜାଣିବା ରାଶି ଚକ୍ରର ୧୨ ଗୋଟି ରାଶି ମାନଙ୍କ ଆଜିର ଦିନ କିପରି ରହିବ।
୧. ମେଷ ରାଶି:-
ଆଜିର ଦିନ ଆପଣଙ୍କ ପାଇଁ ଖାସ୍ ରହିବ। ଆଶା କରୁଥିବା କାର୍ଯ୍ୟ ହାସଲ କରିବା ପାଇଁ ଟିକିଏ ପରିଶ୍ରମ କରିବା ପାଇଁ ପଡିବ। ପିଲା ମାନଙ୍କ କଥାକୁ ନେଇ ଟିକିଏ ଟେନସନ୍ ରେ ରହି ପାରନ୍ତି କିନ୍ତୁ ଏହା ବେଶି ସମୟ ପାଇଁ ରହିବ ନାହିଁ।୨. ବୃଷ ରାଶି:-ଆଜିର ଦିନରେ କୌଣସି ଏକ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ସ୍ଵାସ୍ଥ୍ୟ ସମସ୍ୟା ଦେଖା ଯିବ। ସଞ୍ଚୟ କରି ରଖିଥିବା ଧନ କାର୍ଯ୍ୟରେ ଲାଗିବ।୩.ମିଥୁନ ରାଶି:-ଏହି ରାଶିର ଲୋକମାନେ ମାନସିକ ଅସ୍ଥିରତା କାରଣରୁ କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। ସାମ୍ନା ଲୋକଙ୍କ ସହିତ ଝଗଡ଼ା ହୋଇ ପାରେ।
୪. କର୍କଟ ରାଶି:-ଯେଉଁ କାମ ହାତକୁ ନେଇଛନ୍ତି ତାକୁ ସମ୍ପୂର୍ଣ୍ଣ କରିବେ। ସମାଜରେ ମାନସମ୍ମାନ ବୃଦ୍ଧି ହେବ। କିନ୍ତୁ ପାରିବାରିକ ଅଶାନ୍ତି ଦେଖିବାକୁ ମିଳିବ ଯେଉଁଥି ପାଇଁ ଆପଣ ଚିନ୍ତାରେ ରହିବେ।
୫. ସିଂହ ରାଶି:-କୌଣସି ଏକ କାରଣ ବଶତ ଆପଣଙ୍କ ବନ୍ଧୁ ଆପଣଙ୍କୁ ଭୁଲ ବୁଝି ପାରନ୍ତି ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇପାରେ।୬.କନ୍ୟା ରାଶି:-ଆଜିର ଦିନ ଆପଣଙ୍କର ଅଟେ। ନିଜର ପରିଶ୍ରମ ବଳରେ ବହୁତ୍ ବଡ ସଫଳତା ପାଇବେ। ପରିବାରରେ ଖୁସିର ବାତାବରଣ ଦେଖା ଯିବ।
୭. ତୁଳା ରାଶି:-ଏମାନଙ୍କର ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ଭଲ ରହିବ। ଜୀବନ ସାଥୀ ସହିତ ଖୁସିରେ ସମୟ ଅତିବାହିତ କରିବେ।୮. ବିଛା ରାଶି:-ପରିସ୍ଥିତିକୁ ଲକ୍ଷ୍ୟ ନକରି କାମ କରିଲେ ଆପଣଙ୍କର ବଡ କ୍ଷତି ହୋଇପାରେ ଏଥି ପ୍ରତି ଧ୍ୟାନ ଦିଅନ୍ତୁ। ନଚେତ୍ ଅସୁବିଧାରେ ପଡ଼ି ପାରନ୍ତି।୯. ଧନୁ ରାଶି:-ଆଜିର ଦିନ ଆପଣଙ୍କ ପାଇଁ ଖାସ୍ ରହିବ। ସନ୍ତାନ ସୁଖ ପାଇ ପାରିବେ। ବ୍ୟବସାୟ କ୍ଷେତ୍ରରେ ଖୁବ୍ ଲାଭବାନ ହେବେ।୧୦. ମକର ରାଶି:-ଏହି ରାଶିର ବ୍ୟକ୍ତି ମାନେ ସାରା ଦିନ କାର୍ଯ୍ୟବ୍ୟସ୍ତ ରହିବେ। ଦେହ ଓ ମନ ଭଲ ରହିବ। ପରିବାରରେ ମନମାଳିନ ହୋଇ ପାରେ।
୧୧. କୁମ୍ଭ ରାଶି:-ଅନ୍ୟମାନଙ୍କ ପାଇଁ ଅସୁବିଧାରେ ପଡ଼ି ପାରନ୍ତି। ପରିବାରରେ ଖୁସିର ବାତାବରଣ ରହିବ।ଆଜିର ଦିନଟି କ୍ରୀଡାରେ ଭାଗ ନେବା ପାଇଁ ଅତି ଉତ୍ତମ ରହିବ।୧୨. ମୀନ ରାଶି:-ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। କାର୍ଯ୍ୟ କ୍ଷେତ୍ରରେ ଉଚ୍ଚଫଳ ମିଳିବ। ଅତୀତ କଥା ନ ଭାବି ଭବିଷ୍ୟତ ପାଇଁ ଯୋଜନା କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।