
ଅଁଳା ନବମୀ – ଆଜି ରାତିଠାରୁ ଏହି 5ଟି ରାଶିର ଭାଗ୍ୟ ଖୋଲିବ ଆସିବ ଏହି ଖୁସି ଖବର – Jyotisha Shastra
ଆଜି ହେଉଛି ପବିତ୍ର ଅଁଳା ନବମୀ। ଆଜି ରାତି ଠାରୁ ବଦଳିବାକୁ ଯାଉଛି ଏହି ପାଞ୍ଚ ଗୋଟି ରାଶିର ଭାଗ୍ୟ। ଆପଣ ମାନଙ୍କର ଭାଗ୍ୟରେ ଏମିତି କିଛି ପରିବର୍ତ୍ତନ ଆସିବାକୁ ଯାଉଛି ଯାହା ବାବଦରେ ଆପଣ କେବେ ବି ଚିନ୍ତା କରି ନଥିବେ। ତେବେ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଜଣାଇବୁ ଯେ ସେହି ପାଞ୍ଚଗୋଟି ଭାଗ୍ୟଶାଳୀ ରାଶି ଯେଉଁ ମାନଙ୍କ ଭାଗ୍ୟ ଏହି ଅଁଳା ନବମୀ ଠାରୁ ପରିବର୍ତ୍ତନ ହେବା ପାଇଁ ଯାଉଛି।
ଏହି ପାଞ୍ଚ ଗୋଟି ଜୀବନରେ ଆସିବାକୁ ଯାଉଛି ଖୁସିର ସମୟ। ଏମାନଙ୍କ ଜୀବନରେ ଏଭଳି କିଛି ପରିବର୍ତ୍ତନ ଆସିବ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ। ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର କୃପାରୁ ଆପଣଙ୍କ ଭାଗ୍ୟ ବଦଳି ବାକୁ ଯାଉଛି। ଗ୍ରହ ମାନଙ୍କ ଚଳନ ସମୟରେ ଏପରି କିଛି ହୋଇଥାଏ କି ବେଳେବେଳେ ଆମେ ଯେତେ ପରିଶ୍ରମ କଲେ ମଧ୍ୟ ଆମେ ଉପଯୁକ୍ତ ଫଳ ପାଇ ପାରି ନଥାଉ। କିନ୍ତୁ ବେଳେବେଳେ ଏମିତି କିଛି ହୋଇଥାଏ କମ ପରିଶ୍ରମରେ ଆମେ ଆଶା ଠାରୁ ବହୁତ୍ କିଛି ପାଇ ପାଇଥାଉ। ଯାହା କେବଳ ଏହି ଗ୍ରହ ମାନଙ୍କ ଶୁଭ ସ୍ଥିତି କାରଣରୁ ସମ୍ଭବ ହୋଇଥାଏ ।ତେବେ ଏହି ଅଁଳା ନବମୀ ଠାରୁ ଗ୍ରହ ମାନଙ୍କ ଶୁଭ ସ୍ଥିତି ପାଞ୍ଚ ଗୋଟି ରାଶି ଉପରେ ପଡ଼ିବା ପାଇଁ ଯାଉଛି ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ରାଶି ଓ ସେମାନଙ୍କ ଜୀବନରେ ହେବାକୁ ଥିବା ପରିବର୍ତ୍ତନ।
୧.ମେଷ ରାଶି:-ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ଦୃଷ୍ଟି ରହିବ ଯାହା ଆପଣଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବା ପାଇଁ ଯାଉଛି। ମନ ମୁତାବକ କାର୍ଯ୍ୟ ହାସଲ ହେବା ପାଇଁ ଯାଉଛି। ପରିବାର ରେ ଖୁସି ର ବାତାବରଣ ଦେଖିବାକୁ ମିଳିବ। ସ୍ୱାସ୍ଥ୍ୟ ଗତ ସମସ୍ୟା ମଧ୍ୟ ଦୂର ହୋଇଯିବ।
୨. ବୃଷ ରାଶି:-ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଅଚାନକ ଏକ ପରିବର୍ତ୍ତନ ହେବା ପାଇଁ ଯାଉଛି ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ। ପ୍ରେମ ଜୀବନକୁ ନେଇ ଖୁବ୍ ଖୁସି ରହିବେ। ବ୍ୟବସାୟୀ ମାନେ ଲାଭବାନ ହେବେ।
୩. ତୁଳା ରାଶି:-ଏହି ରାଶିର ବ୍ୟକ୍ତି ମାନଙ୍କ ଏହି ସମୟ ଖୁବ୍ ଶୁଭ ରହିବ। ଯଦି କିଛି କାର୍ଯ୍ୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ। ସବୁ କାର୍ଯ୍ୟରେ ସଫଳ ହେବେ।
୪. କୁମ୍ଭ ରାଶି:-ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମା ଲକ୍ଷ୍ମୀ ଅଶେଷ କୃପା ରହିବ। ଆର୍ଥିକ ପରିସ୍ଥିତି ରେ ଦୁଇ ଗୁଣ ସୁଧାର ଆସିବ। ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ଲାଭ ହେବାର ସମ୍ଭାବନା ରହିଛି।
୫. କନ୍ୟା ରାଶି:-ଏହି ରାଶିର ବ୍ୟକ୍ତି ମାନଙ୍କ ଆର୍ଥିକ ଖୁବ୍ ଉନ୍ନତି ଆସିବଜୁ ଯାଉଛି। ସମାଜରେ ମାନସମ୍ମାନ ବୃଦ୍ଧି ପାଇବା। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।